ଗହମ ପରେ ଏବେ ଅଟା, ମଇଦା ଓ ସୁଜି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇପାରନ୍ତି ସରକାର, ବଢିପାରେ ଦାମ୍
ଭାରତ ସରକାର ଗହମ ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପରେ ଏବେ ପୁଣି ଅଟା, ମଇଦା ଏବଂ ସୁଜି ରପ୍ତାନୀ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବରୁ ସରକାର ମଇ ମାସରେ ଗହମ ରପ୍ତାନୀ ଉପରେ ରୋକ୍ ଲଗାଇବା ପାଇଁ ଘୋଷଣା କରିଥିଲେ। ଏବେ ଗହମ ପରେ ଅଟା, ମଇଦା, ସୁଜି…