Below header
Browsing Tag

lord maa laxmi

କେବେବି ହେବନି ଧନର ଅଭାବ ଯଦି ଶୁକ୍ରବାର ଦିନ କରିବେ ଏହି ଅଚୂକ ଉପାୟ

ଶୁକ୍ରବାର ଦିନକୁ ମାତା ଲକ୍ଷ୍ମୀଙ୍କ ପୂଜା ଆରାଧନାର ଦିନ ବୋଲି କୁହାଯାଏ। ଏହି ଦିନରେ ଧନ ପ୍ରାପ୍ତିର ଇଚ୍ଛା ପାଇଁ ଅନେକ ଲୋକ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ବିଭିନ୍ନ ପ୍ରକାର କଠିନ ଉପାୟ କରିଥାନ୍ତି। ତନ୍ତ୍ର ଶାସ୍ତ୍ରରେ ଧନ ପ୍ରାପ୍ତି ପାଇଁ ଏମିତି କିଛି ସରଳ ଉପାୟ ସବୁ ରହିଛି…

ଧନର ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି କି? ତେବେ ଘରର ଲକ୍ଷ୍ମୀଙ୍କୁ ଦିଅନ୍ତୁ ଏହି ୪ଟି ଜିନିଷ

ସବୁ ବ୍ୟକ୍ତି ଚାହାନ୍ତି ଯେ ତାଙ୍କ ଉପରେ ମାତା ଲକ୍ଷ୍ମୀଙ୍କର କୃପା ସବୁବେଳେ ରହିଥାଉ ଏବଂ କେବେବି ଧନର ଅଭାବ ନ ରହୁ। ମାତାଙ୍କୁ ପ୍ରସନ୍ନ କରିବା ପାଇଁ ଲୋକମାନେ ଅନେକ ଉପାୟକୁ ଅବଲମ୍ବନ କରନ୍ତି। ଏହାସହିତ ଯଦି ଆପଣ ନିଜ ଘରର ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିପାରିଲେ ତେବେ ଦେବୀ ମାତା ଆପେ ଆପେ…