Browsing Tag

malkangiri

ପୁଣି ଫୋକସ୍‌ରେ ମାଲକାନଗିରି, ଜିଲ୍ଲାରେ ସମ୍ପୂର୍ଣ୍ଣ ମାଓ ଦମନ ପାଇଁ ହେବ ବଡ଼ ଧରଣର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ

ମାଲକାନଗିରି (କେନ୍ୟୁଜ): ମାଲକାନଗିରି ଜିଲ୍ଲା ସଦର ମହକୁମା MV-3ର BSF କ୍ୟାମ୍ପରେ ପହଞ୍ଚିଲେ ADG । ତାଙ୍କ ସହ ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ କୁମାର ପଣ୍ଡା,IG ଅପରେସନ ଅମିତାଭ ଠାକୁର ଓ SIW DIG ଅନିରୁଦ୍ଧ ସିଂ ମଧ୍ୟ ପହଞ୍ଚିଛନ୍ତି । ମାଓବାଦୀଙ୍କ ଏକ ବଡ଼ ଧରଣର କ୍ୟାଂପରୁ ବିପୁଳ…

ମାଲକାନଗିରି: ପାଟିରୁ ବାହାରି ପଡିଥିବା ଆପତ୍ତିଜନକ ଶବ୍ଦ ପାଇଁ ଫାର୍ମାସିଷ୍ଟ ହେବେ ଟ୍ରାନ୍ସଫର୍, ଭିଡ଼ିଓ ଭାଇରାଲ ପରେ…

ମାଲକାନଗିରି(କେନ୍ୟୁଜ୍):ମାଲକାନଗିରି ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ଦୁର୍ବ୍ଯବହାର । ମାଲକାନାଗିରି ମୁଖ୍ଯ ଚିକିତ୍ସାଳୟରେ ଏଭଳି ଏକ ଘଟଣା ଘଟିଛି । ଅଶ୍ରାବ୍ଯ ଭାଷାରେ ଗାଳି କରି ଦୁର୍ବ୍ଯବହାର କରିଛନ୍ତି ଡାକ୍ତରଖାନାର ଜଣେ ମହିଳା ଫାର୍ମାସିଷ୍ଟ । ଯାହାର ଭିଡିଓ…

ଭୁଶୁଡୁଛି ମାଓ ଦୁର୍ଗ: ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୭ଶହରୁ ଉର୍ଦ୍ଧ୍ୱ ମାଓ ସମର୍ଥକ

ମାଲକାନଗିରି (କେନ୍ୟୁଜ): ମାଓ ମୁକ୍ତ ହେଉଛି ମାଲକାନଗିରି ଜିଲ୍ଲା।ମାଓବାଦୀଙ୍କ କୁଶ ପୁତଳିକ ଦାହ କଲେ ମାଓ ସମର୍ଥକ। ଦିନେ ଯେଉଁ ମାଓ ସମର୍ଥକ ମାଓବାଦୀ ଙ୍କ ଗୁଲାମ ଥିଲେ ଆଜି ସେହି ମାଓ ସମର୍ଥକ ମାଓବାଦୀଙ୍କୁ ମୂଳପଛ ପାଇଁ ରକ୍ତମୁଖା । ଆଜି ମାଲକାନଗିରି ଜିଲ୍ଲା ବଣ୍ଡା ଘାଟିର ଅଣ୍ଡରାହାଲ…

ମାଲକାନଗିରି କୁଟମପାଲି ଡଙ୍ଗା ଘାଟରେ ଭାରସାମ୍ୟ ହରାଇ ବୁଡ଼ିଲା ଡଙ୍ଗା: ୩ ଉଦ୍ଧାର, ଏବେ ବି ଜଣେ ନିଖୋଜ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି କାଲିମେଳାରେ ବୁଡ଼ିଲା ଡଙ୍ଗା । କୁଟମପାଲି ଡଙ୍ଗା ଘାଟରେ ଅଘଟଣ । ଭାରସାମ୍ୟ ହରାଇ ବୁଡ଼ିଲା ଡଙ୍ଗା । ଡଙ୍ଗା ବୁଡ଼ି ୪ ଜଣ ନିଖୋଜ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ଉଦ୍ଧାର କଲା ଅଗ୍ନିଶମବାହିନୀ । ଠିକା କମ୍ପାନୀର ଜଣେ କନିଷ୍ଠ ଯନ୍ତ୍ରୀ ନିଖୋଜ…

ଭୁଶୁଡୁଛି ଲାଲଗଡ଼, ଆତ୍ମସମର୍ପଣ କଲେ ୫୦୦ରୁ ଉର୍ଦ୍ଧ୍ବ ମାଓ ସମର୍ଥକ

ମାଲକାନଗିରି(କେନ୍ୟୁଜ୍): ଆଜି ମାଲକାନଗିରି SP ନିତିଶ ୱାଦୱାନି ଏବଂ BSF DIGଙ୍କ ନିକଟରେ ଶତାଧିକ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି।ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳର ଗୁରୁପ୍ରିୟା BSF କ୍ୟାମ୍ପରେ ୫୦୦ରୁ ଉର୍ଦ୍ଧ୍ବ ମାଓ ସମର୍ଥକ ଆତ୍ମସମର୍ପଣ କରିଛନ୍ତି । ସେପଟେ ମାଓବାଦୀ କୁଶ…

ପୋଲ ଉପରେ ଚାଲିଛି ୫ ଫୁଟ୍‌ର ବର୍ଷା ପାଣି, ଯାତାୟତ ଠପ୍‌

ମାଲକାନଗିରି (କେନ୍ୟୁଜ): ସୁକମା-ମାଲକାନଗିରିକୁ ଯୋଗାଯୋଗ ବିଛିନ୍ନ। ମଲାକାନଗିରି ଜିଲ୍ଲାରେ ଦୁଇ ଦିନ ଧରି ଲଗାଣ ବର୍ଷାରେ ଜିଲ୍ଲାର ଅନେକ ନଦୀରେ ଜଳସ୍ତର ବଢିବାରେ ଲାଗିଛି। ଲଗାଣ ବର୍ଷା ପ୍ରଭାବରେ ମାଲକାନଗିରିରୁ ସୁକମା ଜିଲ୍ଲାକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାର ଝାପରା ପୋଲ ଉପରେ ପ୍ରାୟ…

ଲଗାଣ ବର୍ଷାରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେଲା ମାଲକାନଗିରି, ପୋଲ ଓ ରାସ୍ତା ଉପରେ ୭ ଫୁଟ୍‌ ର ବନ୍ୟା ଜଳ ପ୍ରବାହିତ

କାଲିମେଳା (କେନ୍ୟୁଜ): ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଛି । ଏଭଳି ସ୍ଥିତିରେ ଲଗାଣ ବର୍ଷା ପରେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି ମାଲକାନଗିରି । ବଢ଼ୁଛି ନଦୀର ଜଳସ୍ତର, ବଢ଼ୁଛି ବିପଦ । ମୋଟୁର କୁଇଗୁର ବ୍ରିଜ ଉପରେ ଚାଲୁଛି ୭ ଫୁଟ୍‌ପାଣି । ପାଣି ବଢ଼ିବା ପରେ ମାଲକାନଗିରି ଓ…

ମାଲକାନଗିରିରେ ଭାରତୀୟ ଯବାନଙ୍କୁ ବଡ଼ ସଫଳତା: କମ୍ବିଂ ଅପରେସନ ବେଳେ ଧରା ପଡ଼ିଲା ମାଓବାଦୀ ଲକ୍ଷ୍ମଣ ପଡିଆମୀ

ମାଲକାନଗିରି (କେନ୍ୟୁଜ): ହାର୍ଡକୋର ମାଓବାଦୀ ଗିରଫ। ମାଲକାନଗିରି ପୋଲିସ ହାତରେ ଧରା ପଡ଼ିଲା ହାର୍ଡକୋର ମାଓବାଦୀ ଲକ୍ଷ୍ମଣ ପଡ଼ିଆମୀ। ମାଥିଲି ଥାନାର ତୁଳସୀ ପାହାଡ଼ରେ ଏସଓଜି ଓ ଡିଭିଏଫ ବାହିନୀ ପକ୍ଷରୁ କମ୍ବିଂ ଅପରେସନ ଚାଲିଥିବା ବେଳେ ଯବାନଙ୍କ ହାତରେ ଧରା ପଡ଼ିଲା କାଙ୍ଗେରଘାଟି ଏରିଆ…

ମାଲକାନଗିରି: ବନ୍ୟା ଜଳରେ ଭାସିଗଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌, ପାଣିରେ ପଡିଲା ଲକ୍ଷାଧିକ ଟଙ୍କା

ମାଲକାନଗିରି(କେନ୍ୟୁଜ୍):  ପାଣିରେ ଭାସିଗଲା ଟ୍ରକ୍‌ । ବନ୍ୟା ଜଳରେ ଭାସିଗଲା ପିଡିଏସ୍‌ ଚାଉଳ ବୋଝେଇ ଟ୍ରକ୍‌ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ ମେଟୁପଲ୍ଲୀ ନିକଟରେ ରାସ୍ତା ପାର ବେଳେ ବନ୍ୟା ଜଳରେ ଟ୍ରକ୍‌ ଭାସିଯାଇଛି । ପ୍ରବଳ ବର୍ଷା ଯୋଗୁ ବିଜାପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି…

ଭୁଶୁଡୁଛି ମାଓ ଗଡ଼, ପୁଣି ୧୮୦ ମାଓ ସମର୍ଥକ କଲେ ଆତ୍ମସମର୍ପଣ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ଜିଲ୍ଲାକୁ ଗତ କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ୱାଭିମାନ ଅଂଚଳର ଯନ୍ତ୍ରୀ ଠାରେ ନୂତନ ଭାବେ ବିଏସଏଫ କ୍ଯାମ୍ପ ପ୍ରତିଷ୍ଠା ହେବା ପରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ।ବିଏସଏଫ କ୍ଯାମ୍ପରେ ପୁଲିସ ଡିଜିଙ୍କ…

ଜିମିଲା ଭୋଜି ଭାତର ଆସର, ବିବାହ ବନ୍ଧନରେ ବାନ୍ଧି ହେଲେ ବର ଓ ଓସ୍ତ ଗଛ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ଜିଲ୍ଲା ସଦର ମହକୁମା ମହିଳା ମହାବିଦ୍ୟାଳୟ ପରିସରରେ ଆଜି ଏକ ନିଆରା ବିବାହ ଉତ୍ସବ ବୈଦିକ ରୀତିରେ ସମ୍ପନ୍ନ ହୋଇଯାଇଛି। ପଟୁଆରରେ ବର ପିତାଙ୍କ ସହ ବରଯାତ୍ରୀ ଆସିଥିଲେ, ଆଉ ସେମାନେ ପହଞ୍ଚିବା ପରେ କନ୍ୟା ପକ୍ଷ ମଧ୍ୟ ବରଯାତ୍ରୀଙ୍କୁ  ସ୍ବାଗତ…

ମାଲକାନଗିରିରେ ତାଣ୍ଡବ ରଚିଲା କାଳବୈଶାଖୀ,ଘର ଭାଙ୍ଗି ଜଣେ ଗୁରୁତର

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରିରେ କାଳବୈଶାଖୀ ତାଣ୍ଡବ। ଝଡ଼ ତୋଫାନରେ ମାଥିଲି ବ୍ଲକ ପୂଜାରୀଗୁଡାରେ ଘର ଭାଙ୍ଗି ଜଣେ ଗୁରୁତର ଆହତ ହୋଇଛନ୍ତି । ତାଙ୍କୁ ମାଥିଲି ମେଡିକାଲରେ ଭର୍ତ୍ତି କରାଯାଇଛି । ପୂଜାରୀଗୁଡା ସମେତ ଟିଲିଗୁଡା,ଚାଲାଣଗୁଡା, ପେଦାଗୁଡା ଆଦି ଗାଁରେ ପବନ ବର୍ଷା ଯାଗୁଁ…