ଗିରଫ ହୋଇ ପାରନ୍ତି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ ଏବଂ ଝିଅ ମରିୟମ୍ ନଓ୍ଵାଜ୍
ନୂଆଦିଲ୍ଲୀ : ଆଜି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ ବ୍ରିଟେନ୍ରୁ ଇସଲାମାବାଦ ଫେରୁଛନ୍ତି। ଏଣୁ ସେ ଆଜି ଗିରଫ ହୋଇପାରନ୍ତି ନେଇ ଚର୍ଚ୍ଚା ଯୋର ଧରିଛି। ତାଙ୍କ ସହ ଝିଅ ମରିୟମ୍ ନଓ୍ଵାଜ୍ ବି ଗିରଫ ହେବେ। ବିମାନବନ୍ଦରରୁ ଦୁହିଁଙ୍କୁ ଗିରଫ କରାଯିବ ବୋଲି ସୂଚନା ଦେଇଛି…