ରାଜ୍ୟର ଏକମାତ୍ର ଜିଲ୍ଲା ମାଲକାନଗିରି ଏବେ ଗ୍ରୀନ୍ ଜୋନ୍ରେ, ୫୦୦ ତଳେ ରହିଛି ଆକ୍ଟିଭ୍ କେସ୍
ମାଲକାନଗିରି: ରାଜ୍ୟର ଏକମାତ୍ର ଜିଲ୍ଲା ମାଲକାନଗିରି ଏବେ ଗ୍ରୀନ୍ ଜୋନ୍ରେ । ଜିଲ୍ଲାରେ ଆକ୍ଟିଭ୍ କେସ୍ ୫୦୦ ତଳେ ରହିଛି । ଗତ ୨୪ ଘଣ୍ଟାରେ ୮୩ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କରୋନା ଭୟରେ ପର୍ବାସୀ ଜିଲ୍ଲାର ସୀମାନ୍ତ ମୋଟୁ ଚେକ୍ ପୋଷ୍ଟ ଦେଇ ପ୍ରବେଶ କରୁଛନ୍ତି ।
ଆନ୍ଧ୍ର…