Browsing Tag

marigold

ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଗେଣ୍ଡୁ ଫୁଲ, ଜାଣନ୍ତୁ ବ୍ୟବହାର କରିବାର ଉପାୟ

ଫୁଲକୁ ଈଶ୍ୱରଙ୍କୁ ଅର୍ପଣ କରାଯାଏ। କିନ୍ତୁ ଏହାର ଆହୁରି ମଧ୍ୟ ଅନେକ ଉପକାର ରହିଛି, ଯାହା ହୁଏତ ଆପଣ ଜାଣିନଥିବେ। ମୁଖ୍ୟତଃ ଗେଣ୍ଡୁ ଫୁଲକୁ ପୂଜା କରିବାରେ ବ୍ୟବହାର କରାଯାଏ। କିନ୍ତୁ ଏହାକୁ ଆପଣ ନିଜ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବ୍ୟବହାର କରିପାରିବେ। ଏହାର ଅନେକ ଔଷଧୀୟ ଉପକାରିତା ରହିଛି।…

ଗେଣ୍ଡୁ ଫୁଲ ଚା’ ଶରୀର ପାଇଁ ହୋଇଥାଏ ଖୁବ ଲାଭକାରୀ, ଜାଣନ୍ତୁ ଔଷଧିୟ ଗୁଣ

ଆଜି ପର୍ଯ୍ୟନ୍ତ ଆପଣ ଗେଣ୍ଡୁ ଫୁଲକୁ କେବଳ ପୂଜା ପାଇଁ ବ୍ୟବହାର ହେଉଥିବାର ଜାଣିଥିବେ । ଘର ସଜାଇବା କାମରେ ମଧ୍ୟ ଏହି ଫୁଲକୁ ବ୍ୟବହାର କରାଯାଏ । କିନ୍ତୁ ଆପଣ ଜାଣନ୍ତି କି ଗେଣ୍ଡୁ ଫୁଲର ଅନେକ ଔଷଧିୟ ଗୁଣ ମଧ୍ୟ ରହିଛି । ଯାହା ଆପଣଙ୍କ ତ୍ୱଚା ସହ ଶରୀରକୁ ମଧ୍ୟ ସୁସ୍ଥ ରଖିଥାଏ ।…

ଗେଣ୍ଡୁ ଫୁଲରେ ଲୁଚି ରହିଛି ଅନେକ ରୋଗର ଉପଚାର, ଆପଣ ବି ଥରେ ବ୍ୟବହାର କରି ଦେଖନ୍ତୁ

ବର୍ତ୍ତମାନ ଚାଲିଛି ଶୀତଋତୁ। ଏହି ଦିନେ ଗେଣ୍ଡୁ ଫୁଲ ଅଧିକ ମାତ୍ରାରେ ଫୁଟିଥାଏ। ଏହା ଆମ ବାଡ଼ି, ବଗିଚା ଏବଂ ଘର ଆଖପାଖରେ ସହଜରେ ମିଳିଯାଇଥାଏ। ମୁଖ୍ୟତଃ ସାଜସଜ୍ଜା ପାଇଁ ଗେଣ୍ଡୁ ଫୁଲ ବ୍ୟବହାର କରାଯାଇଥାଏ। କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଗେଣ୍ଡୁ ଫୁଲ ଦ୍ୱାରା କିପରି ଆମକୁ ସ୍ୱାସ୍ଥ୍ୟ…