Below header
Browsing Tag

maoist

ପୋଲିସ୍‌ ଇନଫର୍ମର ସନ୍ଦେହରେ ଅପହରଣ କରିଥିବା ୨ଜଣଙ୍କୁ ପଚରାଉଚରା ପରେ ଛାଡିଲେ ମାଓବାଦୀ

କନ୍ଧମାଳ: ଅପହରଣ କରିଥିବା ଦେବେନ୍ଦ୍ର ମାଝୀଙ୍କୁ ପଚରାଉଚରା ପରେ ଛାଡିଲେ ମାଓବାଦୀ । ପୋଲିସ୍‌ ଇନଫର୍ମର ସନ୍ଦେହରେ କନ୍ଧମାଳ ବେଲଘର ଥାନା ଗୁରୁ ଗାଁରେ ଦେବେନ୍ଦ୍ର ମାଢି ଓ ଗୋବିନ୍ଦ ମାଝିଙ୍କୁ ମାଓବାଦୀମାନେ ଉଠାଇ ନେଇଥିଲେ । ପୂର୍ବରୁ ଗୋବିନ୍ଦ ମାଝୀଙ୍କୁ ମାଡ ମାରି ଛାଡି…

ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ଜଣଙ୍କୁ ନିର୍ମମ ହତ୍ୟା କଲେ ମାଓବାଦୀ, ଘଟଣାସ୍ଥଳରେ ଛାଡିଲେ ହାତଲେଖା ପୋଷ୍ଟର

ବାଲିଗୁଡା : ପୁଣି ଲାଲ ତାଣ୍ଡବ । ପୋଲିସ ଇନ୍‌ଫର୍ମର ସନ୍ଦେହରେ ୨ଜଣଙ୍କୁ ହତ୍ୟା । ୨ ଜଣଙ୍କୁ ନିର୍ମମ ଭାବେ ହତ୍ୟା କଲେ ମାଓବାଦୀ । ବେଲଘର ଥାନା ଗୋଛାଗୁଡା ଗାଁର ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ଭଣ୍ଡାରଙ୍ଗୀ ପଞ୍ଚାୟତର ସରପଞ୍ଚଙ୍କ ପୁଅ ଭାବନୀ ଶଙ୍କର ପାତ୍ର ଓ ଗୋଚ୍ଛାଗୁଡ଼ା ଗାଁର…

ଅଳ୍ପକେ ବର୍ତ୍ତିଲେ ୩୦ ଯବାନ: ଛତିଶଗଡ଼ ସୁକମାରେ ମାଓବାଦୀ ଖଞ୍ଜିଥିଲେ ୧୦ କେଜିର ଲ୍ୟାଣ୍ଡମାଇନ୍‌, ପଣ୍ଡ ହେଲା ଯୋଜନା

ମାଲକାନଗିରି: ଅଳ୍ପକେ ବର୍ତ୍ତିଲେ ୩୦ ଯବାନ। ପଣ୍ଡ ହେଲା ମାଓ ଯୋଜନା। ଛତିଶଗଡ଼ର ସୁକମା ଜିଲ୍ଲାରେ ପୋଲିସକୁ ଟାର୍ଗେଟ କରି ମାଓବାଦୀ ଖଞ୍ଜିଥିଲେ ୧୦ କେଜିର ଲ୍ୟାଣ୍ଡମାଇନ୍‌। ଏସ୍‌ଟିଏଫ୍‌ ଓ ଡିଆରଜି ଯବାନ ଅପରେସନ୍‌ ବେଳେ ପଣ୍ଡାଚିନ୍ତଲନାର ଗାଁ ଦେଇ ଯାଇଥିବା ମୁଖ୍ୟ ରାସ୍ତାରେ…

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା: ଏନକାଉଣ୍ଟରରେ ହାର୍ଡକୋର ମାଓନେତା ହିଡ଼ମାର ମୃତ୍ୟୁ

ମାଲକାନଗିରି : ଟପ୍‌ ମାଓନେତା ହିଡ଼ମା ମୃତ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ପୋଲିସକୁ ବଡ଼ ସଫଳତା । ଚିକପାଲ ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପୋଲିସ ଏନକାଉଣ୍ଟରରେ ହାର୍ଡକୋର ମାଓନେତା ହିଡ଼ମାର ମୃତ୍ୟୁ ହୋଇଛି ।ମୃତ ଦେହ ଉଦ୍ଧାର ପରେ ଏହା ଟପ୍‌…

ମାଲକାନଗିରି: ଯବାନଙ୍କୁ ମିଳିଲା ବଡ ସଫଳତା, ବଡ ଧରଣର ମାଓ ଯୋଜନାକୁ ପଣ୍ଡ କଲେ BSF ଟିମ

ମାଲକାନଗିରି(କେ ନ୍ୟୁଜ): ଜିଲ୍ଲା ସ୍ୱାଭିମାନ୍‌ ଅଞ୍ଚଳରେ ଯବାନଙ୍କୁ ବଡ ସଫଳତା । ବଡ ଧରଣର ମାଓ ଯୋଜନାକୁ ପଣ୍ଡ କଲେ BSF ଯବାନ୍‌। ହାଣ୍ଡିଖାଲ ନିକଟରେ ୫ କିଲୋର ଲ୍ୟାଣ୍ଡମାଇନ୍‌, ୱାକିଟିକି, ମାଓ ପୋଷାକ ଓ ବିପୁଳ ପରିମାଣର ବ୍ୟବହୃତ ସାମଗ୍ରୀ ଜବତ କରିଛନ୍ତି। ଗୋରାସେତୁ BSF…

କଳାହାଣ୍ଡି ସିପିଆଇ ମାଓବାଦୀ ପକ୍ଷରୁ ଓଡିଶା ବନ୍ଦ ଡାକରା: ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ଅବରୋଧ, ଯାତାୟାତ…

କଳାହାଣ୍ଡି: କଳାହାଣ୍ଡି ସିପିଆଇ ମାଓବାଦୀ ପକ୍ଷରୁ ଡ଼ିସେମ୍ବର ୨୮ ତାରିଖ ବନ୍ଦ ଡାକରା ଦେଇ ବିଭିନ୍ନ ସ୍ଥାନରେ ଗଛ କାଟି ରାସ୍ତା ଅବରୋଧ ସଙ୍ଗେ ପୋଷ୍ଟର ବ୍ୟାନର ମାଧ୍ୟମରେ ମାଓ ଆନ୍ଦୋଳନ ରେ ସାମିଲ ପାଇଁ ଆହ୍ବାନ। ରାଜ୍ୟ ରାଜପଥ -୪୪ ଜାକମ ନିକଟରେ ଗଛକାଟି ରାସ୍ତା ଅବରୋଧ କରିଛନ୍ତି।…

ମାଲକାନଗିରିରେ ଫେଲ ମାରିଲା ମିଳିତ ଅପରେସନ, ହାତରୁ ଖସିଗଲେ ଟପ୍‌ କ୍ୟାଡର ମାଓବାଦୀ

ମାଲକାନଗିରି (କେ ନ୍ୟୁଜ):  ମାଓ କ୍ୟାମ୍ପ ଧ୍ୱଂସ । ହାତରୁ ଖସିଗଲେ ଅନେକ ଟପ୍‌ କ୍ୟାଡର ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ଦାନ୍ତେୱାଡା ଜିଲ୍ଲାରେ DRG, STF ଓ CRPF ଜବାନଙ୍କ ମିଳିତ ଅପରେସନ୍‌ ବେଳେ ମାଓବାଦୀଙ୍କ କ୍ୟାମ୍ପ ଧ୍ୱଂସ ହୋଇଯାଇଛି । ତିମେନାର ଜଙ୍ଗଲରେ ଶତାଧିକ…

ଆଜିଠାରୁ ୭ଦିନ ବ୍ୟାପି ମାଓବାଦୀମାନେ ପାଳନ କରିବେ ପିଏଲଜିଏ ସପ୍ତାହ, ରାଜ୍ୟର ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା…

କେନ୍ଯୁଜ୍: ଆଜିଠାରୁ ୭ଦିନ ବ୍ୟାପି ମାଓବାଦୀମାନେ ପାଳନ କରିବେ ପିଏଲଜିଏ ସପ୍ତାହ । ରାଜ୍ୟର ମାଓ ଅଧ୍ୟୁଷିତ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ରାୟଗଡା ଜିଲ୍ଲାର କଲ୍ୟାଣସିଂହପୁର,ବିଷମକଟକ ଓ ମୁନିଗୁଡାର ଦୁର୍ଗମ ଡଙ୍ଗରିଆ ଅଞ୍ଚଳରେ କମ୍ବିଂ ଅପରେସନ୍‌କୁ ଜୋରଦାର କରାଯାଇଛି । ଚାଲିଛି…

କର୍ତ୍ତବ୍ୟନିଷ୍ଠ ସାଙ୍ଗକୁ ବିଭିନ୍ନ ସମୟରେ ମାନବିକତା ଓ ଅସହାୟର ସାଥୀ ପାଲଟୁଛି ପୋଲିସ,ଗୁଳିମାଡରେ ଆହତ ମାଓବାଦୀକୁ…

କେନ୍ୟୁଜ୍(ବ୍ୟୁରୋ):  ପୋଲିସର ମହାନତା । ଗୁଳି ବିନିମୟରେ ଆହତ ମାଓବାଦୀକୁ ଡାକ୍ତରଖାନାରେ ଭର୍ତ୍ତି କରି ଦେଇଛି ମାନବିକତାର ପରିଚୟ । ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ଯନ୍ତ୍ରୀ ଜଙ୍ଗଲରେ ୨୬ ତାରିଖରେ ମୁହାଁମୁହିଁ ହୋଇଥିଲେ ପୋଲିସ-ମାଓବାଦୀ । ଗୁଳିମାଡ଼ରେ ଜଣେ ହାର୍ଡକୋର ମାଓବାଦୀର…

ଗଞ୍ଜାମ କନ୍ଧମାଳ ସୀମାନ୍ତରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ, ବିପୁଳ ପରିମାଣରେ ମାଓ ସାମଗ୍ରୀ ସହ ବନ୍ଧୁକ ଜବତ

ଗଞ୍ଜାମ: ଗଞ୍ଜାମ କନ୍ଧମାଳ ସୀମାନ୍ତରେ ପୋଲିସ ଓ ମାଓବାଦୀ ଗୁଳିବିନିମୟ । ଏସଓଜି ପକ୍ଷରୁ କମ୍ବିଂ ଅପରେସନ ବେଳେ ଗଞ୍ଜାମ କନ୍ଧମାଳ ସୀମାନ୍ତ ଚେଇପଲି ଗାଁ ନିକଟସ୍ଥ ଲଣ୍ଡବାଲି ଜଙ୍ଗଲରେ ସୁରକ୍ଷା କର୍ମୀ ଓ ମାଓବାଦୀ ଗୁଳି ବିନିମୟ ହୋଇଛି । ଗୁଳି ବିନିମୟରେ କୌଣସି ମାଓବାଦୀ ମୃତାହତ ହୋଇ…

ଆମକୁ ଶାନ୍ତି ଦରକାର, ହିଂସା ନୁହେଁ: ମାଲକାନଗିରି ଖଜୁରୀଗୁଡାରେ ୧୦ରୁ ଅଧିକ ଗ୍ରାମବାସୀ ମିଳିତ ହୋଇ ଉଠାଇଲେ ମାଓ…

ମାଲାକାନଗିରି: ମାଲାକାନଗିରିରେ ମାଓ ବିରୋଧୀ ସ୍ୱର । ମାଲକାନଗିରି ଖଜୁରୀଗୁଡା ଠାରେ ୧୦ରୁ ଅଧିକ ଗ୍ରାମବାସୀ ମିଳିତ ହୋଇ ମାଓବାଦୀଙ୍କୁ ବିରୋଧ କରିବା ସହ ମାଓ ବିରୋଧି ମେଳି କରିଛନ୍ତି । ଆମକୁ ଶାନ୍ତି ଦରକାର, ହିଂସା ନୁହେଁ, ନୀରିହ ଜନତାଙ୍କୁ ମାରିବା ବନ୍ଦ କରାଯାଉ ଏବଂ ମୃତ ଦାଶ…

ମାଲକାନଗିରି ସ୍ୱାଭିମାନ ଅଞ୍ଚଳ ପଣସପୁଟରେ ପୁଣି ପ୍ରଜାମେଳି, ଏକାଠି ହେଲେ ୩ ହଜାରରୁ ଅଧିକ ଲୋକ

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳ ପଣସପୁଟରେ ପୁଣି ପ୍ରଜାମେଳି । ଏକାଠି ହେଲେ ୩ ହଜାରରୁ ଅଧିକ ଲୋକ । ସ୍ୱାଧୀନତାର ଦଶନ୍ଧି ଦଶନ୍ଧି ହେବ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଇ ଜୀବନ ଯାପନ କରୁଛନ୍ତି । ଟିକସ ନାଁରେ ସରକାର ଏବଂ ସ୍ଥାନୀୟ ପ୍ରଶାସନ ବିନାଶ କରୁଛନ୍ତି ।…