ପୁଣି ପ୍ରେମ ପୁଣି ଧୋକା, ସହିଦନଗର ଥାନାରେ ପ୍ରେମିକ ନାଁରେ ଏତଲା ଦେଲେ ପ୍ରେମିକା
ଭୁବନେଶ୍ୱର (କେନ୍ୟୁଜ୍) : ସୋସିଆଲ ମିଡିଆର ପରିଚୟ ଆଉ ତା ପରେ ପ୍ରେମ । ଏବେ ପ୍ରେମିକ ଧୋକା ଦେଇ ଆଉ ଧରାଛୁଆଁ ଦେଉନି । ଶାରୀରିକ ସମ୍ପର୍କ ଥିଲା ଏବଂ ବିବାହ ପାଇଁ ପ୍ରତିଶ୍ରୁତି ଦେଇଥିଲେ ଯୁବକ । ହେଲେ ପରେ ଠକି ଦେଲେ ଆଉ ତାଙ୍କ ପରିବାର ଲୋକେ ମୋତେ ଧମକ ଦେଉଛନ୍ତି । ଏଭଳି ଅଭିଯୋଗ ଆଣି…