ମଧ୍ଯପ୍ରଦେଶ ରାଜ୍ଯପାଳ ଲାଲଜୀ ଟଣ୍ଡନଙ୍କ ୮୫ ବର୍ଷ ବୟସରେ ପରଲୋକ
ମଧ୍ୟପ୍ରଦେଶ : ପରଲୋକରେ ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲ୍ଜୀ ଟଣ୍ଡନ। ୮୫ ବର୍ଷ ବୟସରେ ଲକ୍ଷ୍ନୌରେ ତାଙ୍କର ପରଲୋକ ହୋଇଥିବା ନେଇ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ତାଙ୍କ ପୁଅ ଆଶୁତୋଷ ଟଣ୍ଡନ। ତେବେ କିଛି ଦିନ ହେବ ସେ ଜ୍ୱର ଓ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ।
ଏନେଇ ଲାଲ୍ଜୀଙ୍କୁ…