Below header
Browsing Tag

malkangiri

ଚୋରା ଚାଲାଣ ବେଳେ ପୋଲିସ ହାବୁଡରେ ପଡିଯିବା ଭୟରେ ଗଞ୍ଜେଇ ବୋଝେଇ ଗାଡି ଜାଳିଦେଲେ ମାଫିଆ

ମାଲକାନଗିରି: ଗଞ୍ଜେଇ ବୋଝେଇ ଗାଡି ଜାଳିଦେଲେ ମାଫିଆ। ଚୋରା ଚାଲାଣ ବେଳେ ପୋଲିସ ହାବୁଡରେ ପଡିଯିବା ଭୟରେ ଗାଡି ଜାଳିଦେଇଛନ୍ତି। ମାଲକାନଗିରି ଚଲାନଗୁଡ଼ା ଗାଁରେ ଘଟିଛି ଏଭଳି ଘଟଣା। ଗଞ୍ଜେଇ ଚୋରା ଚାଲାଣ ବେଳେ ଗାଡିଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପରେ ପୋଲିସ ହାତରେ…

ଦୁର୍ଘଟଣା ଏମିତି ହେଲା ଯେ ଏକା ସାଙ୍ଗେ ଚାଲିଗଲେ ସ୍ୱାମୀ ସ୍ତ୍ରୀ

ମାଲକାନଗିରି (କେନ୍ୟୁଜ୍‌) : ବାଇକ୍‌ରେ ଆସୁଥିଲେ ସ୍ୱାମୀ ସ୍ତ୍ରୀ । ଟିପର ସାମନାରେ ପଡ଼ିଗଲେ । ଆଉ ଟିପର ଏମିତି ଧକ୍କା ଦେଲା ଯେ ସେଇଠି ଉଜୁଡ଼ିଗଲା ଗୋଟିଏ ସଂସାର । ମାଲକାନଗିରି ଜିଲ୍ଲା କରୁକୋଣ୍ଡା ଗାଁର ଶିବ ମନ୍ଦିର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଟିପ୍ପର ଧକ୍କାରେ ବାଇକରେ…

ବିଲ୍‌ ପାସ୍‌ ପାଇଁ ନେଉଥିଲେ ୨୦ ହଜାର ଲାଞ୍ଚ, ଡିପିଏମ୍‌ଙ୍କୁ ଧରିଲା ଭିଜିଲାନ୍‌ସ

ମାଲକାନଗିରି (କେ ନ୍ୟୁଜ୍‌) : ମାଲକାନଗିରି ଦୁର୍ନୀତି ନିବାରଣ ବିଭାଗ ତରଫରୁ ସିଡିଏମଓ କାର୍ଯ୍ୟାଳୟରେ ଚଢାଉ। ଏନଆରଏଚଏମ ର ଡିପିଏମ ସୁଦୀପ କେଶ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଛନ୍ତି । ଏନଆରଏଚଏମର କନିଷ୍ଠ ଯନ୍ତ୍ରୀ ନବଘନ ଖିଲ କୌଣସି ଏକ କାମର ବିଲ୍‌ କରିବା ପାଇଁ…

ପୁଣି ମାଓବାଦୀ ରଚିଲେ ବର୍ବର କାଣ୍ଡ, ଜଣେ ଠିକାଦାରଙ୍କୁ ହତ୍ୟା କରିବା ସହ ପୋଡ଼ିଲେ ୩ଟି ଗାଡ଼ି

ମାଲକାନଗିରି(କେନ୍ୟୁଜ୍):  ପୁଣି ମାଓବାଦୀ ମାନଙ୍କ ବର୍ବର କାଣ୍ଡ। ରାସ୍ତା  କାମ କରୁଥିବା ଜଣେ  ଠିକାଦାରଙ୍କୁ ହତ୍ୟା କରିବା  ସହ ତାଙ୍କ ବୋଲେରୋ ଗାଡିକୁ ପୋଡି  ଦେଇଛନ୍ତି। ଏହା ସହ ରାସ୍ତା କାମରେ ନିୟୋଜିତ ଥିବା ୩ଟି ଗାଡିକୁ ମଧ୍ୟ ପୋଡି ଦେଇଛନ୍ତି।  ଘଟଣା  ଘଟିଛି  ମାଥିଲି ବ୍ଲକ୍‌…

ସ୍ୱାଭିମାନ ଅଞ୍ଚଳର ଆଲାମ୍ପାକା ସିଙ୍ଗାବରମ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ, ୨ ମାଓବାଦୀ ନିହତ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଆଲାମ୍ପାକା ସିଙ୍ଗାବରମ ଜଙ୍ଗଲରେ ପୋଲିସ-ମାଓବାଦୀ ମଧ୍ୟରେ ଗୁଳିବିନିମୟ । ପୋଲିସ ଗୁଳିରେ ୨ ମାଓବାଦୀ ନିହତ । ମୃତ ମାଓବାଦୀଙ୍କ ମଧ୍ୟରେ ଜଣେ ମହିଳା ଓ ଜଣେ ପୁରୁଷ ଥିବା ସୂଚନା ମିଳିଛି । ପୁରୁଷ ମାଓବାଦୀ ଆନ୍ଧ୍ର…

ଯବାନଙ୍କ ଗୁଳିରେ ଜଣେ କ୍ୟାଡର ମହିଳା ମାଓବାଦୀ ନିହତ, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଡିଜିପି ଅଭୟ

କେନ୍ୟୁଜ୍(ବ୍ୟୁରୋ):  କମ୍ବିଂ ଅପରେସନ୍‌ ବେଳେ ଯବାନଙ୍କୁ ବଡ଼ ସଫଳତା । ଯବାନଙ୍କ ଗୁଳିରେ ଜଣେ କ୍ୟାଡର ମହିଳା ମାଓବାଦୀ ନିହତ ହୋଇଛନ୍ତି । ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଅଭୟ ଏହି ସୂଚନା ଦେଇଛନ୍ତି । କହିଛନ୍ତି ଯେ, କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡ଼ା…

ମାଲକାନଗିରି: ସ୍ବାଭିମାନ ଅଞ୍ଚଳ ଲୋକଙ୍କର କମିବ ସ୍ବାସ୍ଥ୍ୟଗତ ସେବାର ସମସ୍ୟା, ଦୁଇଟି ବୋଟ୍‌ ଆମ୍ବୁଲାନ୍ସ ଉଦଘାଟନ…

ମାଲକାନଗିରି (କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ପହଞ୍ଚିଲା ଦୁଇଟି ବୋଟ୍‌ ଆମ୍ବୁଲାନ୍ସ । ଦୀର୍ଘ ଦିନ ଧରି ସ୍ୱାଭିମାନ ଅଂଚଳବାସୀ ସ୍ୱାସ୍ଥ୍ୟଗତ ସେବା ପାଇଁ ଦାବି କରିଆସୁଥିବା ବେଳେ ସରକାରଙ୍କ ଫୋକସରେ ଥିବା ସ୍ୱାଭିମାନ ଅଞ୍ଚଳ ପାଇଁ ଏହି ସେବା ଯୋଗାଇ ଦିଆଯାଇଛି ।…

ଛତିଶଗଡ଼ରେ ମାଓବାଦୀଙ୍କ ବର୍ବରକାଣ୍ଡ: ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡାଇଲେ ବୋଲେରୋ, ୨ ନିରୀହ ଆଦିବାସୀଙ୍କୁ ଗୁଳି କରି…

ମାଲକାନଗିରି : ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଲ୍ୟାଣ୍ଡମାଇଁନ ବିସ୍ଫୋରଣ। ବାସାଗୁଡା ନିକଟରେ ଏକ ମାଲବାହୀ ଗାଡିକୁ ଲ୍ୟାଣ୍ଡମାଇନରେ ବିସ୍ଫୋରଣ କରି ଉଡାଇଲେ ମାଓବାଦୀ। ଏଥିରେ ଦୁଇ ଜଣ ଗୁରୁତର ହୋଇ…

ପାଣିରେ ବୁଡ଼ି ୨ ଭଉଣୀଙ୍କ ସଲିଳ ସମାଧି, ସାନ ଭଉଣୀକୁ ଉଦ୍ଧାର ପାଇଁ ଯାଇ ବୁଡ଼ିଗଲା ବଡ଼ଭଉଣୀ

ମାଲକାନଗିରି : ପାଣିରେ ବୁଡି ଚାଲିଗଲା ଦୁଇ ଭଉଣୀଙ୍କ ଜୀବନ । ଏଭଳି ଏକ ହୃଦୟବିଦାରକ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ମୁକାନପାଲ୍ଲୀ ଗାଁରେ । ମୃତ ଦୁଇ ଶିଶୁଙ୍କର ବୟସ ଯଥାକ୍ରମେ ୬ ଏବଂ ୩ ବର୍ଷ ବୋଲି ଜଣାପଡିଛି । ଘଟଣା ପରେ ଉକ୍ତ ମୁକାନପାଲ୍ଲୀ ଅଞ୍ଚଳରେ ଶୋକର ଛାୟା…

ଭଣ୍ଡବାବାଙ୍କ କଳାକାରନାମା, ଗ୍ରହଶାନ୍ତି ଆଳରେ ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ

ମାଲକାନଗିରି : ଭଣ୍ଡବାବାଙ୍କ କଳାକାରନାମା । ଗ୍ରହଶାନ୍ତି ଆଳରେ ମହିଳାଙ୍କୁ ଦୁଷ୍କର୍ମ । ଏଭଳି ଅଭିଯୋଗ ଆସିଛି ମାଲକାନଗିରି ଜିଲ୍ଲା ପଡିଆ ଥାନା ଅଞ୍ଚଳରୁ । ଅଭିଯୁକ୍ତକୁ ଗିରଫ କାରି କୋର୍ଟ ଚାଲାଣ କରିଛି ପୋଲିସ । ଅଭିଯୋଗ ଅନୁସାରେ, ଅଧିକାଂଶ ସମୟରେ ସ୍ୱାସ୍ଥ୍ୟ ଖରାପ ରହୁଥିବାରୁ MV-୬୬ ର…

ପ୍ରକୃତିର ଚମତ୍କାର : ଅନବରତ ନଳକୂପରୁ ବାହାରୁଛି ପାଣି, ଲୋକେ କହୁଛନ୍ତି ଅଲୌକିକ ଘଟଣା

ପ୍ରକୃତି ଆମକୁ ଚଳିବା ପାଇଁ ସବୁକିଛି ଦେଇଛି , ଜଳ ବାୟୁ ଅଗ୍ନି ଇତ୍ୟାଦି । ଯାହା ବିନା ମଣିଷ ବଞ୍ଚିବା ଅସମ୍ଭବ କିନ୍ତୁ ବେଳେବେଳେ ଏହି ପ୍ରକୃତିକୁ ନେଇ ଏପରି ଚମତ୍କାର ଦେଖିବାକୁ ମିଳେ ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ଆଜି ଆମେ ଆପଣଙ୍କୁ ଏହି ଭିଡିଓରେ ପ୍ରକୃତିର ସେହିପରି…