ଦେଶର ଗୌରବ ଅଦିତି ସିଂ, ହାକର୍ସ ସମସ୍ୟା ସମଧାନ ପାଇଁ ଅଦିତିଙ୍କୁ ମିଳିଲା ୨୨ ଲକ୍ଷ ଟଙ୍କା
ଭାରତୀୟ ଝିଅ ଦେଖାଇଲେ କମାଲ । କାମରେ ଖୁସି ହୋଇ ମାଇକ୍ରୋସଫ୍ଟ କମ୍ପାନୀ କଲେ ଅର୍ଥରାଶି ପ୍ରଦାନ । ତାଙ୍କ ନାମ ହେଉଛି ଅଦିତି ସିଂ । ଅଦିତି ପେଷାରେ ଜଣେ ସାଇବର ସିକ୍ୟୁରିଟି ଆନାଲିଷ୍ଟ । ନିଜ କାମର ଯାଦୁ ଦେଖାଇ ମାଇକ୍ରୋସଫ୍ଟ କମ୍ପାନୀଠୁ ପାଇଲେ ୨୨ ଲକ୍ଷ ଟଙ୍କାର ସଫଳତା ଭେଟି । ଏହି…