Browsing Tag

loot

ବନ୍ଧୁକ ଦେଖାଇ ଲୁଟ୍, ୩ ଜଣ ଦୁର୍ବୃତ୍ତ ଆସି ଯୁବକଙ୍କ ବେକରୁ ଲୁଟିନେଲେ ସୁନା ଚେନ୍‌

ଜଗତସିଂହପୁର (କେନ୍ୟୁଜ୍) : କୁଜଙ୍ଗ ଥାନା ବାଲିତୁଠ ଡାକ୍ତରଖାନା ଛକ ନିକଟରୁ ଲୁଟ୍ । ମୁଖା ପିନ୍ଧା ୩ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଯୁବକଙ୍କ ବେକରୁ ଲୁଟି ନେଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଚେନ୍ । ଏହା ସହ ବନ୍ଧୁକରେ ଯୁବକଙ୍କ ମୁଣ୍ଡରେ ଆକ୍ରମଣ କରି ଲହୁଲୁହାଣ କରିଛନ୍ତି । ପୋଲିସ…

କଳାହାଣ୍ଡି: ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ, ବନ୍ଧୁକ ଦେଖାଇ ଲୁଟି ନେଲେ ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା

କଳାହାଣ୍ଡି: ବନ୍ଧୁକ ମୁନରେ ଡକାୟତି । ମୁଖାପିନ୍ଧା ଦୁର୍ବୃତ୍ତ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ସହ ଲୁଟି ନେଲେ ସୁନା ଗହଣା । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଭଇରିପାଲି ଗାଁରେ ଏହି ସଶସ୍ତ୍ର ଡକାୟତି ହୋଇଛି । ଗତକାଲି ବିଳମ୍ବିତ ରାତିରେ ସୌରଭ ଜୈନଙ୍କ ଘରେ ୪ରୁ ୫ ଜଣ ମୁଖାପିନ୍ଧା…

କଳାହାଣ୍ଡି ବୋରଗୁଡ଼ା ନିକଟରେ ଗୁଳି କରି ୬ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ, ଚାଲିଗଲା ଜଣଙ୍କ ଜୀବନ

କଳାହାଣ୍ଡି : ଜଙ୍ଗଲ ରାସ୍ତାରେ ଆକ୍ରମଣ କରି ୬ ଲକ୍ଷ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚାଲିଗଲା ଜଣଙ୍କ ଜୀବନ । କଳାହାଣ୍ଡି ଜୁନାଗଡ଼ ଥାନା ବୋରଗୁଡ଼ା ନିକଟରେ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି । କପା ବିକ୍ରି ଟଙ୍କା ନେଇ ଗାଁକୁ ଯାଉଥିବା ବେଳେ କ୍ଷୀତି ନାୟକ ଓ ପୁଅ…

ଭଦ୍ରକ : ଅଫର ପ୍ରଲୋଭନ ଦେଖାଇ ଲୁଟ୍‌, ଲୋଭନୀୟ ଅଫର ଦେଇ କୋଟିଏରୁ ଅଧିକ ଟଙ୍କା ହଡପ୍

ଭଦ୍ରକ (କେନ୍ୟୁଜ୍) : ଲୋଭନୀୟ ଅଫର ଦେଇ କୋଟିଏରୁ ଅଧିକ ଟଙ୍କା ଲୁଟ। ଭଦ୍ରକ ଜିଲ୍ଲା ବାସୁଦେବପୁରରେ ହୋଇଛି ଏଭଳି ବଡ଼ଧରଣର ଠକେଇ। ନଭେମ୍ବର ୨୬ତାରିଖର ଦୁର୍ଗା ଏଜେନ୍‌ସି ଆଣ୍ଡ ସପ୍ଲାୟର ନାମକ ସଂସ୍ଥା ଖୋଲିବା ପରେ ଲୋକଙ୍କୁ କିସ୍ତି ଟଙ୍କାରେ ମୂଲ୍ୟବାନ ସାମଗ୍ରୀ ଯୋଗାଇ ଆସୁଥିଲା। ଆଗୁଆ…

ଝାରସୁଗୁଡ଼ା : ମାତିଲେ ଲୁଟେରା, ବନ୍ଧୁକ ଦେଖାଇ ୧୦ ଲକ୍ଷ ଲୁଟ୍‌

ଝାରସୁଗୁଡ଼ା (କେନ୍ୟୁଜ୍) : ମାତିଲେ ଲୁଟେରା । ବନ୍ଧୁକ ଦେଖାଇ ୧୦ ଲକ୍ଷ ଲୁଟ୍‌ । ଝାରସୁଗୁଡ଼ା ବାଇପାସ ନିଟକ ସ୍ରେୟା ଟ୍ରେଡର୍ସ ଚାଉଳ ଗୋଦାମରୁ ବନ୍ଧୁକ ଦେଖାଇ ୧୦ ଲକ୍ଷ ଟଙ୍କା ଲୁଟିଛନ୍ତି ୩ ଦୁର୍ବୃତ୍ତ । ସୂଚନା ମୁତାବକ ବାଇକରେ ୩ ଜଣ ଯୁବକ ଆସି କାଉଁଟରରେ ବସିଥିବା ମାଲିକ ଶଙ୍କର…

ଟାଙ୍ଗୀ: ଦୁଇ କୋଟି ଟଙ୍କାର ସିଗାରେଟ୍ ଟ୍ରକ ଲୁଟ୍ ଘଟଣାର ପର୍ଦାଫାସ୍, ୨ ଅଭିଯୁକ୍ତ ଗିରଫ ଓ ନଗଦ ୧୦ ଲକ୍ଷ ଟଙ୍କା ଜବତ

ଟାଙ୍ଗୀ(କେନ୍ୟୁଜ୍): ଗତ ମାସ ୪ ତାରିଖ ରାତିରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରୁ ସିଗାରେଟ ଭର୍ତ୍ତି ଗାଡି ଲୁଟି ଘଟଣାର ପର୍ଦାଫାସ କରିଛି ଟାଙ୍ଗୀ ପୋଲିସ। ସୂଚନା ମୁତାବକ ଭଜିରୋ ସୁଲତାନ ଟ୍ରାନ୍ସପୋର୍ଟ କମ୍ପାନୀର ସିଗାରେଟ ଭର୍ତ୍ତି କଣ୍ଟେନର  ହାଇଦ୍ରାବାଦରୁ କୋଲକତା ଅଭିମୁଖେ…

୧୬ନଂ ଜାତୀୟ ରାଜପଥରେ ମାତିଲେ ଲୁଟେରା, ଟାଙ୍ଗୀ ଥାନା ଅଞ୍ଚଳରୁ ଦାମୀ ସିଗାରେଟ ଭର୍ତ୍ତି କଣ୍ଟେନର ଲୁଟ

ଟାଙ୍ଗୀ: ୧୬ନଂ ଜାତୀୟ ରାଜପଥରେ ମାତିଲେ ଲୁଟେରା। ଖୋର୍ଦ୍ଧାର ଟାଙ୍ଗୀ ଥାନା ଜାତୀୟ ରାଜପଥରେ ବନ୍ଧୁକ ମୁନରେ ଲୁଟ। ଦାମୀ ସିଗାରେଟ ଭର୍ତ୍ତି ଏକ କଣ୍ଟେନରକୁ ଲୁଟିଛନ୍ତି ଦୁର୍ବୃତ୍ତ। ଆଇଟିସି କଂପାନୀର ଦାମୀ ସିଗାରେଟ ନେଇ ହାଇଦ୍ରାବାଦରୁ କୋଲକାତା ଯାଉଥିବା କଣ୍ଟେନରର ଗାଡ଼ି ଚାଳକକୁ ବନ୍ଧୁକ…

ବଡ଼ବିଲ ଅଞ୍ଚଳରେ ମାତିଛନ୍ତି ଲୁଟେରା, କଳିଙ୍ଗ ହାର୍ଡୱେର୍‌ ଆଣ୍ଡ କନଷ୍ଟ୍ରକସନରୁ ୩୫ ଲକ୍ଷ ଟଙ୍କା ଲୁଟ୍

ବଡ଼ବିଲ(କେନ୍ୟୁଜ୍): ବଡ଼ବିଲ ଅଞ୍ଚଳରେ ମାତିଛନ୍ତି ଲୁଟେରା । ଦୀପାବଳି ରାତିରେ ୟୁକୋ ବ୍ୟାଙ୍କରୁ ବଡ଼ ଧରଣର ଲୁଟ୍‌ ଉଦ୍ୟମ ପରେ ଆଉ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି । ସହରର ମୁଖ୍ୟ ରାସ୍ତା ଉତ୍କଳ ଅଟମୋବାଇଲ୍ସ ନିକଟରେ ଥିବା କଳିଙ୍ଗ ହାର୍ଡୱେର୍‌ ଆଣ୍ଡ କନଷ୍ଟ୍ରକସନରୁ ୩୫ ଲକ୍ଷ ଟଙ୍କା ଲୁଟି…

ଭୁବନେଶ୍ୱର: ସାମନ୍ତରାପୁରରେ ବୃଦ୍ଧ ଦମ୍ପତିଙ୍କ ହାତଗୋଡ ବାନ୍ଧି ଘରେ ଥିବା ସମସ୍ତ ସୁନା ଗହଣା ଓ ଟଙ୍କା ଲୁଟି ନେଲେ…

ଭୁବନେଶ୍ୱର(କେନ୍ୟୁଜ୍): ଅସୁରକ୍ଷିତ ରାଜଧାନୀ। ବୃଦ୍ଧ ଦମ୍ପତିଙ୍କୁ ବାନ୍ଧି ଡକାୟତି। ଭୁବନେଶ୍ୱର ସାମନ୍ତରାପୁର ଦିବ୍ୟବିହାର ଲେନ୍ ନମ୍ବର ୭ରେ ଏହି ଡକାୟତି ହୋଇଛି। ଗତକାଲି ରାତିରେ ଡକାୟତମାନେ ପ୍ଲଟ ନମ୍ବର ୫୩ରେ ରହୁଥିବା ବୃଦ୍ଧ ଦମ୍ପତିଙ୍କ ଘରର ଝରକା ଭାଙ୍ଗି ଭିତରେ ପଶିଥିଲେ। ଏହାପରେ…

ରାଉରକେଲା କୁଆଁରମୁଣ୍ଡା ପଞ୍ଚାୟତ ଅଫିସ ନିକଟରୁ ବନ୍ଧୁକ ଦେଖାଇ ୧୧ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ

ରାଉରକେଲା: ବ୍ୟାଙ୍କ କର୍ମଚାରୀ ଓ ସୁରକ୍ଷା କର୍ମୀଙ୍କୁ ଆକ୍ରମଣ କରି ଟଙ୍କା ଲୁଟ। କଡ଼ା ସୁରକ୍ଷା ବଳୟ ମଧ୍ୟରୁ ୧୧ଲକ୍ଷ ୩୫ହଜାର ୬ଶହ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ। ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସାମନାରୁ ହୋଇଛି ଲୁଟ। ସକାଳ ପ୍ରାୟ ସାଢେ ସାତଟାରେ…

ବାଲେଶ୍ୱର: ସୋର ସିନେମା ହଲ ନିକଟ ମା’ମଙ୍ଗଳା ଗହଣା ଦୋକାନୀଙ୍କଠାରୁ ବନ୍ଧୁକ ଦେଖାଇ ଲୁଟି ନେଲେ ଦୁର୍ବୁତ୍ତ

ବାଲେଶ୍ୱର: ବନ୍ଧୁକ ଦେଖାଇ ଲୁଟ୍‌ । ବାଲେଶ୍ୱର ଜିଲ୍ଲା ସୋର ସିନେମା ହଲ ନିକଟ ମା ମଙ୍ଗଳା ଗହଣା ଦୋକାନୀଙ୍କଠାରୁ ଲକ୍ଷେ ଟଙ୍କା ଲୁଟି ନେଇଛନ୍ତି ଦୁର୍ବତ୍ତ । ପ୍ରଶାନ୍ତ ନାୟକ ଓ ସମ୍ପର୍କୀୟ ଭାଇ ସୁଶାନ୍ତ ବାରିକଙ୍କଠାରୁ ବନ୍ଧୁକ ଦେଖାଇ ମାଡ଼ ମାରି ୭୫ ହଜାର ଟଙ୍କାର ସୁନା ଅଳଙ୍କାର, ନଗଦ ୨୫…

କଟକ : ଗୋଟିଏ ରାତିରେ ୧୧ଟି ଟ୍ରକରୁ ଡକାୟତି, ୫ଲକ୍ଷ ଟଙ୍କାରୁ ଅଧିକ ଲୁଟ୍‌

କଟକ (କେନ୍ୟୁଜ୍) : ଗୋଟିଏ ରାତିରେ ୧୧ଟି ଟ୍ରକରୁ ଡକାୟତି। ଢେଲା ପଥର ମାଡ କରି ଡକାୟତମାନେ ୫ଲକ୍ଷ ଟଙ୍କାରୁ ଅଧିକ ଲୁଟ୍‌ କରିଛନ୍ତି। ଆକ୍ରମଣରେ ୨ ଜଣ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି। କଟକ ଜିଲ୍ଲା ଟାଙ୍ଗୀ ଥାନା ନିମେଇଁଷାପୁର ପେଟ୍ରୋଲ ପମ୍ପ ନିକଟରେ ଅହି ଲୁଟ୍‌ ହୋଇଛି। ଗତକାଲି…