Browsing Tag

maa biraja

ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମା’ ବିରଜା, କୃପା ଭିକ୍ଷା କଲେ ଶହ ଶହ ଶ୍ରଦ୍ଧାଳୁ

ମା’ବିରଜାଙ୍କ ସ୍ୱନକ୍ଷତ୍ର ଦିବସ ପାଇଁ ଭକ୍ତଙ୍କ ସୁଅ ଛୁଟୁଛି । ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କର ସ୍ୱନକ୍ଷତ୍ର ଦିବସ । ଏଥିପାଇଁ ମାଙ୍କୁ ଦର୍ଶନ କରିବା ଓ କୃପା ଭିକ୍ଷା କରିବା ପାଇଁ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ଜମିଛି । ଏଥିପାଇଁ ମନ୍ଦିର…

ମା ବିରଜାଙ୍କ ଲାଖବିନ୍ଧା ପର୍ବ: ଏଭଳି ନିଆରା ପରମ୍ପରା ଦେଖିବାକୁ ମିଳେନି ଅନ୍ୟ କୌଣସି ଦେବୀ ପୀଠରେ

ଯାଜପୁର ଟାଉନ୍(କେନ୍ୟୁଜ୍): ଚାଲିଛି ଜଗତଜନନୀ ମା ଙ୍କ ଆରାଧନା । ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ମାଆଙ୍କ ପୀଠ। ତେବେ ଏହି ନବରାତ୍ର ପାଇଁ ଚଳଚଞ୍ଚଳ ହୋଇଉଠିଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠ। ମାଆଙ୍କ ଦୁର୍ଗୋତ୍ସବର ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ନବ ରାତ୍ର…

ମହାସପ୍ତମୀ ପାଇଁ ମା’ ବିରଜାଙ୍କ ପୀଠ ଚଳ ଚଞ୍ଚଳ

ଯାଜପୁର ଟାଉନ : ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ମହାସପ୍ତମୀ । ଏଥିପାଇଁ ଚଳ ଚଞ୍ଚଳ ହୋଇ ଉଠିଛି ମା' ବିରଜାଙ୍କ ପୀଠ । ମା'ଙ୍କ ଷୋଡଶ ଉପଚାରରେ ପୂଜା ଜାରି ରହିଛି । ଭୋରୁ ଶାସନ ବ୍ରାହ୍ମଣମାନେ ପବିତ୍ର ବୈତରଣୀରୁ ଜଳ ଆଣି ମା'ଙ୍କୁ ସ୍ନାନ କରିଥିଲେ । ଏହା ପରେ…

ନବରାତ୍ର ପାଇଁ ଚଳଚଞ୍ଚଳ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠ, ଅପରାହ୍ନରେ ହେବ ରଥ ପ୍ରତିଷ୍ଠା

ଯାଜପୁର ଟାଉନ (କେନ୍ୟୁଜ୍): ଆଜିଠୁ ମାଆଙ୍କ ନବରାତ୍ର ପୂଜା। ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ମାଆଙ୍କ ପୀଠ। ନବରାତ୍ର ପାଇଁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ବିରଜାଙ୍କ ପୀଠ ଚଳଚଞ୍ଚଳ ହୋଇଉଠିଛି। ମାଆଙ୍କ ଦୁର୍ଗୋତ୍ସବର ସ୍ୱତନ୍ତ୍ରତା ହେଉଛି ରଥଯାତ୍ରା ପରମ୍ପରା । ଆଜିଠାରୁ ମାଆଙ୍କ ନବ…

ମା’ ବିରଜାଙ୍କ ପୀଠରେ ଷୋଡଶ ଉପଚାର ପୂଜା ଆରମ୍ଭ

ଯାଜପୁର ଟାଉନ(କେନ୍ୟୁଜ୍) : ଧରାପୃଷ୍ଠକୁ ଅବତରଣ କରିବେ ମା' । ଏଥିପାଇଁ ପ୍ରତ୍ୟେକ ଶକ୍ତିପୀଠ ହେଲାଣି ଚଳଚଂଚଳ । ମା'ଙ୍କ ଆଗମନୀ ପାଇଁ ଚାଲିଛି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଏହି ପୂଜା ଆଗାମୀ ୧୬ ଦିନ ଧରି ଲାଗି…

ଆଜି ମା’ବିରଜାଙ୍କ ଜନ୍ମୋତ୍ସବ, ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଉଛନ୍ତି ମା’

ଯାଜପୁର (କେନ୍ୟୁଜ): ଆଜି ପବିତ୍ର ତ୍ରିବେଣୀ ଅମାବାସ୍ଯା। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ବିରଜାଙ୍କ ସ୍ଵ-ନକ୍ଷତ୍ର ଦିବସ। ଏଥିପାଇଁ ଆଜି ବଢି ଭୋରରୁ ମାଙ୍କୁ ଦର୍ଶନ କରିବା ପାଇଁ ମନ୍ଦିର ରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଛି। ପରମ୍ପରା ଅନୁଯାୟୀ ସମସ୍ତ ନୀତିକାନ୍ତି ସ୍ଥିର କରାଯାଇଥିବା…

ଯାଜପୁରରେ ଅନୁଷ୍ଠିତ ହେବ ଯାଜପୁର ଅଧିଷ୍ଠାତ୍ରୀ ମା’ବିରଜାଙ୍କ ପ୍ରସିଦ୍ଧ ରଥଯାତ୍ରା, ଚାଲିଛି ପ୍ରସ୍ତୁତି

ଆରମ୍ଭ ହୋଇଯାଇଛି ପାର୍ବଣ ଋତୁ। ସବୁ ଦେବୀ ପୀଠରେ ଷୋଡଷ ପୂଜା ମଧ୍ୟ ରୀତିନୀତି ଅନୁସାରେ ପାଳନ କରାଯାଉଛି। ଯାହା ପାଇଁ ଚଳଚଂଚଳ ସବୁ ଦେବୀ ପୀଠ। କାରଣ ଆଗକୁ ଆସୁଛି ଜଗତଜନନୀ ମା ଦୁର୍ଗାଙ୍କ ପୂଜା। ସେମିତି ପାଖେଇ ଆସୁଛି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ନବଦିନାତ୍ମକ ରଥଯାତ୍ରା।…

ବିରଜାଙ୍କ ରଥ ପାଇଁ ସୁନିଆରୁ ସରିଲା ବନଯାଗ ଯାତ୍ରା

ଧରାପୃଷ୍ଠକୁ ଅବତରଣ କରିବେ ମା’ । ଏଥିପାଇଁ ଚଳଚଂଚଳ ହେଲାଣି ଶକ୍ତିପୀଠ। ମା’ ଙ୍କ ଆଗମନି ପାଇଁ ଚାଲିଛି ପ୍ରସ୍ତୁତି । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ପୀଠରେ ଆରମ୍ଭ ହୋଇଛି ଷୋଡଶ ଉପଚାର ପୂଜା । ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜା। ଏଠାରେ ଦେବୀ ଦ୍ୱିଭୁଜା ଦୁର୍ଗା…

ମା’ ବିରଜାଙ୍କ ବନଜାଗ ଯାତ୍ରା ସମ୍ପନ୍ନ : ପରମ୍ପରା ଅନୁସାରେ ଦେବୀଙ୍କ ସିଂହଧ୍ୱଜ ରଥ ନିର୍ମାଣ ଲାଗି କଟାଯାଇଛି…

ଯାଜପୁର(କେନ୍ୟୁଜ୍): ମା' ବିରଜାଙ୍କ ବନଜାଗ ଯାତ୍ରା ଅନୁଷ୍ଠିତ । ପବିତ୍ର ସୁନିଆରୁ ଆରମ୍ଭ ହୋଇଛି ମା' ବିରଜାଙ୍କ ଶାରଦୀୟ ପୂଜାର ଶୁଭାରମ୍ଭ ହୋଇଛି । ରଥ ନିର୍ମାଣ ପାଇଁ କାଠ ସଂଗ୍ରହ ତଥା ବିଲ୍ଵବରୁଣ ପୂଜା ଲାଗି ବନଜାଗ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିଲାଗି ନବାଙ୍କ ପୂଜା କରାଯାଇ…

ଯାଜପୁର : ଉନ୍ମୋଚିତ ହେଲା ପୁସ୍ତକ ‘ଶକ୍ତି ପରମ୍ପରାରେ ବିରଜା’

ଯାଜପୁର ଟାଉନ (କେନ୍ୟୁଜ୍‌) : ‘ଶକ୍ତି ପରମ୍ପରାରେ ବିରଜା’ । ଏଇ ପୁସ୍ତକ ଆଜି ଉନ୍ମୋଚିତ ହୋଇଯାଇଛି । ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଉପରେ ଆଧାରିତ ଏହି ପୁସ୍ତକ ଆଜି ଡିଆରଡିଏ ସମ୍ମିଳନୀ କକ୍ଷରେ ଉନ୍ମୋଚିତ ହୋଇଯାଇଛି। ବିରଜା ଜ୍ୟୋତି ପରିବାରବର୍ଗ ପକ୍ଷରୁ ଆୟୋଜିତ ଏକ…

ଆଜି ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମଦିନ, କରୋନା କଟକଣା ମଧ୍ୟରେ ଚାଲିଛି ରୀତିନୀତି

ଯାଜପୁର: ଆଜି ପବିତ୍ର ତ୍ରିବେଣୀ ଅମାବାସ୍ୟା। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ସ୍ଵନକ୍ଷତ୍ର ଦିବସ। ପରମ୍ପରା ଅନୁଯାୟୀ, ଆଜି ବଡି ଭୋରରୁ ମାଙ୍କ ନୀତିକାନ୍ତି ଅନୁଷ୍ଠିତ ହୋଇଛି। ଭୋର ୪.୩୦ ମିନିଟ୍‌ରେ ନିତ୍ୟସ୍ନାନ, ବେଶ କାର୍ଯ୍ୟ ସରିବା ପରେ ୭.୦୨ ମିନିଟ୍ ପରେ ଦେବୀଙ୍କୁ…

ଯାଜପୁର: କୋଭିଡ କଟକଣାକୁ ମାନି ମା ବିରଜାଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ, ନୂଆବର୍ଷ ସୁଖମୟ ହେଉ ବୋଲି କଲେ କାମନା

ଯାଜପୁର(କେନ୍ୟୁଜ୍):  ନବବର୍ଷ ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ । କୋଭିଡ କଟକଣାକୁ ମାନି ଶ୍ରଦ୍ଧାଳୁ ମାନେ ମା ବିରଜାଙ୍କ ଦର୍ଶନ କରିଥିଲେ । ରାଜ୍ୟର ଅଧିକାଂଶ ମନ୍ଦିର ଗୁଡିକ ବନ୍ଦ ରହିଥିବା ବେଳେ ଯାଜପୁରରେ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ…