Browsing Tag

Mathura

ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ମୁସଲିମ୍‌ ପକ୍ଷଙ୍କୁ ଝଟ୍‌କା, ସୁପ୍ରିମ୍‌କୋର୍ଟ ଖାରଜ କଲେ ମସ୍‌ଜିଦ କମିଟିର…

ମଥୁରା ଶ୍ରୀକୃଷ୍ଣ ଜନ୍ମଭୂମି ବିବାଦ ମାମଲାରେ ସୁପ୍ରିମକୋର୍ଟ ମସ୍‌ଜିଦ କମିଟିର ଆବେଦନ ପ୍ରତ୍ୟାଖ୍ୟାନ କରିଛନ୍ତି । ମସଜିଦ କମିଟି ଆହ୍ଲାବାଦ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରିଥିଲା, ଯେଉଁଥିରେ ହାଇକୋର୍ଟ ଏହି ବିବାଦ ସହ ଜଡିତ ୧୫ଟି ମାମଲାକୁ ଏକାଠି ଶୁଣାଣି କରିବାକୁ ନିଷ୍ପତ୍ତି…

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା: ଆହ୍ଲାବାଦ ହାଇକୋର୍ଟଙ୍କ ବଡ଼ ଆଦେଶ, ଶାହୀ ଇଦ୍‌ଗାହ ପରିସରରେ ହେବ ଏଏସ୍‌ଆଇ ସର୍ଭେ

ମଥୁରାସ୍ଥିତ ଶ୍ରୀକୃଷ୍ଣ ଜନ୍ମଭୂମି ମନ୍ଦିର ସଂଲଗ୍ନ ଶାହୀ ଇଦ୍‌ଗାହ ପରିସରରେ ହେବ ଏଏସ୍‌ଆଇ ସର୍ଭେ। ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟ ହିନ୍ଦୁ ପକ୍ଷର ଆବେଦନକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। କୋର୍ଟ ଶାହୀ ଇଦ୍‌ଗାହ ପରିସରର ସର୍ବେକ୍ଷଣ ପାଇଁ ଅଦାଲତଙ୍କ ତତ୍ତ୍ୱାବଧାନରେ ଜଣେ ଆଡ୍‌ଭୋକେଟ…

ମଥୁରା: ସିଏମ୍‌ଓ ଅଫିସ୍‌ରେ ବିଷାକ୍ତ କ୍ଲୋରିନ୍‌ ଗ୍ୟାସ୍‌ ନିର୍ଗତ, ଚେତାଶୂନ୍ୟ ହେଲେ ୧୦ ନର୍ସିଂ ଛାତ୍ରୀ

ଉତ୍ତର ପ୍ରଦେଶର ମଥୁରା ଜିଲ୍ଲାରୁ ଶୁକ୍ରବାର ଏକ ଗ୍ୟାସ୍‌ ଲିକ୍‌ ଘଟଣା ସାମ୍ନାକୁ ଆସିଛି। ଏଠାରେ ସିଏମ୍‌ଓ ଅଫିସ୍‌ରେ ହଠାତ୍ କ୍ଲୋରିନ୍‌ ଗ୍ୟାସ୍ ନିର୍ଗତ ହେତୁ ୧୦ ଜଣ ନର୍ସିଂ ଛାତ୍ରୀ ଚେତାଶୂନ୍ୟ ହୋଇପଡିଥିଲେ। ଏହି ଘଟଣା ପରେ ପୂରା କ୍ୟାମ୍ପସରେ ଭୟର ବାତାବରଣ ଖେଳିଯାଇଥିଲା। ସମସ୍ତ…

ରାଧାଷ୍ଟମୀ: ବରସାନାରେ ରାଧାରାଣୀଙ୍କ ଜନ୍ମ ଉତ୍ସବ; ପଞ୍ଚାମୃତରେ ହେଲା ଲାଡ୍‌ଲି ଜୀଙ୍କ ମହାଭିଷେକ

ମଥୁରାର ସମଗ୍ର ବ୍ରଜ ଅଞ୍ଚଳରେ ଆଜି ରାଧାଷ୍ଟମୀ ପାଳନ କରାଯାଉଛି । ଭାଦ୍ରବ ମାସର ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ବିଶ୍ୱ ପ୍ରସିଦ୍ଧ ଲାଡଲୀ ଜି ମନ୍ଦିରରେ ଭୋର ୪ଟାରେ ରାଧାରାଣୀଙ୍କ ଜନ୍ମ ଉତ୍ସବ ପାଳନ କରାଯାଇଛି । ପ୍ରାତଃ କାଳରେ ମନ୍ଦିରର ସେବାୟତମାନେ ରାଧାରାଣୀଙ୍କ ଦିବ୍ୟ ବିଗ୍ରହର ପଞ୍ଚାମୃତ…

ବିବାହ ବିଚ୍ଛେଦ ପରେ କୃଷ୍ଣ ବନିଲେ ସାହାରା , ଧର୍ମ ବଦଳାଇ ପରିବାର ତ୍ୟାଗ କରି ଚାଲିଆସିଲେ ବୃନ୍ଦାବନଧାମ

କୃଷ୍ଣଙ୍କ ପ୍ରେମରେ ପାଗଳ ହେଲେ ମୁସଲିମ ମହିଳା ଶବନମ । ବୃନ୍ଦାବନ ଆସି ବନିଗଲେ ମୀରା, ନିଜ କୃଷ୍ଣଙ୍କ ପାଇଁ । ଜୀବନର ପରିସ୍ଥିତି ତାଙ୍କୁ ଏମିତି ବାଟରେ ଆଣି ରଖିଲା ଯେଉଁଠି ସେ କୃଷ୍ଣଙ୍କ ଛଡା ଆଉ କେଉଁଠାକୁ ଯିବାକୁ ଇଛା କଲେ ନାହିଁ । ଶେଷରେ ନିଜ ଧର୍ମ ବଦଳାଇଲେ .. ଆଉ ବନିଗଲେ ଶବନମ ରୁ…

ଲୋଭ କଲେନି ଟିଟିଆଇ! ଟ୍ରେନ୍‌ରେ ୫୦ ହଜାର ଟଙ୍କା ଛାଡ଼ି ଚାଲିଯାଇଥିଲେ ଯାତ୍ରୀ, ଡାକି କରିଦେଲେ ଫେରସ୍ତ

ଆଜି ବି ମଣିଷ ଭିତରେ ବଞ୍ଚି ରହିଛି ସଚ୍ଚୋଟପଣିଆ। ଯେଉଁଠି ପଇସା ଦେଖିଲେ କିଛି ଲୋକ ନିଜର ଲୋଭ ସମ୍ଭାଳି ପାରି ନ ଥାଆନ୍ତି, ସେଠି ଜଣେ ଟିଟିଆଇ ସମସ୍ତଙ୍କ ପାଇଁ ସୃଷ୍ଟି କରିଛନ୍ତି ଏକ ଅନନ୍ୟ ଉଦାହରଣ। ଆହ୍ଲାବାଦ-ମଥୁରା ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଟିଟିଆଇଙ୍କୁ ଏକ ସିଟ୍‌ ଉପରୁ ମିଳିଥିବା ନଗଦ…

ପାଟିରେ ପବନ ଫୁଙ୍କି ସ୍ୱାମୀଙ୍କୁ ବଞ୍ଚାଇଲେ ସ୍ତ୍ରୀ! ଚଳନ୍ତା ଟ୍ରେନରେ ହଠାତ୍‌ ଆସିଥିଲା ହୃଦଘାତ; ଏମିତି ସାହାଯ୍ୟ…

ମଥୁରା ରେଳ ଷ୍ଟେସନରୁ ମାନବିକତାର ଏକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଆରପିଏଫ (ରେଳ ସୁରକ୍ଷା ବଳ) ଯବାନଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଜଣେ ରେଳ ଯାତ୍ରୀଙ୍କ ଜୀବନ ରକ୍ଷା ପାଇ ଯାଇଛି। ଚଳନ୍ତା ଟ୍ରେନରେ ଯାତ୍ରୀ ଜଣକ ହଠାତ୍‌ ହୃଦଘାତର ଶିକାର ହୋଇଥିଲେ। ଷ୍ଟେସନରେ ଟ୍ରେନ୍ ଅଟକିବା କ୍ଷଣି…

ମଥୁରା ଷ୍ଟେସନରୁ ଶିଶୁପୁତ୍ର ଚୋରି ଘଟଣା: ବିଜେପି କର୍ପୋରେଟରଙ୍କ ଘରୁ ମିଳିଲା ଶିଶୁପୁତ୍ର, ସ୍ୱାମୀ ଓ ସ୍ତ୍ରୀ ଗିରଫ

ନିକଟରେ ମଥୁରା ରେଳଷ୍ଟେସନରୁ ରାତିରେ ମା’ ପାଖରେ ଶୋଇଥିବା ୭ ମାସର ଶିଶୁପୁତ୍ର ଚୋରି ହେବା ଘଟଣା ନେଇଛି ଭିନ୍ନ ମୋଡ । ଚୋରି ହୋଇଥିବା ଶିଶୁପୁତ୍ରକୁ ଫିରୋଜାବାଦ ବିଜେପି କର୍ପୋରେଟରଙ୍କ ଘରୁ ଠାବ କରିଛି ପୋଲିସ। ପୁଲିସ ଏହି ଘଟଣାରେ ଅଭିଯୁକ୍ତ କର୍ପୋରେଟର ବିନୀତା ଅଗ୍ରୱାଲ ଓ ତାଙ୍କ…

ଆଖି ପିଛୁଳାକେ ଷ୍ଟେସନରୁ ମା’ କୋଳରୁ ପିଲାକୁ ଚୋରି କରି ନେଲା ଚୋର, ଭାଇରଲ ହେଉଛି ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ କିଛି ନା କିଛି ଭିଡିଓ ଭାଇରଲ ହୋଇଥାଏ। କୌଣସି ଭାଇରଲ ଭିଡିଓ ଯୋଗୁଁ କିଏ ଷ୍ଟାର ହୋଇଯାଏ ତ ଆଉ କେଉଁଠି ଚୋର ଧରାପଡେ। ଏବେ ଏମିତି ଏକ ଭାଇରଲ ଭିଡିଓ ଯୋଗୁଁ ରେଳ ଷ୍ଟେସନରୁ ପିଲା ଚୋରି ହେଉଥିବା ଘଟଣା ସାମ୍ନାକୁ ଆସିଛି। ରେଳ ଷ୍ଟେସନରେ ମା’ ପାଖେ ଶୋଇଥିବା ଜଣେ ୭…

କୃଷ୍ଣ ଜନ୍ମାଷ୍ଟମୀରେ ଘରେ ପ୍ରସ୍ତୁତ କରନ୍ତୁ ମଥୁରା ପ୍ରସିଦ୍ଧ ପେଡା; ଜାଣନ୍ତୁ ପ୍ରସ୍ତୁତ ପ୍ରଣାଳୀ

ଆଜି ସାରା ଦେଶରେ ପାଳିତ ହେଉଛି ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପର୍ବ। ଏହି ଅବସରରେ ଘରେ ଘରେ ଉତ୍ସବର ମାହୋଲ। ଏହି ଦିନ ଶ୍ରଦ୍ଧାଳୁମାନେ ଶ୍ରୀକୃଷ୍ଣଙ୍କ ପସନ୍ଦର ଜିନିଷ ପ୍ରସ୍ତୁତ କରି ଭଗବାନଙ୍କୁ ପ୍ରସାଦ ରୂପେ ଅର୍ପଣ କରି ଥାଆନ୍ତି। ଆପଣ ମଧ୍ୟ ଆଜିର ଏହି ସୁଯୋଗକୁ ହାତଛଡ଼ା ନ କରି ଜନ୍ମାଷ୍ଟମୀରେ…

ରାମ ଜନ୍ମଭୂମି ପରି ମଥୁରାରେ ବି ବଡ ମନ୍ଦିର ହେବା ଉଚିତ : ହେମା ମାଲିନୀ

କେନ୍ୟୁଜ ଓଡିଶା : ମଥୁରାର ଭାରତୀୟ ଜନତା ପାର୍ଟି ସାଂସଦ ହେମା ମାଲିନୀ ରବିବାର କାଶୀ ବିଶ୍ୱନାଥ କରିଡର ସମ୍ପର୍କରେ ଉଲ୍ଲେଖ କରିଛନ୍ତି ଏବଂ ଆଶା କରିଛନ୍ତି ଯେ ଅଯୋଧ୍ୟା ଏବଂ କାଶୀ ପରେ ତାଙ୍କ ନିର୍ବାଚନ ମଣ୍ଡଳୀ ମଧ୍ୟ ଏକ ମହାନ ମନ୍ଦିର ପାଇବ । ସେ କହିଛନ୍ତି ଯେ ରାମ ଜନ୍ମଭୂମି ଏବଂ…

ଅଭିଶପ୍ତ ଏହି ଗୋବର୍ଦ୍ଧନ ପର୍ବତରେ ଏବେବି ଶ୍ରୀକୃଷ୍ଣଙ୍କ ଜୀବିତ ରହିବାର ପ୍ରମାଣ ମିଳେ

ଆପଣ ଗୋବର୍ଦ୍ଧନ ପର୍ବତ ସମ୍ପର୍କରେ ପୁରାଣରେ ଅନେକ ବାର ଶୁଣିଥିବେ। କିନ୍ତୁ ଆମେ ଏହି ପର୍ବତକୁ ନେଇ ଏକ ଏମିତି ରହସ୍ୟ ସମ୍ପର୍କରେ କହିବୁ, ଯାହାକୁ ଶୁଣିଲେ ହୁଏତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଗୋବର୍ଦ୍ଧନ ଧାମ ଉତ୍ତର ପ୍ରଦେଶ ଅନ୍ତର୍ଗତ ମଥୁରା ଜିଲ୍ଲାରେ ଥିବା ନଗର ପଞ୍ଚାୟତରେ ରହିଛି ।…