Below header
Browsing Tag

malkangiri

ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ବୁଡ଼ିଲା ଡଙ୍ଗା, ୮ ଉଦ୍ଧାର ଓ ୩ ନିଖୋଜ

ମାଲକାନଗିରି(କେନ୍ୟୁଜ୍): ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳରେ ବୁଡ଼ିଲା ଡଙ୍ଗା। ଓରାପଦର ରୁ ବାକୁଲିକୁ ୧୧ ଜଣ ଯିବାବେଳେ ଡଙ୍ଗା ଭାରସାମ୍ୟ ହରାଇ ଚିତ୍ରକୋଣ୍ଡା ଜଳଭଣ୍ଡାରରେ ବୁଡ଼ିଲା। ଏହି ଘଟଣାରେ ୩ ଜଣ ଏବେବି ନିଖୋଜ ଅଛନ୍ତି । ଅନ୍ୟ ୮ ଜଣଙ୍କୁ  ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର…

ମାଲକାନଗିରି: ଯବାନଙ୍କ ଗୁଳିରେ ୩ ମାଓବାଦୀ ନିହତ

ମାଲକାନଗିରି(କେନ୍ୟୁଜ୍):  ଯବାନଙ୍କ ଗୁଳିରେ ୩ ମାଓବାଦୀ ନିହତ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁରର ମାଓ ଗଡ଼ କୁହାଯାଉଥିବା ସିଲଗେର ଗାଁରେ ନୂତନ CRPF କ୍ୟାଂପ୍‌ ନିକଟରେ ଗୁଳିବିନିମୟ ହୋଇଛି। ଫଳରେ ୩ ମାଓବାଦୀଙ୍କ ମୃତ୍ୟୁ ହୋଇଛି। ପାଞ୍ଚ ଦିନ ହେବ CRPF କ୍ୟାଂପ୍‌କୁ ବିରୋଧ…

ରାଜ୍ୟର ଏକମାତ୍ର ଜିଲ୍ଲା ମାଲକାନଗିରି ଏବେ ଗ୍ରୀନ୍‌ ଜୋନ୍‌ରେ, ୫୦୦ ତଳେ ରହିଛି ଆକ୍ଟିଭ୍‌ କେସ୍‌

ମାଲକାନଗିରି: ରାଜ୍ୟର ଏକମାତ୍ର ଜିଲ୍ଲା ମାଲକାନଗିରି ଏବେ ଗ୍ରୀନ୍‌ ଜୋନ୍‌ରେ । ଜିଲ୍ଲାରେ ଆକ୍ଟିଭ୍‌ କେସ୍‌ ୫୦୦ ତଳେ ରହିଛି । ଗତ ୨୪ ଘଣ୍ଟାରେ ୮୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କରୋନା ଭୟରେ ପର୍ବାସୀ ଜିଲ୍ଲାର ସୀମାନ୍ତ ମୋଟୁ ଚେକ୍‌ ପୋଷ୍ଟ ଦେଇ ପ୍ରବେଶ କରୁଛନ୍ତି । ଆନ୍ଧ୍ର…

ମାଲକାନଗିରି କାଲଦାପାଲ୍ଲୀ ପଞ୍ଚାୟତରେ ଲସି ପିଇ ୧୦୦ରୁ ଅଧିକ ଅସୁସ୍ଥ

ମାଲକାନଗିରି: ଲସି ପିଇ ୧୦୦ରୁ ଅଧିକ ଅସୁସ୍ଥ। ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ କାଲଦାପାଲ୍ଲୀ ପଞ୍ଚାୟତର ଘଟଣା। ଲସି ପିଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇଛନ୍ତି। ଗତକାଲି କୁର୍ତ୍ତି ହାଟ ଚାଲିଥିବା ବେଳେ, ସେଠାରେ ଥିବା ଏକ ଲସି ଦୋକାନରୁ ଲୋକ ଲସି ପିଇଥିଲେ। ଲସି ପିଇଥିବା…

ମାଲକାନଗିରି: ପୋଲିସ ଏୟାର ଷ୍ଟ୍ରାଇକ ନେଇ ମୁହଁ ଖୋଲିଲେ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ମାଓ ନେତା, କହିଲେ…

କେନ୍ୟୁଜ୍(କେନ୍ୟୁଜ୍): ପୋଲିସ ଏୟାର ଷ୍ଟ୍ରାଇକ ନେଇ ମୁହଁ ଖୋଲିଲେ  ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ମାଓ ନେତା  ବିକାଶ ।ଏନେଇ ସ୍ୱତନ୍ତ୍ର ସାକ୍ଷାତକାରରେ ସ୍ପଷ୍ଟୀକରଣ ଦେଇଛନ୍ତି  ମାଓ ନେତା । ଡ୍ରୋନ କ୍ୟାମେରାକୁ ଆଧାର କରି ମାଓବାଦୀ ଉପରେ ଏୟାର  ଷ୍ଟ୍ରାଇକ କରିଥିଲା ପୋଲିସ। ଏହାର…

ମାଲକାନଗିରି ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୁଣି ଜଣେ ଯବାନଙ୍କ ଅପହରଣ କଲେ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍):  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ବିଜାପୁରରେ ପୁଣି ଜଣେ ଯବାନଙ୍କ ଅପହରଣ କଲେ ମାଓବାଦୀ। ଯବାନ ଜଣକ ଛୁଟିରେ ଘରକୁ ଯାଇ ଥିବା ବେଳେ ଗାଁ ନିକଟରେ ମେଳା ଦେଖିବା ଯିବା ବେଳେ ମାଓବାଦୀ ଜବାନଙ୍କୁ ଅପହରଣ କରିନେଇଥିବା ସୂଚନା ମିଳିଛି। ଯବାନ ଜଣକ ହେଲେ ମୁରଲୀ…

ଦାରିଦ୍ର୍ଯର ତାଡନା: ରାସ୍ତା ଉପରେ ବସି ତଳେ ପଡିଯାଇଥିବା ତରକାରୀ ଖାଇଲେ ବୃଦ୍ଧା, ମାଲକାନଗିରିରୁ ଆସିଲା ଏହି ହୃଦୟ…

ମାଲକାନଗିରି:  ମାଲକାନଗିରି ସଦର ମହକୁମାରେ ଆଜି ଦେଖିବାକୁ ମିଳିଥିଲା ଏକ ହୃଦୟ ବିଦାରକ ଦୃଶ୍ୟ । ଜଣେ ଅସହାୟ ବୃଦ୍ଧା ତଳେ ପଡିଥିବା ତରକାରୀକୁ ଗୋଟାଇ ଖାଉଥିଲେ। ବୃଦ୍ଧାଙ୍କ ବୟସ ପାଖାପାଖି ୭୦ ଡେଇଁବଣି। ଚାଲିବା ପାଇଁ ବଳ ପାଉ ନାହିଁ। ବୃଦ୍ଧାଙ୍କୁ କେହି ଜଣେ ଟିଫିନ ଦେଇଥିଲେ। ତେବେ ସେହି…

ମାଓଗଡରେ ପୋଲିସର ମହାନତା: ଅଜଣା ମୃତଦେହକୁ କାନ୍ଧେଇ କାନ୍ଧେଇ ଆଣିଲେ ୫କିଲୋମିଟର

ମାଲକାନଗିରି: ମାଓଗଡରେ ପୋଲିସର ମହାନତା । ଅଜଣା ମୃତଦେହକୁ ୫କିଲୋମିଟର କାନ୍ଧେଇ କାନ୍ଧେଇ ଆଣିଲେ ପାପରମେଟଲା ପୋଲିସ୍‌ । ଏକ ଅଜଣା ମୃତଦେହ ଜାମଜୋଡି ନାଳରେ ଭାସୁଥିବା ଗାଁ ଲୋକେ ଦେଖିବା ପରେ ପୋଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୋଲିସ୍‌ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ ।…

ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା କଣ୍ଟେନମେଣ୍ଟ ଜୋନ୍, ଏକ ଘରୋଇ କଲେଜରୁ ପଜିଟିଭ ଚିହ୍ନଟ ପରେ ପଦକ୍ଷପ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଆରମ୍ଭ ହେଲା କଣ୍ଟେନମେଣ୍ଟ ଜୋନ୍। ଜିଲ୍ଲା ସଦର ମହକୁମାରେ ଥିବା ଘଡେଇ କଲେଜ ନାମକ ବେସରକାରୀ କଲେଜରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଯାହାଫଳରେ କଲେଜ ଏବଂ ହଷ୍ଟେଲକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। କଲେଜରେ ପଢ଼ୁଥିବା ସମସ୍ତ…

ମାଲକାନଗିରି: ୫ ଦିନ ପରେ ଘରକୁ ଫେରିଲେ ଟେକେଲଗୁଡ଼ା ଗ୍ରାମବାସୀ, ୩ ତରିଖରୁ ଗାଁକୁ ଖାଲି କରାଇଦେଇଥିଲେ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍): ୫ ଦିନ ପରେ ଘରକୁ ଫେରିଲେ ଟେକେଲଗୁଡ଼ା ଗ୍ରାମବାସୀ । ଗତ ୩ ତାରିଖ ଦିନ ବିଜାପୁର ତରରେମ ଜଙ୍ଗଲରେ ମାଓବାଦୀଙ୍କ ହମଲା ପରେ ଆଜି ସେମାନେ ଗାଁକୁ ଫେରିଛନ୍ତି । ଛତିଶଗଡ଼ ବିଜାପୁରରେ ମାଓବାଦୀ ହମଲା ରଣନୀତି ଏବେ ପଦାକୁ ଆସିଛି । ହମଲା ପୂର୍ବରୁ ମାଓବାଦୀମାନେ ଜଙ୍ଗଲରେ…

ବଡ଼ ଯାତ୍ରାର ବଡ଼ ଠାକୁରଙ୍କ ପାରା: କେବଳ ଯାତ୍ରା ବେଳେ ଅଚାନକ ଆସନ୍ତି ଓ ଶେଷରେ ଉଭାନ୍‌ ହୋଇ ଯାଆନ୍ତି

ମାଲକାନଗିରି (କେନ୍ୟୁଜ୍‌) : ଆମ ଦେଶରେ ଧାର୍ମିକ ପରମ୍ପରାର ମହତ୍ତ୍ୱ ଅନେକ। ଆଉ ପ୍ରତ୍ୟେକ ପରମ୍ପରାରେ କିଛି ବିଶେଷତ୍ୱ ରହିଥାଏ। ଏମିତି ଏକ ଭିନ୍ନ ପରମ୍ପରା ହେଉଛି ମାଲକାନଗିରି ଜିଲ୍ଲାର ପ୍ରସିଦ୍ଧ ବଡ଼ଯାତ୍ରା। ଏହି ଯାତ୍ରାର କିମ୍ବଦନ୍ତୀ କିଛି ଅଲଗା। ତେବେ ଏହି ବଡ଼ଯାତ୍ରାର ଏକ…

ଛତିଶଗଡ଼ରେ ଲାଲବାହିନୀର ଲଙ୍କାକାଣ୍ଡ, ୧୭ଟି ଗାଡିକୁ ଜାଳିଦେଲେ ମାଓବାଦୀ

ମାଲକାନଗିରି(କେନ୍ୟୁଜ୍):  ଛତିଶଗଡ଼ରେ ଲାଲବାହିନୀର ଲଙ୍କାକାଣ୍ଡ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କୋଣ୍ଡାଗାଓଁ ଜିଲ୍ଲା କୁଏମାରି ନିକଟରେ ସଡ଼କ ନିର୍ମାଣରେ ନିୟଜିତ ୧୭ଟି ଗାଡିକୁ ମାଓବାଦୀ ଜାଳିଦେଇଛନ୍ତି । ରାସ୍ତା କାମକୁ ବିରୋଧ କରି ଘଟଣା ସ୍ଥଳରେ ୨୦ରୁ ୩୦ ସଶସ୍ତ୍ର ମାଓବାଦୀ…