Below header
Browsing Tag

Maoist killed

ମାଓ ଦମନ ଅଭିଯାନରେ ସଫଳତା: ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ

ମାଲକାନଗିରି: ମାଓ ଦମନ ଅଭିଯାନରେ ପୋଲିସକୁ ସଫଳତା । ପୋଲିସ ଏନକାଉଣ୍ଟରରେ ଜଣେ ମାଓବାଦୀ ମୃତ । ଗତକାଲି ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ଜିଲ୍ଲାର କଟେକଲ୍ୟାଣ ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳିବିନିମୟ ହୋଇଥିଲା । ଏଥିରେ ପୋଲିସର ଗୁଳିମାଡରେ ମାଓବାଦୀଙ୍କ ମୃତ ହୋଇଛି ।…

ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ଜଣଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ, ଘଟଣାସ୍ଥଳରେ ଛାଡିଲେ ହାତଲେଖା ପୋଷ୍ଟର

ବାଲିଗୁଡା : ପୁଣି ଲାଲ ତାଣ୍ଡବ । ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା । ୨ ଜଣଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ । ବେଲଘର ଥାନା ଗୋଛାଗୁଡା ଗାଁର ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଭଣ୍ଡାରଙ୍ଗୀ ପଞ୍ଚାୟତର ସରପଞ୍ଚଙ୍କ ପୁଅ ଭାବନୀ ଶଙ୍କର ପାତ୍ର ଓ ଗୋଚ୍ଛାଗୁଡ଼ା ଗାଁର…

ଯବାନଙ୍କ ଗୁଳିରେ ଜଣେ କ୍ୟାଡର ମହିଳା ମାଓବାଦୀ ନିହତ, ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ଡିଜିପି ଅଭୟ

କେନ୍ୟୁଜ୍(ବ୍ୟୁରୋ):  କମ୍ବିଂ ଅପରେସନ୍‌ ବେଳେ ଯବାନଙ୍କୁ ବଡ଼ ସଫଳତା । ଯବାନଙ୍କ ଗୁଳିରେ ଜଣେ କ୍ୟାଡର ମହିଳା ମାଓବାଦୀ ନିହତ ହୋଇଛନ୍ତି । ରାଜ୍ୟ ପୁଲିସ ମୁଖ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିଜିପି ଅଭୟ ଏହି ସୂଚନା ଦେଇଛନ୍ତି । କହିଛନ୍ତି ଯେ, କନ୍ଧମାଳ ଜିଲ୍ଲାର ଗୋଚ୍ଛାପଡ଼ା…

ମାଲକାନଗିରି ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ, ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ଜଣଙ୍କୁ…

ମାଲକାନଗିରି: ପୁଣି ମାତିଲେ ମାଓବାଦୀ। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ। ପୋଲିସ ଇନ୍‌ଫର୍ମର ସନ୍ଦେହ କରି ଦୁଇ ଜଣଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କଲେ ମାଓବାଦୀ। ମୃତକ ହେଲେ ଗଙ୍ଗଲା ଗାଁର ଉପ ସରପଞ୍ଚ ଧନିରାମ କୋରସା ଏବଂ ୱାର୍ଡ…

ମାଲକାନଗିରି ସୀମାନ୍ତ ଦେବେଲାଗୁଡେମ ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳିବିନିମୟ, ଜଣେ ମୃତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଦେବେଲାଗୁଡେମ ଜଙ୍ଗଲରେ ପୋଲିସ - ମାଓବାଦୀ ଗୁଳିବିନିମୟ । ପୋଲିସ୍‌ ଗୁଳିରେ ଜଣେ ମାଓବାଦୀର ମୃତ୍ୟୁ ହୋଇଛି । ହେଲେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଅନେକ ଟପ୍‌ କ୍ୟାଡର ମାଓବାଦୀ । ପୋଲିସ ଗୁଳିର ସାମ୍ନା କରି ନପାରି ଛତ୍ରଭଙ୍ଗ ଦେଇଥିଲେ…

କନ୍ଧମାଳ: ଡିଜିଙ୍କ ଅପିଲ ପରେ ମାଓ କ୍ୟାମ୍ପ ଛାଡୁ ନାହାନ୍ତି ହାର୍ଡକୋର ମାଓବାଦୀ, ଆଜି ଦୁଇଙ୍କୁ ନିପାତ କଲା ପୋଲିସ

ବାଲିଗୁଡା(କେନ୍ୟୁଜ୍):  ପୁଣି  ଥରେ କନ୍ଧମାଲ ପୋଲିସକୁ ମିଳିଛି ବଡ ସଫଳତା। ଆଜି କମ୍ବିଂ ଅପରେସନରେ ଦୁଇ ହାର୍ଡକୋର ମାଓବାଦୀଙ୍କୁ କରିଛି ନିପାତ।ପୋଲିସ ଡିଜି ବାରମ୍ବାର ଅପିଲ  କରିବା ପରେ ମାଓ କ୍ୟାମ୍ପ ଛାଡୁ ନାହାନ୍ତି କିଛି ହାର୍ଡକୋର ମାଓବାଦୀ। ଯାହା ଫଳରେ ପୋଲିସ କାର୍ଯ୍ୟାନୁଷ୍ଠାନ…

ମୁଖ୍ୟ ସ୍ରୋତରେ ସାମିଲ ହେଲେ ସରକାର ଯୋଗାଇଦେବେ ସବୁପ୍ରକାର ସୁବିଧା, ସକ୍ରୀୟ ମାଓବାଦୀଙ୍କୁ ଅପିଲ କଲେ ପୋଲିସ ଡିଜି…

କେନ୍ୟୁଜ୍(ବ୍ୟୁରୋ):  ମାଓବାଦୀଙ୍କୁ ପୋଲିସ ଡିଜି ଅଭୟଙ୍କ ଅପିଲ । ଆତ୍ମସମର୍ପଣ ସହ ମୁଖ୍ୟ ସ୍ରୋତରେ ସାମିଲ ହେବାକୁ ଅପିଲ କରିଛନ୍ତି ଡିିଜିପି । ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ନୀତି ଉନ୍ନତ ଥିବା ଟ୍ଵିଟ କରି କହିଛନ୍ତି ପୋଲିସ ଡିଜି । କନ୍ଧମାଳରେ ଏନକାଉଣ୍ଟରରେ ଚାରି ମାଓବାଦୀ…

ମାଓବାଦୀଙ୍କ ବର୍ବରତା : କନେଷ୍ଟବଳଙ୍କୁ ଧନୁସର ଓ ଟାଙ୍ଗିଆରେ ନିର୍ମମ ଭାବେ କଲେ ହତ୍ଯା

ମାଲକାନଗିରି(କେନ୍ଯୁଜ୍): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ। ସହକାରୀ କନେଷ୍ଟବଳଙ୍କୁ ଅତି ନିର୍ମମ ଭାବରେ ହତ୍ଯା କଲେ ମାଓବାଦୀ। ରିପୋର୍ଟ ଅନୁଯାୟୀ ଯୁବକ ଜଣକ ମେଡିକାଲ ଛୁଟିରେ ଘରକୁ ଆସିଥିବା ବେଳେ ଗତକାଲି ରାତି ୧୦ଟାରେ…

ମାଲକାନଗିରି: ମୁରନାର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ, ଏନକାଉଣ୍ଟରରେ ଦୁଇ ହାର୍ଡକୋର୍‌ ମାଓବାଦୀ ନିହତ

ମାଲକାନଗିରି(କେନ୍ୟୁଜ୍) : ଭୁଶୁଡୁଛି ମାଓ ସଂଗଠନ । ପୋଲିସ ଏନକାଉଣ୍ଟରରେ ଦୁଇ ହାର୍ଡ କୋର୍‌ ମାଓବାଦୀଙ୍କ ମୃତ୍ୟୁ । ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲା ପୋଲିସକୁ ମିଳିଛି ଏହି ସଫଳତା । ମୁରନାର ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ ବେଳେ ଦୁଇ ହାର୍ଡ କୋର୍‌ ମାଓବାଦୀଙ୍କ…

ଛତିଶଗଡ଼ ସୁକମା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ

ଛତିଶଗଡ଼ (କେନ୍ୟୂଜ୍) : ୪ ଆତଙ୍କବାଦୀ ସଫା। ଛତିଶଗଡ଼ ସୁକମା ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୪ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଥ୍ରୀ ନଟ୍ ଥ୍ରୀ ବନ୍ଧୁକ ଓ ଇନ୍ସାସ ରାଇଫଲ ଜବତ ହୋଇଛି। ସଂପୃକ୍ତ ଅଞ୍ଚଳରେ ମାଓକାର୍ଯ୍ୟକଳାପ ଚାଲିଥିବା ଖବର ପାଇ…