Browsing Tag

Massive fire

ଗାଜିପୁର ଲ୍ୟାଣ୍ଡଫିଲ୍‌ରେ ଅଗ୍ନିକାଣ୍ଡ : ଜଳୁଛି ଅଳିଆ ଗଦା, ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ

ରବିବାର ସନ୍ଧ୍ୟାରେ ପୂର୍ବ ଦିଲ୍ଲୀର ଗାଜିପୁର ଲ୍ୟାଣ୍ଡଫିଲ୍ ସାଇଟ୍ ତଥା ଆବର୍ଜନା ପଡୁଥିବା ସ୍ଥାନରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡ ପାଇଁ ଅଧିକାରୀମାନେ ଗରମ ଏବଂ ଶୁଖିଲା ପାଗକୁ ଦାୟୀ କରିଛନ୍ତି । ରବିବାର ରାତି ୮ ଟାରୁ ଅଳିଆ ଗଦା କ୍ରମାଗତ ଭାବରେ ଜଳୁଛି । ଏହି…

ମୁମ୍ବାଇର ରାମ ମନ୍ଦିର ଅଞ୍ଚଳରେ ଅଗ୍ନିକାଣ୍ଡ, କେମିକାଲ ଡ୍ରମରେ ହେଲା ବିସ୍ଫୋରଣ

ମୁମ୍ବାଇର ରାମ ମନ୍ଦିର ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ରାମ ମନ୍ଦିର ଅଞ୍ଚଳରେ ଥିବା ଏକ କୋଠା ନିକଟରେ ରଖାଯାଇଥିବା କେମିକାଲ ଡ୍ରମରେ କ୍ରମାଗତ ଭାବରେ ବିସ୍ଫୋରଣ ହୋଇଛି । ତେବେ ସେଠାରେ ଏହି ଘଟଣା ପରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଛି । ନିଆଁ ଲାଗିବା ପରେ ଟ୍ରାଫିକ…

ମହାରାଷ୍ଟ୍ର: ମହମବତୀ ତିଆରି ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ୬ ଜିଅନ୍ତା ଜଳିଗଲେ

ମହାରାଷ୍ଟ୍ରର ପିମ୍ପରୀ ଚିଞ୍ଚଓ୍ଵାଡ୍‌ରେ ଏକ ମହମବତୀ ତିଆରି କାରଖାନାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୬ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ପିମ୍ପରୀ ଚିଞ୍ଚଓ୍ଵାଡ୍‌ ନଗର ନିଗମର କମିଶନର ଶେଖର ସିଂ କହିଛନ୍ତି ଯେ ଘଟଣା ପିମ୍ପରୀ ଚିଞ୍ଚଓ୍ଵାଡ୍‌ ସହରର ତଲାଓ୍ଵଡେ ଅଞ୍ଚଳରେ…

ଚୀନ: କୋଇଲା କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ୨୫; ୫୦ରୁ ଅଧିକ ଆହତ

ଚୀନରେ ଆଜି ଏକ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଠାରେ ଶାଙ୍କ୍‌ସି ପ୍ରଦେଶର ଲୁଲିୟାଙ୍ଗରେ ଥିବା ଏକ କୋଇଲା କମ୍ପାନୀର ବିଲ୍ଡିଂରେ ନିଆଁ ଲାଗି ୨୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ସକାଳ ପ୍ରାୟ ୬ଟା ୫୦ ମିନିଟ୍‌ରେ ଘଟିଥିବା ସୂଚନା ରହିଛି। ଦୁର୍ଘଟଣା ପରେ ଏ ପର୍ଯ୍ୟନ୍ତ ୬୩ ଜଣଙ୍କୁ…

ଝାଡ଼ଖଣ୍ଡ: କସ୍‌ମେଟିକ ଦୋକାନରେ ଲାଗିଲା ଭୀଷଣ ନିଆଁ; ୪ ବର୍ଷର ଝିଅ ସମେତ ପରିବାରର ୩ ମୃତ

ଝାଡ଼ଖଣ୍ଡର ଧନବାଦରେ କେନ୍ଦୁଆଡିହ ଥାନା ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଦୁଇ ମହିଳା ଏବଂ ୪ ବର୍ଷର ଏକ ଝିଅର ମୃତ୍ୟୁ ହୋଇଛି। ଏକାଧିକ ଲୋକ ନିଆଁରେ ପୋଡ଼ି ହୋଇ ଆହତ ହୋଇଛନ୍ତି। ସ୍ଥାନୀୟ ଡାକ୍ତରଖାନାରେ ସେମାନଙ୍କ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରେ ଦେଢ଼…

ମହାରାଷ୍ଟ୍ର: ଔଷଧ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ୮ ମୃତଦେହ ଉଦ୍ଧାର; ଆଉ ୩ ଜଣଙ୍କୁ ଖୋଜୁଛି NDRF ଟିମ୍‌

ମହାରାଷ୍ଟ୍ରର ରାୟଗଡ଼ ଜିଲ୍ଲାରେ ଏକ ଔଷଧ କମ୍ପାନୀର ଫ୍ୟାକ୍ଟ୍ରିରେ ବ୍ୟାପକ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୮ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ଶନିବାର ସନ୍ଧ୍ୟା ସୁଦ୍ଧା ଏହି ମୃତଦେହଗୁଡ଼ିକୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ…

ଇରାନ୍‌ର ନିଶାମୁକ୍ତି କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ, ୨୭ ଜୀବନ୍ତ ଦଗ୍ଧ

ଉତ୍ତର ଇରାନର ଗିଲାନ ରାଜ୍ୟରେ ଥିବା ଏକ ନିଶାମୁକ୍ତି କେନ୍ଦ୍ରରେ ଶୁକ୍ରବାର ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୨୭ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଆହତ ହୋଇଥିବା ଖବର ରହିଛି। ରିପୋର୍ଟ ମୁତାବକ, ଲାଙ୍ଗ୍ରାଉଡ ସହରରେ ଥିବା ଏହି ନିଶାମୁକ୍ତି କେନ୍ଦ୍ରରେ ବ୍ୟାପକ ଅଗ୍ନିକାଣ୍ଡ…

ବେଙ୍ଗାଲୁରୁ ଡିପୋରେ ଭୟାବହ ଅଗ୍ନିକାଣ୍ଡ, ୧୮ଟି ବସ୍‌ ଜଳି ପାଉଁଶ

ବେଙ୍ଗାଲୁରୁର ବୀରଭଦ୍ର ନଗରସ୍ଥିତ ଏକ ବସ୍‌ଷ୍ଟାଣ୍ଡରେ ଭୀଷଣ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୮ଟି ବସ୍‌ ଜଳି ପାଉଁଶ ହୋଇଯାଇଛି। ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଗ୍ୟାରେଜ୍‌ରେ ପ୍ରଥମେ ନିଆଁ ଲାଗିଥିଲା ଏବଂ ପରେ ଅନ୍ୟତ୍ର ବ୍ୟାପି ଯାଇଥିବା ଅନୁମାନ କରାଯାଉଛି। ପାଖରେ ଥିବା…

ଫିରୋଜାବାଦର କାଠ ବଜାରରେ ଭୀଷଣ ନିଆଁ, ୨୪ ଦୋକାନ ଜଳି ପାଉଁଶ

ଉତ୍ତର ପ୍ରଦେଶର ଫିରୋଜାବାଦରେ ଥିବା କାଠ ବଜାରରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡର ନିଆଁ ଅନେକ କିଲୋମିଟର ଦୂରରୁ ଦେଖାଯାଉଛି। ଘଟଣା ପରେ ଅଗ୍ନିଶମ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ସିଟି ଏପ୍‌ପି ସର୍ଭେଶ ମିଶ୍ର କହିଛନ୍ତି ଯେ…

ତାମିଲନାଡ଼ୁ: ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ, ୭ ଶ୍ରମିକ ମୃତ; ୮ ଗୁରୁତର

ତାମିଲନାଡ଼ୁରେ ବାଣଜନିତ ଦୁର୍ଘଟଣା ଥମିବାର ନାଁ ଧରୁନାହିଁ। ନିକଟରେ ଅକ୍ଟୋବର ୪ରେ ମୟିଲାଦୁଥୁରାଇ ଜିଲ୍ଲାର ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟି ୪ ଜଣଙ୍କ ମୃତ୍ୟୁ ହୋଇଥିଲା। ଏବେ ପୁଣି ସୋମବାର ଅରିୟାଲୁର ଜିଲ୍ଲାରେ ଥିବା ଏକ ବାଣ ଗୋଦାମରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୭ ଜଣଙ୍କ…

ଗୁଜରାଟ: ଗୋଧ୍ରା ଯାଉଥିବା ମେମୁ ଟ୍ରେନ୍‌ରେ ଭୀଷଣ ଅଗ୍ନିକାଣ୍ଡ; ୨ଟି ବଗି ଜଳି ଛାରଖାର୍‌

ଗୁଜରାଟର ଦାହୋଦରୁ ଗୋଧ୍ରା ଯାଉଥିବା ଏକ ଯାତ୍ରୀବାହୀ ଟ୍ରେନରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ନିଆଁକୁ ଦେଖି ଯାତ୍ରୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଯାତ୍ରୀମାନେ ଭୟଭୀତ ହୋଇ ଟ୍ରେନ୍‌ର ଅନ୍ୟ ବଗିକୁ ଦୌଡ଼ି ପଳାଇଥିଲେ। ଡ୍ରାଇଭର ତୁରନ୍ତ ଟ୍ରେନକୁ ଅଟକାଇ ନିକଟସ୍ଥ ଜେକୋଟ ରେଳ…

ଜୋହାନ୍ସବର୍ଗରେ ନିଆଁର ତାଣ୍ଡବ; ବହୁମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୫୨ ଜଣଙ୍କ ମୃତ୍ୟୁ

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଏକ ବହୁମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ୪୩ ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ସକାଳେ ଏହି…