Browsing Tag

maa binshabhuja puja

ସବୁଠି ଦଶଭୁଜା ଦୁର୍ଗା ପୂଜା ପାଉଥିବା ବେଳେ ଏଠି କିନ୍ତୁ ମା’ ବିଂଶ ଭୁଜାଙ୍କୁ କରାଯାଏ ପୂଜା, ଏବେ ଚାଲିଛି ଜୋରଦାର…

ମାହାଙ୍ଗା (କେନ୍ୟୁଜ): ଆଗକୁ ଆସୁଛି ମା ଜଗତ ଜନନୀଙ୍କ ଦୁର୍ଗା ପୂଜା। ସେନେଇ ସବୁ ପୁଜା ମଣ୍ଡପରେ ଏବେ ମାଙ୍କ ମୃଣ୍ମୟୀ ମୂର୍ତ୍ତି ନିର୍ମାଣରେ ବ୍ୟସ୍ତ କାରିଗର ମାନେ। ଗତ ଦୁଇ ବର୍ଷ ହେବ କରୋନା କଟକଣା ପାଇଁ ମା ଦୂର୍ଗାଙ୍କ ପୂଜା ଆଡ଼ମ୍ବରରେ ପାଳିତ ହୋଇନଥିଲା। ତେବେ ଚଳିତ ବର୍ଷ କଟକଣା…

ନିଶ୍ଚିତକୋଇଲିରେ ମାଆ ବିଂଶଭୂଜାଙ୍କ ପୂଜା, ୧୫୦ ବର୍ଷ ତଳର ପରମ୍ପରା

କଟକ(କେନ୍ଯୁଜ୍) : କଟକ ଜିଲ୍ଲା ନିଶ୍ଚିତକୋଇଲିରେ ଦେଖିବାକୁ ମିଳେ ମାଆ ବିଂଶଭୂଜାଙ୍କ ପୂଜା । ଦୀର୍ଘ ୧୫୦ ବର୍ଷରୁ ଅଧିକ ହେବ ଏଠାରେ ନୀତିକାନ୍ତ ଅନୁସାରେ ମାଆ ବିଂଶଭୂଜାଙ୍କ ପୂଜା ହୋଇ ଆସୁଛି । ବିଂଶଭୂଜାଙ୍କ ପାଖରେ ଅନେକ ମାନସିକଧାରୀ ମାନେ ଶାଢୀ, ଶଙ୍ଖା, ବାଣ, ଘଣ୍ଟ ଆଦି ଦାନ…