Browsing Tag

Maharashtra

ମହାରାଷ୍ଟ୍ର: କପଡା ଦୋକାନରେ ଭୟଙ୍କର ନିଆଁ, ୭ ମୃତ

ମହାରାଷ୍ଟ୍ରର ଔରଙ୍ଗାବାଦର ଛତ୍ରପତି ଶମ୍ଭାଜିନଗରରେ ଏକ ଭୟଙ୍କର ଅଗ୍ନିକାଣ୍ଡ ହୋଇଛି । ଏକ ଘରେ ନିଆଁ ଲାଗିବାରୁ ଗୋଟିଏ ପରିବାରର ୭ ଜଣ ଜୀବନ୍ତ ଦଗ୍ଧ ହୋଇ ଯାଇଛନ୍ତି । ମୃତକଙ୍କ ମଧ୍ୟରେ ୩ ମହିଳା, ୨ ଶିଶୁ ଓ ୨ ପୁରୁଷ ରହିଛନ୍ତି । ସୂଚନା ମୁତାବକ, କପଡା ଦୋକାନରେ ଭୋର ୪ଟା ସମୟରେ ନିଆଁ…

ଭୂକମ୍ପରେ ଦୋହଲିଲା ମହାରାଷ୍ଟ୍ର ଓ ଅରୁଣାଚଳପ୍ରଦେଶ, ରିକ୍ଟର ସ୍କେଲରେ ତୀବ୍ରତା ୪.୫ ଓ ୩.୬ ରେକର୍ଡ

ନୂଆଦିଲ୍ଲୀ : ଭୂମିକମ୍ପର ଡବଲ ଝଟକା । ସକାଳୁ ସକାଳୁ ଦୋହଲିଲା ମହାରାଷ୍ଟ ଓ ଅରୁଣାଚଳପ୍ରଦେଶ। ମହାରାଷ୍ଟ୍ରର ହିଙ୍ଗୋଳି ଅଞ୍ଚଳରେ ଆଜି ସକାଳୁ ସକାଳୁ ଲାଗାତାର ଭାବେ ଦୁଇ ଦୁଇ ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି କହିଛି ଯେ ଗୁରୁବାର ଦିନ ଅରୁଣାଚଳ…

ମହାରାଷ୍ଟ୍ରର ପରଭଣିରେ ବଡ଼ ଦୁର୍ଘଟଣା, ବ୍ରିଜ୍‌ରୁ ତଳକୁ ଖସିଲା ବସ୍‌; ୩୦ ଯାତ୍ରୀ ଆହତ

ମହାରାଷ୍ଟ୍ରର ପରଭଣି ଜିଲ୍ଲାରେ ବୁଧବାର ସକାଳେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ରାଜ୍ୟ ପରିବହନ ବିଭାଗର ଏକ ବସ୍ ବ୍ରିଜ ତଳକୁ ଖସିପଡ଼ିଛି । ଫଳରେ ବସ୍‌ରେ ଥିବା ପ୍ରାୟ ୩୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଜଣେ ପୋଲିସ ଅଧିକାରୀଙ୍କ ସୂଚନା ମୁତାବକ, ଦୁର୍ଘଟଣା ସମୟରେ ବସ୍ ପରଭଣିର ଜିନ୍ତୁରରୁ…

ମହାରାଷ୍ଟ୍ର: ଚଳନ୍ତା ଟ୍ରେନ୍‌ରେ ଖସିପଡ଼ିଲେ ମହିଳା ଯାତ୍ରୀ, ଏମିିତି ଜୀବନ ବଞ୍ଚାଇଲେ ଦୁଇ ଯବାନ

ରେଲୱେ ସୁରକ୍ଷା ବଳ (ଆର୍‌ପିଏଫ୍‌)ର ଦୁଇ ଅନ୍‌-ଡ୍ୟୁଟି ଯବାନ ଜଣେ ମହିଳା ଯାତ୍ରୀଙ୍କ ଜୀବନ ରକ୍ଷା କରିଛନ୍ତି । ଏହି ଘଟଣା ଗତ ଶନିବାର ମହାରାଷ୍ଟ୍ରର ମୀରା-ଭାୟନ୍ଦର ରେଳ ଷ୍ଟେସନରେ ଘଟିଥିଲା । ଏଠାରେ ପ୍ଲାଟ୍‌ଫର୍ମରେ ପହଞ୍ଚିବା ପରେ ଟ୍ରେନ୍‌ ଆଗକୁ ଗଡ଼ୁଥିଲା । ଭିରାର୍‌-ବାଉଣ୍ଡ୍‌…

ମହାରାଷ୍ଟ୍ର: ପ୍ରସାଦ ସେବନ କରି ୩୦୦ରୁ ଅଧିକ ଲୋକ ଅସୁସ୍ଥ, ଖୋଲା ପଡ଼ିଆରେ ଚାଲିଲା ଚିକିତ୍ସା

ମହାରାଷ୍ଟ୍ରର ବୁଲଢାଣା ଜିଲ୍ଲାରେ ଏକ ଧାର୍ମିକ କାର୍ଯ୍ୟକ୍ରମରେ ପ୍ରସାଦ ସେବନ କରି ୩୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଛନ୍ତି । ଅସୁସ୍ଥ ଲୋକମାନଙ୍କ ମଧ୍ୟରେ ଅନେକ ମହିଳା ଏବଂ ଶିଶୁ ଅଛନ୍ତି । ରୋଗୀମାନଙ୍କୁ ନିକଟସ୍ଥ ହସ୍ପିଟାଲ ନିଆଯାଇଥିଲା, ହେଲେ ସେଠାରେ ଶଯ୍ୟାର ଅଭାବ ପଡ଼ିବାରୁ…

ମରାଠା ସଂରକ୍ଷଣ ବିଲ୍‌ ମହାରାଷ୍ଟ୍ର ବିଧାନସଭାରେ ପାରିତ, ଚାକିରିରେ ୧୦% ଆରକ୍ଷଣ

ମହାରାଷ୍ଟ୍ର ବିଧାନସଭାରେ ମଙ୍ଗଳବାର ମରାଠା ସଂରକ୍ଷଣ ଉପରେ ମୋହର ବାଜିଛି । ବିଧାନସଭାରେ ଏହି ବିଲ୍‌ ସର୍ବସମ୍ମତି କ୍ରମେ ପାରିତ ହୋଇଛି । ଏହି ବିଲ୍‌ରେ ୧୦ ପ୍ରତିଶତ ମରାଠା ସଂରକ୍ଷଣର ସୁପାରିଶ କରାଯାଇଛି । ଏହାଦ୍ୱାରା ମରାଠା ସମ୍ପ୍ରଦାୟକୁ ଶିକ୍ଷା ଏବଂ ଚାକିରିରେ ଆରକ୍ଷଣର ଲାଭ ମିଳିବ ।…

ଅମରାବତୀ: କ୍ରିକେଟ୍‌ ଟୁର୍ନାମେଣ୍ଟ ଖେଳିବାକୁ ଯାଉଥିଲେ ୨୩ ଛାତ୍ର, ଟ୍ରାଭେଲର୍‌କୁ ଧକ୍କା ଦେଲା ଟ୍ରକ୍‌; ୪ ମୃତ

ମହାରାଷ୍ଟ୍ରର ଅମରାବତୀରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୪ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ରବିବାର ସକାଳ ସାଢ଼େ ୮ଟାରୁ ୯ଟା ମଧ୍ୟରେ ଶିଙ୍ଗନାପୁର ଗ୍ରାମ ନିକଟରେ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି । ଖବର ମୁତାବକ, ଏଠାରେ ୨୩ ଜଣ…

ମହାରାଷ୍ଟ୍ର: ଭାରତରୁ ଚୀନ ଚୋରା ଚାଲାଣ ହେଉଥିବା ୨୮ ଲକ୍ଷ ମୟୂର ପୁଚ୍ଛ ଜବତ

ମହାରାଷ୍ଟ୍ରର ନଭା ଶେଭା ବନ୍ଦରରୁ ଚୋରା ଚାଲାଣର ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ବୁଧବାର ଏଠାରେ ଏକ ଚୋରା ଚାଲାଣ ବିରୋଧୀ ଅପରେସନରେ ପାଖାପାଖି ୨୮ ଲକ୍ଷ ମୟୂର ପୁଚ୍ଛ ଜବତ କରାଯାଇଛି । Directorate of Revenue Intelligence (DRI)ର ମୁମ୍ବାଇ ଜୋନାଲ ୟୁନିଟ୍ ଏହି ମୟୂର…

ମହାରାଷ୍ଟ୍ରରେ କଂଗ୍ରେସକୁ ପୁଣି ବଡ଼ ଝଟ୍‌କା, ପୂର୍ବତନ ମନ୍ତ୍ରୀ ବାବା ସିଦ୍ଦିକି ଦଳରୁ ଦେଲେ ଇସ୍ତଫା

ଲୋକସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି । ବାବା ସିଦ୍ଦିକି ଆଜି ଦଳରୁ ଇସ୍ତଫା ଦେଇଛନ୍ତି । ଏ ନେଇ ସେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏଥିରେ ସିଦ୍ଦିକି ଲେଖିଛନ୍ତି, ‘ମୁଁ ଜଣେ ଯୁବକ ଭାବରେ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲି…

ଉଗ୍ର ରୂପ ନେଲା ଡାକ୍ତର ଦମ୍ପତିଙ୍କ ଝଗଡ଼ା, ନିଜର ହିଁ ଘରେ ନିଆଁ ଲଗାଇ ଦେଲେ ପତ୍ନୀ

ମହାରାଷ୍ଟ୍ରର ଔରଙ୍ଗାବାଦରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ଏଠାରେ ଜଣେ ଡାକ୍ତର ଦମ୍ପତିଙ୍କ ଝଗଡ଼ା ଉଗ୍ର ରୂପ ନେଇଛି । ଝଗଡ଼ା ଏତେ ମାତ୍ରାରେ ବଢ଼ିଯାଇଥିଲା ଯେ ଶେଷରେ ପତ୍ନୀ ଜଣକ କ୍ରୋଧାନ୍ଵିତ ଅବସ୍ଥାରେ ନିଜର ହିଁ ଘରେ ନିଆଁ ଲଗାଇ ଦେଇଥିଲେ, ଯାହାଫଳରେ ଘରଟି ସମ୍ପୂର୍ଣ୍ଣ ରୂପେ ଜଳି…

ମୁମ୍ବାଇର ରାମ ମନ୍ଦିର ଅଞ୍ଚଳରେ ଅଗ୍ନିକାଣ୍ଡ, କେମିକାଲ ଡ୍ରମରେ ହେଲା ବିସ୍ଫୋରଣ

ମୁମ୍ବାଇର ରାମ ମନ୍ଦିର ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ରାମ ମନ୍ଦିର ଅଞ୍ଚଳରେ ଥିବା ଏକ କୋଠା ନିକଟରେ ରଖାଯାଇଥିବା କେମିକାଲ ଡ୍ରମରେ କ୍ରମାଗତ ଭାବରେ ବିସ୍ଫୋରଣ ହୋଇଛି । ତେବେ ସେଠାରେ ଏହି ଘଟଣା ପରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ନିଆଁ ଲାଗିବା ପରେ ଟ୍ରାଫିକ…

ମହାରାଷ୍ଟ୍ର: ୱେନଗଙ୍ଗା ନଦୀରେ ଡଙ୍ଗା ଓଲଟି ୧ ମହିଳା ମୃତ, ୫ ନିଖୋଜ; ଜଣେ ଉଦ୍ଧାର

ମହାରାଷ୍ଟ୍ରର ଗଡ଼ଚିରୌଲି ଜିଲ୍ଲା ଚାମୋର୍ସି ତହସିଲ ଅନ୍ତର୍ଗତ ୱେନଗଙ୍ଗା ନଦୀରେ ଏକ ଡଙ୍ଗାବୁଡ଼ି ଘଟଣା ଘଟିଛି । ଏଠାରେ ଗଣପୁର ଘାଟରୁ ବାହାରିଥିବା ଏକ ଡଙ୍ଗା ମଝି ନଦୀରେ ଓଲଟି ପଡ଼ିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୫ ଜଣ ମହିଳା ନିଖୋଜ ଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ନାବିକ…