ମରୁଡ଼ି ସଙ୍କଟରୁ ମୁକ୍ତି ପାଇଁ ବାବା ମହାକାଳଙ୍କୁ ଡାକିଲେ ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ; ମନ୍ଦିରରେ…
ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଉଜ୍ଜୈନର ବାବା ମହାକାଳଙ୍କୁ ଦର୍ଶନ କରିଛନ୍ତି। ରାଜ୍ୟରେ ଭଲ ବର୍ଷା ହେବାର କାମନା କରି ସିଏମ୍ ଚୌହାନ ବାବାଙ୍କ ଦରବାରରେ ପହଞ୍ଚିଥିଲେ ଏବଂ ଏଠାରେ ସେ ମହାରୁଦ୍ରାଭିଷେକରେ ସାମିଲ ହୋଇଥିଲେ। ଭାଦ୍ରବ ମାସର ପ୍ରଥମ ସୋମବାର ଉଜ୍ଜୈନସ୍ଥିତ…