Browsing Tag

market building

ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉତ୍ତେଜନା, ଉଠାଦୋକାନୀ ଓ ସ୍ଥାୟୀ ବ୍ୟବସାୟୀ ମୁହାଁମୁହିଁ

 ଭୁବନେଶ୍ୱର(କେନ୍ୟୁଜ୍):  ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉତ୍ତେଜନା  । ପୁଣି ଅଶାନ୍ତି ହୋଇଛି ମାର୍କେଟ ବିଲ୍ଡିଂ । ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀ ହେଲେ ମୁହାଁମୁହିଁ । ଜବରଦସ୍ତ ଦୋକାନ ଖୋଲିଥିବାରୁ  ଉଠା ଦୋକାନୀଙ୍କୁ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନର କଡ଼ା ବିରୋଧ । ଜବରଦସ୍ତ…

ଶୁଣିଲାନି ବିଏମସି, ଆଜିଠୁ ଅନିର୍ଦ୍ଦିଷ୍ଟକାଳ ଯାଏ ୟୁନିଟ୍‌ ୨ ମାର୍କେଟ୍‌ ବିଲ୍ଡିଂ ବନ୍ଦ

କେନ୍ୟୁଜ(ବ୍ୟୁରୋ) : ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀଙ୍କ ବିବାଦର ସମାଧାନ ହେଲାନି । ଶେଷରେ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟକାଳ ଯାଏ ବନ୍ଦ କରିଦିଆଯାଇଛି । ପ୍ରତିବାଦରେ ଆଜିଠୁ ୧୬୫ ବ୍ୟବସାୟୀ ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି ।…

ସଂଘର ବିଭିନ୍ନ ଦାବିକୁ ମାନିଲା ବିଏମସି, ୪ ଦିନ ପରେ ଖୋଲିଲା ମାର୍କେଟ ବିଲଡିଂ

ଭୁବନେଶ୍ୱର(କେନ୍ୟୁଜ୍): ଖୋଲିଲା ମାର୍କେଟ ବିଲଡିଂ । ୪ ଦିନ ପରେ ଖୋଲିଛି। ତେବେ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ୍‌ର ଦାବି ଅନୁଯାୟୀ ମାର୍କେଟ ବିଲ୍‌ଡିଂ ପରିସରରେ କୌଣସି ଉଠାଦୋକାନୀଙ୍କୁ ବସିବାକୁ ଦିଆଯିବନାହିଁ ବୋଲି BMC ରାଜି ହେବା ପରେ ମାର୍କେଟ ବିଲ୍‌ଡିଂ ଖୋଲିବାକୁ ଆସୋସିଏସନ୍‌ ରାଜି…

ଆସନ୍ତାକାଲି ଖୋଲିବ ମାର୍କେଟ ବିଲଡିଂ, ଏହି ସବୁ ଦାବିକୁ ମାନିନେଲା ବିଏମସି

ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତାକାଲି ଖୋଲିବ ମାର୍କେଟ ବିଲଡିଂ। ବିଏମସି ସହିତ ଆଲୋଚନା ପରେ ଗଣମାଧ୍ୟମକୁ ସୂଚନା ଦେଇଛି ମାର୍କେଟ ବିଲଡିଂ ବ୍ୟବସାୟୀ ସଙ୍ଘ।  ସଙ୍ଘର ବିଭିନ୍ନ ଦାବିକୁ ମାନିନେଇଛି ବିଏମସି। ପ୍ରତି ସପ୍ତାହରେ ଉଛେଦ କାର୍ଯ୍ୟ ଜାରି ରହିବା ସଙ୍ଗେ ସୁରକ୍ଷା ପାଇଁ ସମ୍ପୂର୍ଣ…

ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ, ବାହାରିପାରିଲାନି ସମାଧାନର ବାଟ

ଭୁବନେଶ୍ବର(କେନ୍ୟୁଜ୍): ମାର୍କେଟ ବିଲ୍ଡିଂ ବନ୍ଦ । କିଏ ବସିବ କିଏ ଉଠିବ ତାକୁ ନେଇ ଚାଲିଛି ଟଣାଓଟରା । ସ୍ଥାୟୀ ଦୋକାନୀ ଓ ଉଠା ଦୋକାନୀ ମଧ୍ୟରେ ଚାଲିଛି ବିବାଦ । ଉଭୟ ଉଭୟଙ୍କୁ ଲଗାଉଛନ୍ତି ଆରୋପ ପ୍ରତ୍ୟାରୋପ । ଆଜି ବି ଏମ ସି ରେ ଏନେଇ ବସିଥିଲା ଗୁରୁତ୍ବପୁର୍ଣ ବୈଠକ। ଅତିରିକ୍ତ କମିଶନର…

ଭୁବନେଶ୍ବର: ଉଠା ଦୋକାନୀ ଓ ମାର୍କେଟ ବିଲଡିଂ ଆସୋସିଏସନ ସଦସ୍ୟଙ୍କ ମଧ୍ୟରେ ଧସ୍ତାଧସ୍ତି, ଆଜି ପାଇଁ ମାର୍କେଟ ବିଲ୍ଡିଂ…

ଭୁବନେଶ୍ବର (କେନ୍ୟୁଜ୍):  ମାର୍କେଟ ବିଲ୍ଡିଂରେ ଉତ୍ତେଜନା। ଉଠା ଦୋକାନୀ ଓ ମାର୍କେଟ ବିଲଡିଂ ଆସୋସିଏସନ ସଦସ୍ୟଙ୍କ ମଧ୍ୟରେ ଧସ୍ତା ଧସ୍ତି। ଉଠଦୋକାନୀ ଜୋରଜବରଦସ୍ତ ମାର୍କେଟ ବିଲ୍ଡିଂରେ ଦୋକାନ କରୁଥିବାରୁ ଆସୋସିଏସନ ପକ୍ଷରୁ ତାଙ୍କୁ ବିରୋଧ କରାଯାଇଥିଲା ଫଳରେ ଉତେଜନା ସୃଷ୍ଟି ହୋଇଥିଲା।…

ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେଲା ମାର୍କେଟ ବିଲ୍ଡିଂ: ଉଠା ଦୋକାନୀଙ୍କୁ ବିରୋଧ କରି କାଲି BMC ଅଫିସ ଘେରିବ ସଙ୍ଘ

ଭୁବନେଶ୍ବର(କେନ୍ୟୁଜ୍): ଜିଦ୍‌ରେ ଅଟଳ ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ବୈଠକ ପରେ ବି ବହାରିପାରିଲାନି ନିଷ୍କର୍ସ । ଖୋଲିନି ମାର୍କେଟ ବିଲ୍‌ଡିଂ, ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ । ଲିଖିତ ପ୍ରତିଶୃତି ନ ମିଳିବା ଯାଏଁ ବନ୍ଦ ରହିବ ସମସ୍ତ ଦୋକାନ । ସାମ୍ବାଦିକ ସମିଳନୀରେ ଏନେଇ ସୂଚନା…

ସିଲ୍‌ ହେଲା ଭୁବନେଶ୍ୱର ମାର୍କେଟ ବିଲଡିଂ, ସୋମବାର ଖୋଲିବ

କେନ୍ୟୁଜ୍(ବ୍ୟୁରୋ):  ସିଲ୍‌ ହେଲା ଭୁବନେଶ୍ୱର ମାର୍କେଟ ବିଲଡିଂ । ଦୁଇ ଦିନ ପାଇଁ ସିଲ୍‌ କଲା ବିଏମସି । ଭୁବନେଶ୍ୱର ଡିସିପି ଓ ବିଏମସି ଜୋନାଲ୍‌ କମିଶନରଙ୍କ ଉପସ୍ଥିତିରେ ମାର୍କେଟିଂ ସିଲ୍‌ କରାଯାଇଛି । ଲୋକ କରୋନା କଟକଣା ମାନୁ ନଥିବାରୁ ପଦକ୍ଷେପ ନେଇଛି ପ୍ରଶାସନ । ମାର୍କେଟ…

ଫିକା ହେଲା ରଜ ସପିଂ, ସିଲ ହେଲା ଭୁବନେଶ୍ୱର ମାର୍କେଟ ବିଲଡିଂ ! ଅତ୍ୟଧିକ ଭିଡ ଯୋଗୁଁ ସିଲ୍‌ କଲା ବିଏମସି

ଦିନକ ପରେ ରଜ। ଆଉ ଆଜି ସିଲ ହେଲା ଭୁବନେଶ୍ୱର ମାର୍କେଟ ବିଲଡିଂ। ରଜ ସଜବାଜ ପାଇଁ ବଜାରକୁ ସୁଅ ଛୁଟୁଥିଲା ଲୋକଙ୍କର। ଆସନ୍ତା ଶନିବାର ଓ ରବିବାର ସଟଡାଉନ ଥିବାରୁ ବଜାରରେ ଦେଖିବାକୁ ମିଳୁଛି ପ୍ରବଳ ଭିଡ। କରୋନା କଟକଣାକୁ ନମାନି ଲୋକେ ବଜାରରେ ଗହଳି ଜମାଉଛନ୍ତି। ଲୋକଙ୍କୁ ଦେଖିଲେ…

ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା, ମୁଖ୍ୟ ଅଭିଯୁକ୍ତ ଗୋପୀନାଥ ନାୟକକୁ ଗିରଫ…

ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ୍ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣାରେ ଆଉ ଜଣେ ଗିରଫ। ମୁଖ୍ୟ ଅଭିଯୁକ୍ତ ଗୋପୀନାଥ ନାୟକକୁ ଗିରଫ କରାଯାଇଛି। ଗଜପତିରୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଏନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟ୍ଵିଟ୍ କରି ସୂଚନା ଦେଇଛନ୍ତି ।…

ଭୁବନେଶ୍ୱର ମାର୍କେଟ୍‌ ବିଲଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣା, ୧୮ ଜଣଙ୍କୁ ଗିରଫ କଲା କମିଶନରେଟ୍‌ ପୋଲିସ

ଭୁବନେଶ୍ୱର : ଭୁବନେଶ୍ୱର ମାର୍କେଟ୍‌ ବିଲ୍ଡିଂରେ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଆତଙ୍କ ଘଟଣାରେ ୧୮ ଜଣ ଗିରଫ । ୧୮ ଜଣଙ୍କୁ ଗିରଫ କରାଯାଇଥିବା ନେଇ ସୂଚନା ଦେଇଛି କମିଶନରେଟ୍‌ ପୋଲିସ । ଏହା ସହ ୫ଟି ବାଇକ୍‌ ଜବତ ହୋଇଛି । ଗତକାଲି ସଂଧ୍ୟାରେ ୨୦ରୁ ୨୫ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ମାର୍କେଟ୍‌…