Browsing Tag

mamata banarjee

ଭୁବନେଶ୍ୱରରେ ମମତା ବାନାର୍ଜୀ, ଆଜି ପୁରୀ ଯାଇ ରାତ୍ରୀ ଯାପନ କରିବେ, ଆସନ୍ତାକାଲି ଶ୍ରୀଜୀଉଙ୍କ ଦର୍ଶନ କରିବେ

ଭୁବନେଶ୍ୱର : ଭୁବନେଶ୍ୱରରେ ମମତା ବାନାର୍ଜୀ । ଆଜି ସେ ପୁରୀ ଯିବେ। ପୁରୀ ଯାଇ ନିର୍ମାଣ ନିବାସରେ ରାତ୍ରୀ ଯାପନ କରିବେ। ଏଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଆସନ୍ତାକାଲି ନିଜ କୌଳିକ ପଣ୍ଡା ତଥା ବରିଷ୍ଠ ଦଇତାପତି ସେବକ ରାମକୃଷ୍ଣ ଦାସମହାପାତ୍ର ଓ ରାଜେଶ…

ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ, ୨୨ ତାରିଖରେ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ

କେନ୍ୟୁଜ୍(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ। ଆସନ୍ତା ୨୧ ତାରିଖ ସଂଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ମାର୍ଚ୍ଚ ୨୨ ତାରିଖରେ ପୁରୀ ଯାଇ…

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ନୂଆଦିଲ୍ଲୀ: ମମତା ବାନାର୍ଜୀଙ୍କ ୪ ଦିନିଆ ଦିଲ୍ଲୀ ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ବହୁ ଚର୍ଚ୍ଚିତ ପାର୍ଥ ଚାଟାର୍ଜୀଙ୍କୁ ଇଡିର ଗିରଫ ପରେ ଭେଟିବେ ମମତା। ଗୋଟିଏ ପଟେ କେନ୍ଦ୍ରୀୟ…

ପଶ୍ଚିମବଙ୍ଗରେ ଭୀଷଣ ଗରମ, ମନ୍ଦିରରେ ଚାଲିଥିବା ସଭାରେ ଚାଲିଗଲା ୩ ଶ୍ରଦ୍ଧାଳୁଙ୍କ ଜୀବନ

ପଶ୍ଚିମବଙ୍ଗରେ ଭୀଷଣ ଗରମ ଯୋଗୁଁ ୩ ଜଣ ମୃତ୍ୟୁବରଣ କରିଥିବା ଖବର ମିଳିଛି। ଏଠିକାର ଉତ୍ତର ୨୪ ପ୍ରଗଣା ଜିଲ୍ଲାର ପାନୀହାଟିରେ ଏକ ଧାର୍ମିକ ସଭାରେ ପ୍ରବଳ ଗରମ ଓ ଗୁଳୁଗୁଳି ଯୋଗୁଁ ୩ ଜଣ ବୟସ୍କ ଲୋକଙ୍କ ଜୀବନ ଚାଲିଯାଇଛି। ଖବର ମିଳିବା ମାତ୍ରେ ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀ ପହଞ୍ଚି…

ପୁଷ୍ପା ପରେ ପିଲାଙ୍କ ମୁଣ୍ଡରେ ଚଢିଲା ମମତାଙ୍କ ଭୂତ, ୧୦ମ ଶ୍ରେଣୀ ପରୀକ୍ଷା ଖାତାରେ ଲେଖିଲେଣି ‘ଖେଲା ହୋବେ’

ଅଲ୍ଲୁ  ଅର୍ଜୁନଙ୍କ ଫିଲ୍ମ ‘ପୁଷ୍ପା’ ଦେଖିବା ପରେ ଆବାଳ ବୃଦ୍ଧ ବନିତା ସମସ୍ତେ ପୁଷ୍ପା ଡାଇଲଗ କରିବାରେ ବ୍ୟସ୍ତ। ଯିଏ ନାହିଁ ସିଏ ପୁଷ୍ପାର ଲୋକପ୍ରିୟ ଡାଇଲଗ ‘ଝୁକେଗା ନେହଁ ସାଲା’ କହିବାରେ ବ୍ୟସ୍ତ। ତେବେ ପରୀକ୍ଷାରେ ଜଣେ ୧୦ମ ଶ୍ରେଣୀ ଛାତ୍ର ଏହି ଡାଇଲଗ ଲେଖି ଚର୍ଚ୍ଚାକୁ ଆସିଥିବା…

ତୃଣମୂଳ କଂଗ୍ରେସର ନବକଳେବର: ନୂଆ ୨୦ ଜଣିଆ କାର୍ଯ୍ୟକାରିଣୀ ଗଠନ କଲେ ଦିଦି

କେନ୍ୟୁଜ୍(ବ୍ୟୁରୋ):  ତୃଣମୂଳ କଂଗ୍ରେସରେ ବଡ଼ ଧରଣର ପରିବର୍ତ୍ତନ। ଜରୁରୀକାଳିନ ବୈଠକରେ ୨୦ ଜଣିିଆ ନୂଆ କାର୍ଯ୍ୟକାରିଣୀ ଗଠନ କରିଛନ୍ତି ପାର୍ଟି ସୁପ୍ରିମୋ ମମତା ବାନାର୍ଜୀ। ଅଭିଷେକ ବାନାର୍ଜୀଙ୍କୁ ଦଳର ସାଧାରଣ ସଂପାଦକ ପଦରୁ ହଟାଇ ଦିଆଯାଇଛି। ତେବେ ଦଳୀୟ ସଭାପତି ପଦରେ ରହିଛନ୍ତି ମମତା…

ଦିଲ୍ଲୀ ଦରବାରରେ ଦିଦିଙ୍କ ଗର୍ଜନ, ପେଗାସସ୍‌ ବିବାଦରେ କେନ୍ଦ୍ର ଉପରେ ଝାଡିଲେ ଅସନ୍ତୋଷ

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀରେ ଦିଦିଙ୍କ ଗର୍ଜନ । ପେଗାସସ୍‌ ବିବାଦରେ କେନ୍ଦ୍ର ସରକାରଙ୍କ ଉପରେ ଅସନ୍ତୋଷ ଝାଡିଛନ୍ତି ମମତା ବାନାର୍ଜୀ । ସେ କହିଛନ୍ତି, ଏମର୍ଜେନ୍ସୀକୁ ବି ବଳି ଯାଇଛି ବର୍ତ୍ତମାନ ସ୍ଥିତି । ପେଗାସସ୍‌ ପ୍ରସଙ୍ଗ ବର୍ତ୍ତମାନ ଜୀବନ, ସମ୍ପତ୍ତି ଓ ସୁରକ୍ଷା ପ୍ରତି…

ଆଜି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ ମମତା ବାନାର୍ଜୀ, ଯାହାକୁ ନେଇ ରାଜନୈତିକ ମହଲରେ ଜୋର ଚର୍ଚ୍ଚା

ଦିଲ୍ଲୀ (କେନ୍ଯୁଜ ବ୍ଯୁରୋ):  ଦିଲ୍ଲୀରେ ଦିଦି । ଦିଦିଙ୍କ ଗସ୍ତକୁ ନେଇ ରାଜନୈତିକ ମହଲରେ ଜୋର ଚର୍ଚ୍ଚା । ୪ ଦିନିଆ ଦିଲ୍ଲୀ ଗସ୍ତରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବେ ମମତା ବାନାର୍ଜୀ । ରାଜ୍ୟ ପ୍ରସଙ୍ଗରେ ମୋଦିଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଅପରାହ୍ନ…

ପଶ୍ଚିମବଙ୍ଗରେ ଦଳ ବଦଳ ରାଜନୀତି ଜୋରଦାର୍‌: ପୁଣି ଦିଦିଙ୍କ ପାଖକୁ ଫେରିବାକୁ ଚାହୁଁଛନ୍ତି ୩୩ ବିଧାୟକ

କୋଲକତା: ପଶ୍ଚିମବଙ୍ଗରେ ଦଳ ବଦଳ ରାଜନୀତି ଜୋରଦାର୍‌ । ବିଜେପିର ଜଣେ ଦୁଇ ଜଣ ନୁହେଁ ବରଂ ୩୩ ବିଧାୟକ କ୍ଷମତାସୀନ ଟିଏମସି ସମ୍ପର୍କରେ ଥିବା ସୂଚନା ମିଳିଛି । ଏମାନେ ପୁଣିଥରେ ଦିଦିଙ୍କ ପାଖକୁ ଫେରିବାକୁ ଚାହୁଁଛନ୍ତି । ନିର୍ବାଚନ ପୂର୍ବରୁ ଏହି ନେତାମାନେ ଟିଏମସି ଛାଡି ବିଜେପିରେ ସାମିଲ…

ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳ ୩୦ମିନିଟ ଅପେକ୍ଷା କରାଇବା ପରେ ସମୀକ୍ଷା ବୈଠକକୁ ଆସିଲେ ମମତା ବାନାର୍ଜୀ

କେନ୍ୟୁଜ୍(ବ୍ୟୁରୋ):  ପଶ୍ଚିମବଙ୍ଗରେ ୟସ କ୍ଷୟକ୍ଷତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କ୍ଷୟକ୍ଷତିର ରିପୋର୍ଟ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ହିଞ୍ଜଲଗଞ୍ଜ ଓ ସାଗରରେ ସମୀକ୍ଷା ପରେ ପ୍ରଧାନମନ୍ତ୍ରୀଙ୍କ ସାକ୍ଷାତ କରିଥିଲେ।…

ପଶ୍ଚିମବଙ୍ଗରେ ଶପଥ ନେଲେ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳ, ସାମିଲ ହୋଇଛନ୍ତି ୮ ମହିଳା ବିଧାୟିକା

କୋଲକତା: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ମନ୍ତ୍ରିମଣ୍ଡଳ ଶପଥ ନେଇଛନ୍ତି । ରାଜ୍ୟପାଳ ଜଗଦୀପ ଧନଖଡ ୪୩ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଲେ । ଏଥିରେ ଅଛନ୍ତି ୨୪ କ୍ୟାବିନେଟ୍‌ ମନ୍ତ୍ରୀ ଅଛନ୍ତି । ଏଥିରେ ଅନେକ ନୂଆ ମୁହଁ ସ୍ଥାନ ପାଇଛନ୍ତି । ପୂରୁଣା ବିଧାୟକ ମଧ୍ୟ…