ପାଟର୍ନରଙ୍କ ଯଦି ଖରାପ ସମୟ ଚାଲୁଥାଏ ତ ଏମିତି କରନ୍ତୁ ସାହାଯ୍ୟ, ସମ୍ପର୍କ ହୋଇଯିବ ଆହୁରି ମଜବୁତ୍
କୁହାଯାଏ କୌଣସି ସମ୍ପର୍କର ପରିଚୟ ସେତେବେଳେ ଜଣାପଡ଼େ ଯେବେ ଆପଣଙ୍କର ଖରାପ ସମୟ ଚାଲେ । ରିଲେସନସିପରେ ଯିଏ ଖରାପ ସମୟରେ ନିକଟରେ ଛିଡ଼ା ହୁଏ ବାସ୍ତବରେ ସେ ହିଁ ପ୍ରକୃତ ପ୍ରେମ କରିଥାଏ । ଯଦି ଆପଣଙ୍କ ପାର୍ଟନରଙ୍କ ଖରାପ ସମୟ ଚାଲୁଥାଏ ଓ ସେବେ ଆପଣ ତାଙ୍କ ପାଖରେ ଚଟ୍ଟାଣ ଭଳି ଛିଡ଼ା ହୁଅନ୍ତି…