Browsing Tag

meesho

ଫ୍ଲିପକାର୍ଟ ଏବଂ ଆମାଜନ ଠାରୁ ବି ଅଧା ଦାମରେ ଜିନିଷ ବିକ୍ରି କରୁଛି ଏହି େଓ୍ଵବସାଇଟ୍‌, ଦାମ୍‌ ମାର୍କେଟ ପ୍ରାଇସ ଠୁ…

ଆମାଜନ୍‌ ଏବଂ ଫ୍ଲିପକାର୍ଟରେ ସପିଙ୍ଗ୍‌ କରିବା ଆପଣଙ୍କ ମଧ୍ୟରୁ ଅନେକ ଲୋକ ପସନ୍ଦ କରନ୍ତି । ଏମିତି ଏଥିପାଇଁ କାରଣ ଏହି େଓ୍ଵବସାଇଟ୍ସରେ ସବୁଠାରୁ ଅଧିକ ଡିସକାଉଣ୍ଟ ଅଫର କରାଯାଏ । ଯଦିଓ ଏହି କଥା ବହୁତ ଦିନ ପୂର୍ବର ହୋଇଗଲାଣି । କାହିଁକିନା ଏବେ ତ ନା ଆଗ ଭଳି ଡିସକାଉଣ୍ଟ ରହୁଛି ନା ଦାମ…

Flipkart ଓ Amazon ଠୁ ବି ଶସ୍ତା ଦାମରେ ଜିନିଷ ବିକ୍ରି କରୁଛି ଏହି ୱେବସାଇଟ, ଜାଣନ୍ତୁ ଓ ଫେଷ୍ଟିଭ ସିଜିନର ବମ୍ପର…

ଭାରତରେ ଅନେକ ଏଭଳି ୱେବସାଇଟ ରହିଛି ଯାହା ବଢ଼ିଆ ଡିସକାଉଣ୍ଟ ଦେଇ ନିଜ ଗ୍ରାହକଙ୍କୁ ଆକୃଷ୍ଟ କରିଥାଏ। ବଢ଼ିଆ ପ୍ରଡ଼କ୍ଟ ଉପରେ ଭାରି ଅଫର ଦେଇଥାଏ। ଖାସ କରି ଫେଷ୍ଟିଭାଲ ସିଜିନରେ ସବୁ ଇକମର୍ସ ପ୍ଲାଟଫର୍ମ ଏହି କାମରେ ଲାଗିପଡ଼ନ୍ତି ଯେ ସେ ନିଜ ଆଡ଼କୁ ଗ୍ରାହକଙ୍କୁ ଯେପରି ଅଧିକ ଆକର୍ଷିତ…

ଏମିତି ବସ୍‌ ସମସ୍ତଙ୍କୁ ମିଳୁ! କର୍ମଚାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଭଲ ରହିବା ପାଇଁ କମ୍ପାନୀ ଦେଲା ୧୧ ଦିନର ଛୁଟି…

ନିଜ କର୍ମଚାରୀମାନଙ୍କ ମାନସିକ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେଇଛି Meesho। ଇ-କମର୍ସ ପ୍ଲାଟଫର୍ମ ‘Meesho’ ଏଥିପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। କମ୍ପାନୀ ଲଗାତାର ଦ୍ୱିତୀୟ ବର୍ଷ ପାଇଁ କର୍ମଚାରୀମାନଙ୍କୁ ୧୧ ଦିନ ବ୍ରେକ୍‌ ଦେବାକୁ ଘୋଷଣା କରିଛି। ଏହି ବ୍ରେକ୍‌କୁ କମ୍ପାନୀ ‘ରିସେଟ୍‌…