Browsing Tag

mayurbhanj

ମୟୂରଭଞ୍ଜ: ଅମରଦା-ରାସଗୋବିନ୍ଦପୁର ରାସ୍ତା ବାଙ୍କବଣ ଠାରେ କାର ସହ ଅଟୋ ମୁହାଁମୁହିଁ ଧକ୍କା, ୧୫ରୁ ଉର୍ଦ୍ଧ୍ବ ଆହତ

ମୟୂରଭଞ୍ଜ(କେନ୍ୟୁଜ୍):  ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଷ୍ଟେସନ ଅମରଦା-ରାସଗୋବିନ୍ଦପୁର ରାସ୍ତା ବାଙ୍କବଣ ଠାରେ କାର ସହ ଅଟୋର ମୁହାଁମୁହିଁ ଧକ୍କା। ୧୫ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି ।  ଆହତଙ୍କୁ ସ୍ଥାନୀୟ ରାସଗୋବିନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।…

ମାଘେ ପର୍ବ ପାଇଁ ଉତ୍ସବ ମୁଖରିତ ହେଇପଡ଼ିଛି ମୟୂରଭଞ୍ଜ, ମାଦଲର ତାଳେ ତାଳେ ଝୁମୁଛନ୍ତି ଆଦିବାସୀ

ସକାଳୁ ସଞ୍ଜ ଯାଏଁ ପ୍ରକୃତିର ସୌନ୍ଦର୍ଯ୍ୟ ଭିତରେ ହଜିଯାଏ ଏମାନଙ୍କ ଜୀବନ। ରାତି ପାହିଲେ ସୁନେଲି ସକାଳ ଏମାନଙ୍କୁ ଭୁଲାଇ ଦିଏ ଜୀବନର ତମାମ ଯନ୍ତ୍ରଣାକୁ। ସମୟ ସହିତ ଇତିହାସ ପାଲଟିଛି କିଛି ଲୋକ କଳା । ମାଦଲ ବାଜିଲେ ଏମାନଙ୍କ ପାଦ ଅଧିର ହୁଏ ଏବଂ ବଇଁଶୀ ସୁର ମନ ମୁଗ୍ଧ କରିଦିଏ । ଏମାନେ…

ମୟୁରଭଞ୍ଜ: ପୁଣି ପୋଲିସ ନାଁରେ ଗୁଣ୍ଡାଗିରି ଅଭିଯୋଗ, ହେଲେମେଟ ଚେକିଂ ବେଳେ ଆଦିବାସୀ ଯୁବକକୁ ମାଡ଼ ମାରି କଲା…

ରାଇରଙ୍ଗପୁର(କେନ୍ୟୁଜ୍):  MV ଚେକିଂ ବେଳେ ଅମାନିଆଙ୍କୁ ଫାଇନ ବଦଳରେ ମିଳୁଛି ମାଡ। ପୋଲିସ ମାଡରେ ବାଇକ ଚାଳକ ରକ୍ତାକ୍ତ ହେବା ପରେ ଘଟଣା ସ୍ଥଳରେ ଦେଖା ଦେଇଛି ଉତ୍ତେଜନା ।  ଏପରି ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ଅଞ୍ଚଳରେ । ଗତକାଲି ଭଦ୍ରକରେ ପୋଲିସ ମାଡ଼ରେ…

ମୟୁରଭଞ୍ଜ: ବାଟବଣା ହୋଇ ଗାଁ ଭିତରକୁ ଚାଲିଆସିଲା ବିରାଟକାୟ ସମ୍ବର, ବନବିଭାଗ ଉଦ୍ଧାର କଲାବେଳେ ଚାଲିଗଲା ଜୀବନ

କରଞ୍ଜିଆ(କେନ୍ୟୁଜ୍): ମୟୁରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜର ରାଣିପାଟ ଗାଁରୁ ଏକ ବିରାଟକାୟ ସମ୍ବର ଉଦ୍ଧାର କରାଯାଇଥିଲା। ସମ୍ବରଟି ଶିମିଳିପାଳ ଅଭୟାରଣ୍ୟ ଅଞ୍ଚଳରୁ ବାଟବଣା ହୋଇ ଚାଲି ଆସିଥିବା ଅନୁମାନ କରାଯାଉଛି ।  ଆଜି ଅପରାହ୍ନ ୪ଟା ସମୟରେ ଏହି ସମ୍ବରଟି ଗାଁ ଭିତରକୁ…

ମୟୁରଭଞ୍ଜ : ପୋଲ ନିର୍ମାଣ ପାଇଁ ନରବଳି ଦେବାକୁ ଉଦ୍ୟମ ଅଭିଯୋଗ, ଗାଁ ଲୋକଙ୍କ ଭିତରେ ଉତ୍ତେଜନା ପରେ ପୋଲିସ ଗିରଫ କଲା…

ବାରିପଦା (କେ ନ୍ୟୁଜ୍‌) : ପୋଲ ନିର୍ମାଣ ବେଳେ ନରବଳି ଦେବାକୁ ଉଦ୍ୟମ ଅଭିଯୋଗ । ଗାଁରେ ପ୍ରବଳ ଉତ୍ତେଜନା ପରେ ପୋଲିସ୍‌ ପହଞ୍ଚିଲା । ସୂଚନା ଅନୁସାରେ ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ୍‌ର କଳାବାଡିଆ ନିକଟ ୧୮ ନମ୍ବର ଜାତୀୟ ରାଜପଥରେ ଏକ ପୋଲ ନିର୍ମାଣ ହେଉଛି । ଯାହାର ନାଁ…

ମୟୂରଭଞ୍ଜ: ନାତି ପାଇଁ ପ୍ରଥମାଷ୍ଟମୀ ଡ୍ରେସ୍‌ ନେଇ ଯାଇଥିଲେ ଅଜା ହେଲେ ଜ୍ବାଇଁର କଟୁରୀ ଚୋଟରେ ଚାଲିଗଲା ଜୀବନ

ମୟୁରଭଞ୍ଜ(କେନ୍ୟୁଜ୍): ଜ୍ବାଇଁ ନେଇଗଲା ଶ୍ବଶୁର ଜୀବନ। ନାତି ପାଇଁ ଅଷ୍ଟମୀ ଭାର ନେଇ ଯାଇଥିବା ବେଳେ ଶ୍ବଶୁରଙ୍କୁ କଟୁରୀରେ ଆକ୍ରମଣ କଲା ଜ୍ବାଇଁ। ମୟୁରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଖୁଣ୍ଟାପୁର ଗ୍ରାମରେ ଘଟିଛି ଏହି ଘଟଣା। ମୃତ ଶ୍ବଶୁର  ହେଲେ ସେହି ବୈଶିଙ୍ଗା ଥାନା ଗିରିପଦା ଗ୍ରାମର ୫୫…

ଦିନକୁ ଦିନ ଖସୁଛି ପାରଦ, ମୟୁରଭଞ୍ଜରେ ୯ ଡିଗ୍ରୀ ପର୍ଯ୍ୟନ୍ତ ଖସିଲା ତାପମାତ୍ରା

କରଞ୍ଜିଆ(କେ ନ୍ୟୁଜ): ଜିଲ୍ଲାରେ ଦିନକୁ ଦିନ ଖସୁଛି ପାରଦ । ଆଉ ଏହା ସହ ବଢୁଛି ଶୀତ । ବର୍ଷା ପରେ ଥଣ୍ଡାର ଲହରୀ ବଢି ଯାଇଛି । ସକାଳୁ ସକାଳୁ ଘରୁ ବାହାରିବା ଯେମିତି କଷ୍ଟକର ହେଇପଡିଛି । ପ୍ରବଳ କୁହୁଡି ଯୋଗୁଁ ଜାତୀୟ ରାଜପଥ-୪୯ ରେ ଗାଡି ଚଲେଇବା ବି ସମ୍ଭବପର ହେଉନାହିଁ । ଏମିତିକି ୧୦…

ଏଠି ମା’ଙ୍କ ମୂର୍ତ୍ତି ବଦଳରେ କରାଯାଏ ଅଣ୍ଡା ପୂଜା, କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି ଏହି ପରମ୍ପରା

ମୟୁରଭଞ୍ଜ: ଆଜି ଦେଶର ବିଭିନ୍ନ ପ୍ରାନ୍ତରେ ପାଳିତ ହେଉଛି ଦୀପାବଳି । କରୋନା କାରଣରୁ କିଛିଟା ଧିମା ପଡ଼ିଥିଲେ ବି ନିଜ ପରମ୍ପରାକୁ ଭୁଲି ନାହାନ୍ତି ଲୋକେ । ଏହି ଦିନ କୁଡୁମି ସମ୍ପ୍ରଦାୟର ଲେକମାନେ ଭିନ୍ନ ଢ଼ଙ୍ଗରେ କାଳୀପୂଜା ପାଳନ କରିଥାନ୍ତି । ଯିଏ ଯେଉଁଠି ଥାଉନ୍ତୁ ନା କାହିଁକି ଏହି…

ମୟୁରଭଞ୍ଜର ସବାଇ କ୍ରାଫ୍ଟ ହେଲା ଇଣ୍ଟରନ୍ୟାସନାଲ ବ୍ରାଣ୍ଡ, ବିଦେଶକୁ ରପ୍ତାନି ହେଉଛି ସବାଇରେ ତିଆରି ସାମଗ୍ରୀ

ମୟୁରଭଞ୍ଜର : ମୟୁରଭଞ୍ଜର ସବାଇ କ୍ରାଫ୍ଟ ହେଲା ଇଣ୍ଟରନେସନାଲ ବ୍ରାଣ୍ଡ। ବିଦେଶକୁ ରପ୍ତାନି ହେଉଛି ସବାଇରେ ତିଆରି ସାମଗ୍ରୀ । ପ୍ରଥମ କରି ମୟୁରଭଞ୍ଜ ଜିଲ୍ଲାକୁ ମିଳିଛି ଏହାର ଏକ୍ସପୋର୍ଟ ଲାଇସେନ୍ସ । କରୋନା ମହମାରୀ ସମୟରେ ସବାଇ ଘାସରୁ ଉତ୍ପାଦିତ ସାମଗ୍ରୀ ବିକ୍ରୀ କରି ନ ପାରି ଚିନ୍ତାରେ…

ଓଡିଶାରେ ଏହି ସ୍ଥାନରେ ବି ହେଉଛି ଲାଖ ଚାଷ, ମିଳୁଛି ୧୫ ଗୁଣା ଲାଭ

ମୟୂରଭଞ୍ଜ(କେନ୍ୟୁଜ୍‌): ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରେ ପ୍ରାକୃତିକ ପରିବେଶରେ ଭରପୁର ରହିଛି । ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ପ୍ରକାର ବୃକ୍ଷ ଥିବାରୁ ପାଣିପାଗ ଖାପ ଖୁଆଇଛି ଲାଖ ଚାଷ। ମୟୁରଭଞ୍ଜ ଜିଲ୍ଲାର ପାଦ ଦେଶରେ ଥିବା ଠାକୁରମୁଣ୍ଡା ବ୍ଲକର ବଡବାଲିପୋଷି, ମଣ୍ଡଳଝରି ଓ…

ମୟୁରଭଞ୍ଜର ବିଭିନ୍ନ ଜାଗାରେ ମାତିଛନ୍ତି  ଲଘୁ ଖଣିଜ ଚୋରାଚାଲାଣକାରୀ, ଦୁଇ ପଥର ବୋଝୋଇ ଟ୍ରାକ୍ଟର ଜବତ

କରଞ୍ଜିଆ(କେନ୍ୟୁଜ୍):ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ଜାଗାରେ ମାତିଛନ୍ତି ଲଘୁ ଖଣିଜ ଚୋରା ଚାଲାଣକାରୀ,କେତେବେଳେ  ବାଲି,କେତେବେଳେ ପଥର ତ କେତେବେଳେ ମାଙ୍କଡା ପଥର ଟ୍ରିପ ଟ୍ରିପ ଚୋରା ଚାଲାଣ କରୁଛନ୍ତି ଚାଲାଣକାରୀ । କୋଟି କୋଟି ଟଙ୍କାର ରାଜସ୍ବ ହାନୀ ହେଉଥିବା ବେଳେ ରାଜସ୍ବ ବିଭାଗର…

ପୁଣି କଲରା ପତାରିଆ ବାଘ ଛାଲ ଜବତ, ୫ ଜଣ ବେପାରୀ ଗିରଫ

କେନ୍ୟୁଜ (ବ୍ୟୁରୋ): ମୟୁରଭଂଜ ଜିଲ୍ଲା ରାଇରଙ୍ଗପୁର ବନଖଣ୍ଡ ମଣଦା ରେଞ୍ଜରେ ବାଘ ଛାଲ ଜବତ କରିବା ସହ ବେପାରୀଙ୍କୁ ଗିରଫ କରିଛି ବନ ବିଭାଗ l ବିଶେଷ ସୂତ୍ରରୁ ଖବର ପାଇ ବାଘ ଛାଲ କାରବାର ଚାଲିଥିବା ବେଳେ ବନ ବିଭାଗ ବାଘ ଛାଲ ବ୍ୟାପାରୀଙ୍କୁ ଧରିବା ନେଇ ଉଦ୍ୟମ ଚଳାଇ ସଫଳ ହୋଇଛି l ବାଘ ଛାଲ…