Below header
Browsing Tag

mamata banarjee

ବଙ୍ଗରେ ପୁଣି ମମତାଙ୍କ ରାଜ୍‌: ୩ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ନେଲେ ନେଲେ ଶପଥ

ପଶ୍ଚିମବଙ୍ଗ: ବଙ୍ଗରେ ପୁଣି ମମତା ରାଜ୍‌। ତୃତୀୟ ଥର ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ ନେଲେ ମମତା ବାନାର୍ଜୀ। ରାଜଭବନ ଟାଉନ ହଲରେ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଛି। କରୋନା କଟକଣା ଅନୁସାରେ ରାଜ୍ୟପାଳ ଜଗଦୀପ ଧନଖଡ ମମତାଙ୍କୁ ପଦ ଓ ଗୋପନୀୟତାର ସହ ଶପଥପାଠ…

ହାରିବା ପରେ ମମତା କେମିତି ହେବେ ମୁଖ୍ୟମନ୍ତ୍ରୀ?, କଣ ରହିଛି ବ୍ୟବସ୍ଥା

କେନ୍ୟୁଜ୍(ବ୍ୟୁରୋ): ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ହ୍ୟାଟ୍ରିକ୍‌ ମାରିଥିଲେ ବି, ନନ୍ଦିଗ୍ରାମରେ ନିଜେ ବଡ଼ ଝଟ୍‌କା ଖାଇଛନ୍ତି ଦିଦି । ଏହାପରେ ନନ୍ଦିଗ୍ରାମରେ ପରାଜୟ ପରେ ନିର୍ବାଚନ କମିଶନ ଉପରକୁ ଅଙ୍ଗୁଳି ଉଠାଇଛନ୍ତି ମମତା ବାନାର୍ଜୀ। ପକ୍ଷପାତିତା ବିରୋଧରେ କୋର୍ଟ ଯିବେ ବୋଲି ଦିଦି…

ବଙ୍ଗରେ ବିପୁଳ ସଂଖ୍ୟାରେ ବିଜୟ କଲା ଟିଏମ୍‌ସି, କିନ୍ତୁ ମମତା ହାରିଗଲେ

କେନ୍ୟୁଜ୍(ବ୍ୟୁରୋ):  ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ହ୍ୟାଟ୍ରିକ୍‌ । ବଙ୍ଗରେ ବିପୁଳ ବିଜୟ କରିଛି ଟିଏମ୍‌ସି । ୨୦୦ରୁ ଅଧିକ ସିଟ୍‌ରେ ବିଜୟ ସହ କ୍ରମାଗତ ତୃତୀୟ ଥର ପାଇଁ ସରକାର ଗଢ଼ିବ ଟିଏମ୍‌ସି । ହେଲେ ନିଜେ ବଡ଼ ଝଟ୍‌କା ଖାଇଛନ୍ତି ଦିଦି । ନନ୍ଦିଗ୍ରାମରେ ନିଜର ପୁରୁଣା ସହଯୋଗୀ ତଥା…

ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ମତଦାନ ପରେ ଆସିଲା ବୁଥ୍‌ ବାହୁଡ଼ା ମତ, ବେଙ୍ଗଲରେ ପୁଣି କ୍ଷମତାକୁ ଆସିବେ ଦିଦି

କେନ୍ୟୁଜ୍(ବ୍ୟୁରୋ): ପଶ୍ଚିମବଙ୍ଗରେ ଶେଷ ପର୍ଯ୍ୟାୟ ମତଦାନ ପରେ ଆସିଲା ବୁଥ୍‌ ବାହୁଡ଼ା ମତ । ବେଙ୍ଗଲରେ ପୁଣି କ୍ଷମତାକୁ ଆସିବେ ଦିଦି । ତୃତୀୟ ଥର ପାଇଁ ହେବେ ମୁଖ୍ୟମନ୍ତ୍ରୀ । ତେବେ ବିଜୟ ବ୍ୟବଧାନ କମ୍‌ ରହିବ । କଡ଼ା ଟକ୍କର ଦେବ ବିଜେପି । ବିଭିନ୍ନ ସଂସ୍ଥାର ଏଗଜିଟ୍‌ ପୋଲ ଆକଳନ…

ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରମୁଖ ବିରୋଧୀ ନେତାଙ୍କୁ ମମତାଙ୍କ ଚିଠି, ବିଜେପି ବିରୋଧରେ ଏକାଠି ଲଢିବାକୁ ଦେଲେ…

କେନ୍ୟୁଜ୍(ବ୍ୟୁରୋ):  ପଶ୍ଚିମବଙ୍ଗରେ ବିଜେପି ବିରୋଧରେ ଲଢେଇ କରୁଛନ୍ତି ମମତା ବାନାର୍ଜୀ । ଏ ଲଢ଼େଇକୁ ଆହୁରି ଆଗକୁ ବଢାଇବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ଉଦ୍ୟମ। ଦେଶର ସବୁ ଅଣ ବିଜେପି ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରମୁଖ ବିରୋଧୀ ଦଳ ନେତାଙ୍କୁ ଲେଖିଛନ୍ତି ଚିଠି। ଆହ୍ଵାନ ଦେଇଛନ୍ତି,…

ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀ କଲେ ହୋମଯଜ୍ଞ, ଯୋଗ ଦେଇଥିଲେ ଜଗୁନିଙ୍କ ସହ ପୁରୀ ବ୍ରାହ୍ମଣ

ପୁରୀ (କେନ୍ୟୁଜ୍‌): ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ l ସେଠି ବିଜେପି ଏବଂ ତୃଣମୂଳ କଂଗ୍ରେସ ମଧ୍ୟରେ ଘମାଘୋଟ ଲଢ଼େଇର ସୂଚନା ମିଳି ସାରିଲାଣି । ତେବେ ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘରେ ପୂଜାପାଠ କରାଇଛନ୍ତି । ଏଥିପାଇଁ ସେ…

ରାଗରେ ନାଲି ପଡିଗଲେ ଦିଦି, ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ଦେଲେ ନାହିଁ ଭାଷଣ

କେନ୍ୟୁଜ୍(ବ୍ୟୁରୋ): ଭିକ୍ଟୋରିଆ ମେମୋରିଆଲରେ  ପରାକ୍ରମ ଦିବସ କାର୍ଯ୍ୟକ୍ରମରେ ଭାଷଣ ଦେଲେ ନାହିଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, କାର୍ଯ୍ୟକ୍ରମରେ ଉପସ୍ଥିତି କିଛି ଲୋକଙ୍କ ନାରାବାଜି ପାଇଁ ଭାଷଣ  ଦେବାକୁ ମନାକଲେ  ମମତା। କହିଲେ ସରକାରୀ କାର୍ଯ୍ୟକ୍ରମରେ କିଛି ମର୍ଯ୍ୟଦା…

ପଶ୍ଚିମବଙ୍ଗର ୩ ଜଣ ଆଇପିଏସଙ୍କୁ କେନ୍ଦ୍ରୀୟ ଡେପୁଟେସନକୁ ନେଲା କେନ୍ଦ୍ର ଗୃହମନ୍ତ୍ରାଳୟ, ଅଧିକାରୀଙ୍କୁ ହତାଶ କରିବା…

କେନ୍ୟୁଜ୍(ବ୍ୟୁରୋ): ଆଇପିଏସ ଅଫିସରଙ୍କୁ ନେଇ ତେଜିଲା କେନ୍ଦ୍ର ଓ ମମତା କଳି । ପଶ୍ଚିମବଙ୍ଗର ୩ ଜଣ ଆଇପିଏସଙ୍କୁ କେନ୍ଦ୍ରୀୟ ଡେପୁଟେସନକୁ ନେଇ କେନ୍ଦ୍ର ଗୃହମନ୍ତ୍ରାଳୟକୁ ଟାର୍ଗେଟ କରିଛନ୍ତି ଦିଦି । କେନ୍ଦ୍ରୀୟ ସେବା ନିୟମ (୧) ଅନୁଯାୟୀ ଏହି ତିନିଜଣ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି…

ଦମ୍‌ ଅଛିତ ଜାତୀୟ ସଂଗୀତକୁ ବଦଳାଇ କରି ଦେଖାଅ, ବିଜେପିକୁ ମମତାଙ୍କ ଚେତାବନୀ

କୋଲକାତା : ବିଜେପିକୁ ମମତା ବାନାର୍ଜୀଙ୍କ ଚ୍ୟାଲେଞ୍ଜ । ଦମ୍‌ ଅଛିତ ଜାତୀୟ ସଂଗୀତକୁ ବଦଳାଇ ନି ଦେଖାଅ । ବିଜେପି ସାଂସଦ ସୁବ୍ରମଣ୍ୟମ ସ୍ୱାମୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏନେଇ ପତ୍ର ଲେଖିଥିଲେ । ତାର ପ୍ରତିକ୍ରିୟାରେ ମମତା ଏଭଳି ଚେତାବନୀ ଦେଇଛନ୍ତି । ଯଦି ଏଭଳି କିଛି…

ମମତାଙ୍କୁ ଜମି ଫେରାଇଲେ ସୌରଭ ଗାଙ୍ଗୁଲି, ନିର୍ବାଚନ ପୂର୍ବରୁ ବିଜେପିରେ ମିଶିବା ନେଇ ଜୋର ଧରିଲା ଚର୍ଚ୍ଚା

ଆସନ୍ତାବର୍ଷ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ। ରାଜ୍ୟ ବିଜେପି ତରଫରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ପାଇଁ ଏକ ଚିହ୍ନା ମୁହଁ ଦେବାକୁ ଯୋଜନା ହେଉଛି। ଏଥିପାଇଁ ବିଜେପି ତରଫରୁ ପ୍ରାର୍ଥୀ ଖୋଜା ଚାଲିଛି। ଇତିମଧ୍ୟରେ ବିସିସିଆଇ ଅଧ୍ୟକ୍ଷ ତଥା ଟିମ୍ ଇଣ୍ଡିଆର ପୂର୍ବ…

କରୋନା ମୃତକଙ୍କ ଶବକୁ ରାତିଅଧିଆ ପୋତିଦେଉଛନ୍ତି ମମତା ସରକାର, ଭିଡିଓ ଜାରି କଲା ବିଜେପି

ସାରା ବିଶ୍ୱ ଏବେ କରୋନା ସଙ୍କଟ ଦେଇ ଗତି କରୁଥିବା ବେଳେ ଏହାକୁ ନେଇ ରାଜନୀତି ବି ଜୋର ଧରିଛି। ପଶ୍ଚିମବଙ୍ଗ ବିଜେପିର ଅଫିସିଆଲ ୱେବସାଇଟରେ ଏକ ୩ ମିନିଟର ଭିଡିଓ ସେୟାର କରାଯାଇଛି, ଯାହା ଏବେ ଅଧିକ ଚର୍ଚ୍ଚାରେ ରହିଛି। ଭିଡିଓ ସେୟାର କରି ବିଜେପି ଦାବି କରିଛି ଯେ ପଶ୍ଚିମବଙ୍ଗରେ…

ଓଡ଼ିଶାରେ ମମତା ବାନାର୍ଜୀ, ନବୀନଙ୍କ ସହ ଭେଟ ନେଇ ରାଜନୈତିକ ମହଲରେ କଳ୍ପନା ଜଳ୍ପନା, ଆଜି ପୁରୀରେ ଶ୍ରୀଜିଉଙ୍କୁ ଦର୍ଶନ…

ଭୁବନେଶ୍ବର: ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଗତକାଲି ରାତିରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ କରିଥିଲେ ମନ୍ତ୍ରୀ ବିକ୍ରମକେଶରୀ ଆରୁଖ । ଉପସ୍ଥିତ ଥିଲେ ଗୃହ ସଚିବ ସଞ୍ଜୀବ ଚୋପ୍ରା, ପୋଲିସ କମିଶନର ସୁଧାଂଶୁ…