ଭଦ୍ରକ: ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବାରୁ ଯୁବକଙ୍କୁ ନିସ୍ତୁକ ପିଟିଲେ ଗାଁଲୋକେ
ଭଦ୍ରକ(କେନ୍ୟୁଜ୍): ସଭ୍ୟ ସମାଜରେ କୁତ୍ସିତ ଘଟଣା । ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖିବାରୁ ଆଇନକୁ ହାତକୁ ନେଲେ ଗାଁ ଯୁବକ । ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ନିସ୍ତୁକ ପିଟିଲେ । ମହିଳାଙ୍କୁ ପ୍ରଜାକୋର୍ଟରେ ଦେଲେ ଦଣ୍ଡ । ପରକୀୟା ପ୍ରିତି ପାଇଁ ମହିଳାଙ୍କୁ ଗଣିବାକୁ ପଡ଼ିଛି ୨ ଲକ୍ଷ ୫ ହଜାର…