ରୋଗୀଙ୍କ ଉପରେ ପଡିବ ଔଷଧର ମହଙ୍ଗା ମାଡ, ୫୦ ପ୍ରତିଶତ ବଢିବାକୁ ଯାଉଛି ୨୧ ଟି ମେଡିସିନର ଦାମ୍
କେନ୍ୟୁଜ୍(ବ୍ୟୁରୋ) : ପୁଣି ରୋଗୀଙ୍କୁ ବହନ କରିବାକୁ ପଡିବ ୨୧ ମେଡିସିନିର ୫୦ ପ୍ରତିଶତ ବର୍ଦ୍ଧିତ ଦରର ବୋଝ। କେନ୍ଦ୍ର ସରକାର ୨୧ଟି ଗୁରୁତ୍ବପୂର୍ଣ୍ଣ ଔଷଧର ବିକ୍ରି ଦରର ୫୦ ପ୍ରତିଶତ ବୃଦ୍ଧି କରିବା ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଔଷଧ ମୂଲ୍ୟ ନିୟନ୍ତ୍ରଣକାରୀ ସଂସ୍ଥା NPPA ଏଭଳି…