ଏବେ ଆଉ ଚିନ୍ତା ନାହିଁ କି ଦୌଡିବାର ନାହିଁ, ମାତ୍ର ଗୋଟିଏ ମିସଡ୍ କଲ୍ ଦେଇ କରନ୍ତୁ LPG କନେକସନ୍
ଏବେ ଆପଣଙ୍କୁ ରୋଷେଇ ଗ୍ୟାସର ନୂଆ କନେକସନ୍ ନେବା ପାଇଁ ଗ୍ୟାସ୍ ଏଜେନ୍ସୀ ଅଫିସର ଚକ୍କର କାଟିବାକୁ ପଡିବନାହିଁ। ଗୋଟେ ସମୟ ଥିଲା ଯେତେବେଳେ ରନ୍ଧନ ଗ୍ୟାସ କନେକସନ୍ ନେବା ପାଇଁ ଲୋକଙ୍କୁ ମାସ ମାସ ଧରି ଅପେକ୍ଷା କରିବାକୁ ପଡୁଥିଲା। ଆଉ ଏହି କାମ ଏତେ ସହଜରେ ବି ହେଉନଥିଲା। କିନ୍ତୁ ଏବେ…