ବଜେଟ ପରେ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ, ବଢ଼ିଲା ରନ୍ଧନ ଗ୍ୟାସ୍ ସିଲିଣ୍ଡର ଦାମ୍
ଆଜି ସରକାରୀ ତେଲ କମ୍ପାନୀ ସାଧାରଣ ଜନନତାଙ୍କୁ ବଡ ଝଟକା। ତୈଳ କମ୍ପାନୀ ପେଟ୍ରୋଲ ଏବଂ ଡିଜେଲର ଦାମ ବଢ଼ାଇବା ସହିତ ଏଲପିଜି ରନ୍ଧନ ଗ୍ୟାସ ସିଲିଣ୍ଡରର ଦାମ୍ ମଧ୍ୟ ବଢ଼ାଇଛନ୍ତି। ତେଲ କମ୍ପାନୀ ଗୁଡିକ ପ୍ରତିମାସ ଏଲପିଜି ସିଲିଣ୍ଡର ଦାମର ସମୀକ୍ଷା କରନ୍ତି। ସବୁ ରାଜ୍ୟରେ ଟ୍ୟାକ୍ସ ଅଲଗା ଅଲଗା…