Below header
Browsing Tag

malkangiri

ମାଲକାନଗିରି :ଚୋରି ସନ୍ଦେହରେ ଦୁଇ ଯୁବକଙ୍କୁ ଉଠାଇନେଇ ପୋଲିସ ନିସ୍ତୁକ ପିଟିଥିବା ଅଭିଯୋଗ

ମାଲକାନଗିରି ଜିଲ୍ଲା ମୋଟୁ ଥାନାରେ ଦୁଇ ଯୁବକଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ । ଏବେ ସଂପୃକ୍ତ ଦୁଇ ଯୁବକ ଏମଭି-୭୯ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଅଭିଯୋଗ ଅନୁଯାୟୀ, କିଛି ଦିନ ତଳେ ଏମଭି-୮୧ ଗାଁରୁ ଅଭିଜିତ ବିଶ୍ୱାସଙ୍କ ଘରୁ ସୁନାଗହଣା ଓ ନଗଦ ଟଙ୍କା ଚୋରି ହୋଇଥିଲା । ଏହି…

ମାଲକାନଗିରି: ଛତିଶଗଡ ସୀମାରେ ଏନ୍‌କାଉଣ୍ଟର, ପୋଲିସ ଗୁଳିରେ ୨ ମାଓବାଦୀ ନିହତ

ମାଲକାନଗିରି (କେନ୍ୟୁଜ): ପୋଲିସ-ମାଓବାଦୀ ମୁହାଁମୁହିଁ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା କହ୍ନେୟାଗୁଡ଼ା ଜଙ୍ଗଲରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଛି। ପୋଲିସ ଏନକାଉଣ୍ଟରରେ ଦୁଇ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ଜଣେ ମାଓ କମାଣ୍ଡର…

ମାଲକାନଗିରିରେ ମୁଖ୍ୟମନ୍ତ୍ରୀ: ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର କଲେ ଶୁଭାରମ୍ଭ

ମାଲକାନଗିରି(କେନ୍ୟୁଜ): ମାଲକାନଗିରିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସଂସ୍କୃତି ଭବନରେ ଜିଲ୍ଲାରେ ମୋଟ ୧ଲକ୍ଷ ୫୫ହଜାର ୮୨୩ ହେଲ୍‌ଥ କାର୍ଡ ବଣ୍ଟନ କରାଯାଇଛି ।…

ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମାଲକାନଗିରି, ଜିଲ୍ଲାର ବିକାଶ ଥିଲା ରାଜ୍ୟ ସରକାରଙ୍କ ପାଇଁ ସବୁଠୁ ବଡ ଆହ୍ଵାନ୍‌

ମାଲକାନଗିରି (କେନ୍ଯୁଜ୍): ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ମାଲକାନଗିରି । ମାଓପ୍ରବଣ ଜିଲ୍ଲା ହୋଇଥିବାବେଳେ ଏହାର ବିକାଶ ଥିଲା ରାଜ୍ୟ ସରକାରଙ୍କ ପାଇଁ ସବୁଠୁ ବଡ ଆହ୍ଵାନ୍‌। ଜିଲ୍ଲାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଇଛନ୍ତି ସ୍ୱତନ୍ତ୍ର ଦୃଷ୍ଟି। ବିଶେଷକରି ଚିତ୍ରକୋଣ୍ଡା…

ଲଗାଣ ବର୍ଷା ଯୋଗୁ ବୁଡିଲା କରୁକୋଣ୍ଡା ଓ ଏମ୍‌ଭି-୩୭ ପୋଲ, ମାଲକାନଗିରି-ବାଲିମେଳା ଓ ଚିତ୍ରକୋଣ୍ଡାକୁ ଯୋଗାଯୋଗ…

ମାଲକାନଗିରି(କେନ୍ଯୁଜ୍): ବୁଡିଲା କରୁକୋଣ୍ଡା ଓ ଏମ୍‌ଭି-୩୭ ପୋଲ। ଲଗାଣ ବର୍ଷା ଯୋଗୁ ବୁଡିଲା ପୋଲ। ପୋଲ ଉପରେ ୪ରୁ ୫ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି। ଫଳରେ ମାଲକାନଗିରି-ବାଲିମେଳା ଓ ଚିତ୍ରକୋଣ୍ଡାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି। ଯୋଗାଯୋଗ ଠପ୍‌ ହୋଇଯିବାରୁ ରାସ୍ତାର ଉଭୟ…

ଆସନ୍ତା ୨୦ରେ ମାଲକାନଗିରି ଯାଇପାରନ୍ତି ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି

ମାଲକାନଗିରି (କେନ୍ଯୁଜ୍): ଆସନ୍ତା ୨୦ରେ ମାଲକାନଗିରି ଯାଇପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ ଯୋଜନାର ଶୁଭାରମ୍ଭ କରିବାର ଯୋଜନା ରହିଛି। ଅନ୍ୟ ଜିଲ୍ଲାକୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ରହିଛି। ମାଲକାନଗିରି…

ମାଲକାନଗିରି: ଜମିରେ କାମ କରୁଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ,ବଜ୍ରାଘାତରେ ଚାଲିଗଲା ୨ ଜଣଙ୍କର ଜୀବନ,

ମାଲକାନଗିରି(କେନ୍ୟୁଜ୍): ବଜ୍ରାଘାତରେ ଚାଲିଗଲା ୨ ଜଣଙ୍କର ଜୀବନ, ୨ ଗୁରୁତର । ମାଲକାନଗିରି ଜିଲ୍ଲା ତଣ୍ଡକି ପଞ୍ଚାୟତ ଦାମାଗୁଡା ଏବଂ ପେଦୱାଡା ପଂଚାୟତର ବାହାଲଗୁଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ମିଥୁନ ଧୁରୁଆ ଏବଂ ସପନ ବରାଇ ଜମିରେ କାମ କରୁଥିବା ବେଳେ ବଜ୍ରପାତ ହୋଇଥିଲା ।…

ମାଓଦମନ ରଣନୀତିର ସମୀକ୍ଷା ବେଳେ ପୋଲିସ ଡିଜି ଅଭୟଙ୍କୁ ସଫଳତା, ଆତ୍ମସମର୍ପଣ କଲେ ତିନି ଓଡ଼ିଶା କ୍ୟାଡରର ମାଓବାଦୀ

ମାଲକାନଗିରି(କେନ୍ୟୁଜ୍): ମାଓଦମନ ରଣନୀତିର ସମୀକ୍ଷା କଲେ ପୋଲିସ ଡିଜି ଅଭୟ। ମାଲକାନଗିରି, କୋରାପୁଟ ଓ କନ୍ଧମାଳ ଗସ୍ତ କରି ମାଓ ଦମନ ନେଇ ସମୀକ୍ଷା କରିଛନ୍ତି। ପ୍ରଥମେ ମାଲକାନଗିରିର ତେମୁରପାଲିର ବିଏସଏଫ କ୍ୟାମ୍ପରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ। ପରେ ମାଲକାନଗିରି…

ଦୀର୍ଘ ଦିନର ନୀରବତା ପରେ ପୁଣି ନିଜର ସ୍ଥିତି ଜାହିର କଲା ଲାଲ ବାହିନୀ, ପିଏଲଜିଏ ସପ୍ତାହ ପୂର୍ବରୁ ନିର୍ମାଣ କଲା ସହିଦ…

ମାଲକାନଗିରି(କେନ୍ୟୁଜ୍):  ପିଏଲଜିଏ ସପ୍ତାହ ପୂର୍ବରୁ ସହିଦ ସ୍ତମ୍ଭ ନିର୍ମାଣ।  ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ମାଲକାନଗିରି ଜିଲ୍ଲାରେ ଆସନ୍ତା ଜୁଲାଇ ୨୮ରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ମାଓବାଦୀ ସହିଦ ସପ୍ତାହ ପାଳନ କରିବେ।ଏନେଇ ପ୍ରସ୍ତୁତି…

ମାଲକାନଗିରି: ପଛୁଆ ଅଞ୍ଚଳର ଆଗୁଆ ଝିଅ ସୀମା, ଜଙ୍ଗଲରୁ ମହୁଲ ଫୁଲ ବିକି ପଢିବା ପାଇଁ  କିଣିଲେ ମୋବାଇଲ ଫୋନ

ମାଲକାନଗିରି(କେନ୍ୟୁଜ୍):  ଜୀବନ ସହ ଜୀବିକକୁ ସମ୍ପୂର୍ଣ ପ୍ରଭାବିତ କରିଛି ମହାମାରୀ କରୋନା।କିନ୍ତୁ ଏହି ସଙ୍କଟ ସମୟରେ ମାଲକାନଗିରି ଜିଲ୍ଲାରୁ ଦେଖିବାକୁ ମିଳିଛି ପ୍ରେରଣାଦାୟୀ ଦୃଶ୍ୟ।ପ୍ରତିକୂଳ ପରିସ୍ଥିତିରେ ଧର୍ଯ୍ଯ ନହରାଇ କିପରି ମୁକାବିଲା କରାଯାଇ ପାରିବତାହାକୁ ପ୍ରମାଣିତ କରିଛନ୍ତି…

ଛତିଶଗଡ଼ରେ ପୁଣି ମାତିଲେ ମାଓବାଦୀ, ନିର୍ମାଣ କାର୍ଯ୍ୟରେ ନିୟୋଜିତ ୪ଟି ଗାଡ଼ିକୁ ଜାଳିଦେଲେ

କେନ୍ୟୁଜ୍(ବ୍ୟୁରୋ): ଛତିଶଗଡ଼ରେ ବଡ଼ଧରଣ ମାଓ ହିଂସା । ୫ଶହରୁ ଅଧିକ ନକ୍ସଲଙ୍କ ଅତର୍କିତ ଆକ୍ରମଣ । ନାରାୟଣପୁର ଜିଲ୍ଲା ଆମ୍‌ଦାଇ ଘାଟି ଅଞ୍ଚଳରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ୪ଟି ଗାଡ଼ିକୁ ଜାଳି ଦେଇଛନ୍ତି ନକ୍ସଲ । ସକାଳ ପ୍ରାୟ ୧୦ଟା ବେଳେ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ବହୁ…

ମାଲକାନଗିରି: କରୋନା ସଂକଟ ବେଳେ ଲୋକଙ୍କ ଜୀବନ ସହ ଖେଳୁଥିଲେ ୩ ନକଲି ଡାକ୍ତର, ଗିରଫ କଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ତିନି କ୍ୱାକଙ୍କୁ ଗିରଫ ପରେ କୋର୍ଟ ଚାଲାଣ । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ଏହି ଘଟଣା ଦେଖିବାକୁ ମିଳିଛି। କାଲିମେଳା ବ୍ଲକର ଗ୍ରାମାଞ୍ଚଳରେ କ୍ୱାକମାନେ ଚିକିତ୍ସା କରୁଥିବା ଅଭିଯୋଗ ହୋଇଛି। ବିନା ଲାଇସେନ୍ସରେ ଚିକିତ୍ସା କରିବା ସହ ଲୋକଙ୍କ ଜୀବନ ସହ ଏମାନେ…