Browsing Tag

loot

ସ୍ପ୍ରେ କରି ଲୁଟି ନେଉଥିଲା ଲୁଟେରା ମାଡ଼ିବସିଲେ ସ୍କୁଲ୍‌ ଛାତ୍ର

ଭୁବନେଶ୍ୱର: ମାର୍କେଟରେ ଦିନକୁ ଦିନ ଲୁଟ୍‌ ପାତ୍‌ ହେଉଥିବା ବେଳେ ଲୁଟେରାଙ୍କ ବିତ୍ପାତ ବଢ଼ିଚାଲିଛି। ଯେଉଁଥିରେ ଅତିଷ୍ଠ ହୋଇପଡ଼ିଛନ୍ତି ସାଧାରଣ ଲୋକେ। କିନ୍ତୁ ଏହି ଲୁଟେରାଙ୍କ ଟେର୍‌ ପୋଲିସ ପାଉନଥିବା ବେଳେ ସ୍କୁଲ୍‌ ପିଲା ମାନେ ଆଜି ଯାହା କରି ଦେଖାଇଛନ୍ତି ତାହା ଆପଣ ଜାଣିଲେ ବାଃ ବାଃ…

ଠାକୁରାଣୀଙ୍କୁ ବି ଡରିଲେନି, ଶାରଳାଙ୍କ ମନ୍ଦିରରେ ପଶି ହୁଣ୍ଡିରୁ ଚୋରି କଲେ ଦୁର୍ବୃତ୍ତ

ଜଗତସିଂହପୁର (କେନ୍ୟୁଜ): ଠାକୁର ଠାକୁରାଣୀଙ୍କୁ ବି ଆଉ ଭୟ ନାହିଁ । ଜଗତସିଂହପୁରର ପ୍ରସିଦ୍ଧ ମା’ ଶାରଳାଙ୍କ ମନ୍ଦିର ହୁଣ୍ଡିରୁ ଚୋରି । ତିର୍ତ୍ତୋଲ ଥାନା ଅନ୍ତର୍ଗତ ଝଙ୍କଡ଼ ସ୍ଥିତ ଶାରଳା ମନ୍ଦିରରୁ ଚୋରି ଅଭିଯୋଗ ହୋଇଛି। ବିଳମ୍ବିତ ରାତିରେ ଚୋରି ହୋଇଥିବା ଜଣାପଡିଛି । ଇଲେକ୍ଟ୍ରି କ…

ଦିନ ଦ୍ଵିପ୍ରହରରେ ଲୁଟ୍ , ଘରେ କେହି ନଥିବା ଦେଖି ଲୁଟି ନେଲେ ୬୦ ଭରି ସୁନା

କେନ୍ଦୁଝର (କେନ୍ୟୁଜ): ୬୦ ଭରି ସୁନା ଲୁଟ୍ । ଦିନ ଦ୍ଵିପ୍ରହରରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନାଗହଣା । କେନ୍ଦୁଝର ଜିଲ୍ଲା ଘଟଗାଁ ଥାନା ବାଟହରିଚନ୍ଦନପୁର ଗାଁର ରମାକାନ୍ତ ସାହୁଙ୍କ ଘରୁ ଲୁଟ୍ ହୋଇଛି। ରମାକାନ୍ତ ଆଜି ପରିବାର ସହ ମା ତାରିଣୀଙ୍କ ଦର୍ଶନ…

ସୁଯୋଗ ଦେଖି ଘରେ କଳାକନା ବୁଲାଇଲା କାମବାଲି, ଆଲମିରା ଖୋଲି ଲୁଟି ନେଲା ଲକ୍ଷେ ଟଙ୍କା

ଭୁବନେଶ୍ୱର (କେନ୍ୟୁଜ): କଳାକନା ବୁଲାଇଲା କାମବାଲି । ସିସିଟିଭିରେ କଏଦ ହେଲା ଚୋରିର ଭିଜୁଆଲ୍ । ଭୁବନେଶ୍ଵର ଝାରପଡ଼ା ଜଗନ୍ନାଥ ନଗର ରୋଡ ଅଞ୍ଚଳର ଜଣଙ୍କ ଘରୁ ଏକ କାମବାଲି ସୁଯୋଗ ଦେଖି ବେଡ଼ରୁମର ଆଲମିରାରୁ ପାଖାପାଖି ଏକ ଲକ୍ଷ ଟଙ୍କା ଚୋରି କରିଛି। ଏହି ଚୋରିର ଦୃଶ୍ୟ ସିସିଟିଭରେ କଏଦ…

ରାଜଧାନୀର ସଫ୍ଟଓ୍ଵୟାର ଇଞ୍ଜନିୟରଙ୍କ ଘରୁ ଡକାୟତ ବୁଲାଇଲେ କଳାକନା

ଭୁବନେଶ୍ୱର (କେନ୍ୟୁଜ) : ଯଦି ଆପଣ ରାଜଧାନୀରେ ରହୁଛନ୍ତି ତେବେ ହୋଇଯାନ୍ତୁ । ବିଶେଷ କରି ଶୋଇଲାବେଳେ ରୁହନ୍ତୁ ସତର୍କ । ଆଖି କାନ ଉଭୟ ଖୋଲା ରଖନ୍ତୁ ଆଜ୍ଞା। ନଚେତ ଆପଣ ବି ହୋଇପାରନ୍ତି ଲୁଟର ଶିକାର । ଜିନିଷ ତ ଯିବ ତାସହିତ ଜୀବନ ପ୍ରତି ବି ରହିଛି ବିପଦ । ଏ ବ୍ୟକ୍ତି ହେଉଛନ୍ତି ରାକେଶ…

ବଡଗଡ଼: ମହିଳାଙ୍କ ବେକରେ ଛୁରୀ ଲଗାଇ ଲୁଟ ଘଟଣା, ଲୁଟେରା ଗଗନକୁ ବାନ୍ଧିଲା ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ବଡଗଡ଼ ଥାନା ରତ୍ନାକର ବାଗ ଅଞ୍ଚଳରେ ମହିଳାଙ୍କ ବେକରେ ଛୁରୀ ଲଗାଇ ଲୁଟ ଘଟଣା । ଲୁଟେରା ଗଗନକୁ ବାନ୍ଧିଲା ପୋଲିସ। ଶିବନଗର ଅଞ୍ଚଳରେ ପରିତ୍ୟକ୍ତ ଘରେ ଲୁଚିଥିବା ସମୟରେ ଗିରଫ କଲା ପୋଲିସ। ଅଭିଯୁକ୍ତ ନିକଟରୁ ଘଟଣାରେ ବ୍ୟବହୃତ ଛୁରୀ ଓ ଲୁଟ ସୁନା ଚେନ ଜବତ କଲା…

ପୁଣି ରାଜଧାନୀରେ ଆପାର୍ଟମେଣ୍ଟରୁ ଚୋରି, ୭୦ ଭରି ସୁନା ଓ ଲକ୍ଷାଧିକ ଟଙ୍କା ଲୁଟ୍

କେନ୍ୟୁଜ୍(ବ୍ୟୁରୋ): ଅସୁରକ୍ଷିତ ଆପାର୍ଟମେଣ୍ଟ । ପୁଣି ରାଜଧାନୀରେ ଆପାର୍ଟମେଣ୍ଟରୁ ଚୋରି । ଘରେ ନଥିବା ବେଳେ ଭରତପୁର ସ୍ଥିତ ଶ୍ରୀକ୍ଷେତ୍ର ଅପାର୍ଟମେଣ୍ଟର ଦୁଇଟି ଘରୁ ଚୋରି। ରୁମ୍ ନଂ C2/203ରେ ରହୁଥିବା ରାଜେଶ ପାହାଡି ଓ ସଞ୍ଜିତା ପାହାଡିଙ୍କ ଘରୁ ୭୦ ଭରି ସୁନା ଓ ଲକ୍ଷାଧିକ ଟଙ୍କା…

ଫ୍ଲିପ୍ କ୍ଲାର୍ଟ ଅଫିସରେ ଡକାୟତି, ଲକର ଟେକି ନେଲେ ଦୁର୍ବୃତ୍ତ

ଆଠଗଡ଼ (କେନ୍ୟୁଜ): ଆଠଗଡ଼ରେ ପୁଣି ବନ୍ଧୁକ ମୁନରେ ଲୁଟ୍ । ଲକର ଟେକି ନେଲେ ଦୁର୍ବୃତ୍ତ। ଆଠଗଡ଼ ଅଶୋକ ନଗର ସ୍ଥିତ ଫ୍ଲିପ୍ କ୍ଲାର୍ଟ ଅଫିସରେ ସ୍ପଷ୍ଟ ଦିବାଲୋକରେ ଡକାୟତି ହୋଇଛି । ବାଇକରେ ଆସିଥିଲେ ଦୁଇ ଜଣ ଦୃର୍ବୃତ୍ତ । କାର୍ଯ୍ୟରତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ ।…

ରାସ୍ତା ମଝିରେ ଗାଡି ଅଟକାଇ ଦମ୍ପତିଙ୍କୁ ମାଡ଼ ମାରି ଲୁଟିନେଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ସ୍ୱାମୀ ମେଡ଼ିକାଲରେ…

ସୁନା ଗହଣା ଲୁଟିବା ପାଇଁ ସବୁ ସୀମା ପାର କଲେ ଦୁର୍ବୃତ୍ତ । ରାସ୍ତା ମଝିରେ ଗାଡି ଅଟକାଇ ଝାମ୍ପି ନେଇ ଚାଲିଗଲେ ... ଉଦ୍ଧତର ସବୁ ସୀମା ପାର କରି ଏଭଳି କାଣ୍ଡ ଘଟାଇଛନ୍ତି ଦୁର୍ବୃତ୍ତ । ରାସ୍ତାରେ ଦମ୍ପତ୍ତି ଯାଉଥିବାବେଳେ ଏକାକୀ ଦେଖି ତାଙ୍କ ସାମ୍ନାରେ ଗାଡି ରଖିଲେ ..ମାଡ଼ ମାରି…

ଭୁବନେଶ୍ୱରରେ ଚାଞ୍ଚଲ୍ୟ ! କେୟାର ଟେକର ହୋଇ ରହିଲା, ନାତିର ଅଭିନୟ କଲା ତାପରେ ଲୁଟିନେଲା

ଭୁବନେଶ୍ୱର (କେନ୍ୟୁଜ୍‌) : ତାପସରେ ତୁ ଏମିତି କେମିତି କଲୁ…ତୋତେ ପା ମୁଁ ମୋ ନାତି ପରି ମାନିଥିଲି… ତୁ ମୋ ବିଶ୍ୱାସରେ ବିଷ ଦେଇ ଶେଷରେ ମୋ ସୁନା ଚେନ୍‌ ନେଇଗଲୁ…ଏବେବିି ବିଶ୍ୱାସ ହେଉନି ତୁ ସତରେ ମୋତେ ଏମିତି ଠକିଦେଲୁ… ବୃଦ୍ଧାଙ୍କ ବିଶ୍ଵାସରେ ବିସ ଦେଲେ କେୟାର ଟେକର । ବିଶ୍ୱାସ…

ପୁଣି କଳା ପଲସର ଆତଙ୍କ, ମହିଳାଙ୍କ ଠାରୁ ଝାମ୍ଫିନେଲେ ୬୦ହଜାର ଟଙ୍କା

ଜଳେଶ୍ବର (କେନ୍ୟୁଜ): ଦିନ ଦ୍ବିପହରରେ ପଲସର ବାଇକ ରେ ଆସି ମହିଳାଙ୍କ ଠାରୁ ଝାମ୍ଫିନେଲେ ୬୦ ହଜାର ଟଙ୍କା। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପାଇକସିଦା ଗ୍ରାମରେ । ସୂଚନା ଅନୁସାରେ ପାଇକସିଦା ଗ୍ରାମର ରୀତା ପାଳ ଆଜି ଜଳେଶ୍ବର ପୂରୁଣା କୋର୍ଟ ବଜାର ସ୍ଥିତ…

ରାଜବାଟିକା ଆପାର୍ଟମେଣ୍ଟରୁ ଲୁଟ, ୨ କୋଟିରୁ ଅଧିକ ଟଙ୍କାର ଲୁଟ ଅଭିଯୋଗ

ଭୁବନେଶ୍ୱର : ଭୁବନେଶ୍ୱର ଇନଫୋ ସିଟି ଥାନା ରାଜବାଟିକା ଆପାର୍ଟମେଣ୍ଟରେ ହୋଇଛି ଲୁଟ l ଦୁର୍ବୃତ୍ତମାନେ ଘରର ତାଲା ଭାଙ୍ଗି ୨ କୋଟିରୁ ଅଧିକ ଟଙ୍କାର ଜିନିଷପତ୍ର ଲୁଟ କରିଛନ୍ତି l ଇନଫୋସିଟି ଥାନା ରାଜବାଟିକା ଆପାର୍ଟ ମେଣ୍ଟର 4 ଟି ଫ୍ଲାଟରୁ ଏକ କାଳୀନ ଲୁଟ ହୋଇଛି l ଲୁଟ ହୋଇଥିବା…