Browsing Tag

missing

ଫାଇନାନ୍ସ କର୍ମଚାରୀ ଏଜେଣ୍ଟ ନିଖୋଜ ଅଭିଯୋଗ, ରାସ୍ତାରେ ପଡ଼ିଛି ବାଇକ୍ ଓ ଚପଲ

ମହାକାଳପଡା (କେନ୍ୟୁଜ): ଫାଇନାନ୍ସ କର୍ମଚାରୀ ଏଜେଣ୍ଟ ନିଖୋଜ ଅଭିଯୋଗ । କେନ୍ଦ୍ରାପଡା ଜିଲ୍ଲା ତନ୍ତିଆପାଳ ସାମୁଦ୍ରିକ ଥାନା ବାବର ବିଡିହି ମୁଖ୍ଯ ରାସ୍ତାରୁ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ନିଖୋଜ ହୋଇଛନ୍ତି । ତାଙ୍କ ନାଁ ସ୍ବାଗତ ସାମଲ ଓ ଘର ମହାକାଳପଡା ଥାନା ରାଜଗଡ ଗାଁରେ।…

ଘନଉଛି କାନାରା ବ୍ୟାଙ୍କ ମ୍ୟାନେଜର ନିଖୋଜ ରହସ୍ୟ, ୪୫ ଘଣ୍ଟା ପରେ ବି କୌଣସି ଖୋଜଖବର ନାହିଁ

ବାଙ୍କି (କେନ୍ୟୁଜ) : ଘନଉଛି କଟକ ବଡମ୍ବା  କାନାରା ବ୍ୟାଙ୍କ ମ୍ୟାନେଜରଙ୍କ ନିଖୋଜ ରହସ୍ୟ । ୪୫ ଘଣ୍ଟା  ପରେ ବି ମିଳୁନି ବ୍ରାଞ୍ଚ ମ୍ୟାନେଜର ତପନ ସାହୁଙ୍କ ପତ୍ତା।  କୁଆଡେ ଗଲେ ତପନ। କିଏ ତାଙ୍କୁ ଅପହରଣ କରିନେଇଛି  ନା ସିଏ କେଉଁଆଡ଼େ ଚାଲିଯାଇଛନ୍ତି? କେଉଁଠି ଓ କେମିତି ଅଛନ୍ତି  ? ଏଯାଏ…

କୁଆଡେ ଗଲେ ବ୍ରାଞ୍ଚ ମ୍ୟାନେଜର… ଦୁଇ ଦିନ ଛୁଟି ସାରି ଆସୁଥିଲେ ବ୍ୟାଙ୍କ କିନ୍ତୁ ବାଟରେ ହୋଇଗଲେ ନିଖୋଜ, ଏଯାଏଁ…

ବାଙ୍କି (କେନ୍ୟୁଜ) : କୁଆଡେ ଗଲେ ବ୍ୟାଙ୍କ ମ୍ୟାନେଜର… ଦୁଇ ଦିନ ଛୁଟି ସାରି ଆସୁଥିଲେ ବ୍ୟାଙ୍କ କିନ୍ତୁ ବାଟରେ ହୋଇଗଲେ ଉଭାନ । କୁଆଡେ ଗଲେ କେଉଁଠାକୁ ଗଲେ କିଛିର ବି ଖୋଜ ଖବର ମିଳୁନି ଏଯାଏଁ । ବ୍ୟସ୍ତ ହୋଇ ସ୍ତ୍ରୀ ବ୍ରହ୍ମପୁରରୁ ଧାଈଁ ଆସିଛନ୍ତି ଖୋଜିବାକୁ । କିନ୍ତୁ କିଛି ବି ସୁରାକ…

ପୋଲିସ ଭୟରେ ନଦୀକୁ ଡେଇଁଲେ ୨ ଯୁବକ, ଜଣେ ନିଖୋଜ

ଯାଜପୁର (କେନ୍ୟୁଜ): ପୋଲିସ ଭୟରେ ନଦୀକୁ ଡେଇଁଲେ ଯୁବକ। ଯାଜପୁର ସଦର ଥାନା ନିକଟସ୍ଥ ବୁଢା ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ନଦୀକୁ ଦୁଇଜଣ ଡେଇଁ ଥିଲା ବେଳେ ସେମାନଙ୍କ ମଧ୍ୟରୁ ଜଣେ ପହଁରି ପହଁରି ନଦୀ କୂଳରେ ଲାଗିଥିଲେ । ସୂଚନା ଅନୁଯାୟୀ ୫ ଜଣ ଯୁବକ ଏହି ସ୍ଥାନରେ…

କୁଆଡ଼େ ଗଲେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁ ? ଜଙ୍ଗଲରୁ ମିଳିଲା ଗାଡ଼ି ଓ ହେଲମେଟ୍

କଟକ (କେନ୍ୟୁଜ): ରହସ୍ୟରେ ମହିଳା କ୍ରିକେଟ ଖେଳାଳି ନିଖୋଜ ଘଟଣା। ଓରନ୍ଦା ଜଙ୍ଗଲ ନିକଟରୁ ମିଳିଲା ସ୍କୁଟି ଓ ହେଲମେଟ୍‌ । ଗତ ୧୧ ତାରିଖ ସଂଧ୍ୟାରୁ ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ଖୋଜଖବର ନାହିଁ । ବାପାଙ୍କୁ ଔଷଧ ଦେବାକୁ କହି ସ୍କୁଟିରେ ପୁରୀ ଯାଉଛି ବୋଲି କହିଥିଲେ । ମଙ୍ଗଳବାଗ…

କଟକରୁ ମହିଳା କ୍ରିକେଟ ଖେଳାଳି ନିଖୋଜ: ମଙ୍ଗଳବାଗ ଥାନାରେ ଏତଲା ଦେଲେ ଟିମ କୋଚ୍‌

କଟକ (କେନ୍ୟୁଜ): କଟକରୁ ମହିଳା କ୍ରିକେଟ ଖେଳାଳି ନିଖୋଜ ଅଭିଯୋଗ । ମଙ୍ଗଳବାଗ ଥାନାରେ ମିସିଙ୍ଗ ରିପୋର୍ଟ କଲେ ଟିମର କୋଚ୍‌ । ଗତ ୧୧ ତାରିଖ ସଂଧ୍ୟାରୁ ମହିଳା ଖେଳାଳି ରାଜଶ୍ରୀ ସ୍ୱାଇଁଙ୍କ ଖୋଜଖବର ନାହିଁ । ବାପାଙ୍କୁ ଔଷଧ ଦେବାକୁ କହି ସ୍କୁଟିରେ ପୁରୀ ଯାଉଛି ବୋଲି କହିଥିଲେ । ଘଟଣାକୁ…

ବଣାଇ ବ୍ଲକ ଉପାଧ୍ୟକ୍ଷା ନିଖୋଜ ମାମଲା, ଅପହରଣ ଅଭିଯୋଗ ଆଣିଲେ ସ୍ୱାମୀ

ବଣାଇ (କେନ୍ୟୁଜ); ସୁନ୍ଦରଗଡ଼ ବଣାଇ ବ୍ଲକ ଉପାଧ୍ୟକ୍ଷା ବିନତି ବେହେରାଙ୍କୁ ଅପହରଣ ଅଭିଯୋଗ। ଏନେଇ ଟିକାୟତପାଲୀ ଥାନାରେ ଏତଲା କଲେ ଉପାଧ୍ୟକ୍ଷାଙ୍କ ସ୍ୱାମୀ ପ୍ରସନ୍ନ ବେହେରା। ଥାନାରେ ଦେଇଥିବା ଏତଲା ଅନୁଯାୟୀ, ବଣାଇ ଗୋଷ୍ଠୀ ଶିକ୍ଷା କାର୍ଯ୍ଯଳୟରେ ସିଆରସିସି ଭାବେ କାର୍ଯ୍ଯରତ ସରସରା…

ପୋଖରୀରୁ ମିଳିଲା ମହିଳାଙ୍କ ମୃତଦେହ, ୪ ଦିନ ଧରି ନିଖୋଜ ଥିଲେ

ସୋର (କେନ୍ୟୁଜ ): ୪ ଦିନ ନିଖୋଜ ପରେ ପୋଖରୀରୁ ମିଳିଲା ମହିଳାଙ୍କର ମୃତଦେହ । ବାଲେଶ୍ଵର ଜିଲ୍ଲା ଖଇରା ଥାନା ଗଡ଼ ପୋଖରୀ ପଞ୍ଚାୟତ ଗାଭର ଗ୍ରାମର ପଦ୍ମନାଭ ଗାହାଣଙ୍କ ଧର୍ମ ପତ୍ନୀ ଶାନ୍ତିଲତା ଗାହାଣ (୪୭) ୪ ଦିନ ତଳେ ପଦାକୁ ଝାଡ଼ା ଯାଇ ଆଉ ଘରକୁ ଫେରି ନଥିଲେ । ଘର ଲୋକ ମାନେ ଖୋଜାଖୋଜି…

କୁଆଡ଼େ ଗଲେ ନିଖୋଜ ୭୦ ବର୍ଷୀୟ ବୃଦ୍ଧ ନନ୍ଦ କିଶୋର? ଅଜଗର ଗିଳିବାକୁ ନେଇ ଥମୁନି ସସପେନ୍ସ

ବାଙ୍କୀ(କେନ୍ୟୁଜ୍): ବୃଦ୍ଧଙ୍କୁ ଅଜଗର ଗିଳିବାକୁ ନେଇ ଥମୁନି ସସପେନ୍ସ । ଭିନ୍ନ ଭିନ୍ନ କଥା ଶୁଣିବାକୁ ମିଳିଛି । କଟକ ଜିଲ୍ଲା ବାରଙ୍ଗ ବ୍ଲକ ସାନମୁଣ୍ଡଳୀ ଗାଁର ଏହି ଘଟଣାକୁ ନେଇ ରାଜ୍ୟରେ ଏବେ ଚର୍ଚ୍ଚା । କୁଆଡ଼େ ଗଲେ ନିଖୋଜ ୭୦ ବର୍ଷୀୟ ବୃଦ୍ଧ ନନ୍ଦ କିଶୋର ବେହେରା । ଗତ ୨୮ ତାରିଖରୁ…

ଉଛୁଳା ନଦୀରେ ଭାସିଗଲେ ବୃଦ୍ଧ, ଚାହିଁଛନ୍ତି ପରିବାର ଚାଲିଛି ଖୋଜାଖୋଜି

ଚାନ୍ଦବାଲି (କେନ୍ୟୁଜ) : ଚାଲିଛି କାନ୍ଦ ବୋବାଳୀ। ନଦୀ ପଠାରେ ବସି କାନ୍ଦୁଛନ୍ତି ପରିବାର। କିନ୍ତୁ କୌଣସି ଖବର ମିଳୁନାହିଁ ଘନଶ୍ୟାମଙ୍କର। ବୈତରଣୀରେ ହଜିଗଲେ ବୃଦ୍ଧ। ନଦୀ ପାଣିରେ ଭାସିଯାଇଛନ୍ତି ବୃଦ୍ଧ। ଏବେ ଯାଏଁ ଚାଲିଛି ଖୋଜା ଖୋଜି, କିନ୍ତୁ ମିଳୁନି ପତ୍ତା। ଭଦ୍ରକ ଜିଲ୍ଲା…

ମହାନଦୀ ବନ୍ୟା ଜଳରେ ଅଘଟଣ, ଗାଧୋଇବା ବେଳେ ବୃଦ୍ଧ ନିଖୋଜ

କଟକ(କେନ୍ୟୁଜ୍): ଗାଧୋଇବା ବେଳେ ନିଖୋଜ ହେଲେ ବୃଦ୍ଧ । ମହାନଦୀ ବନ୍ୟା ଜଳରେ ଅଘଟଣ । ବାଙ୍କୀ ଗୟଳବାଙ୍କ ଅଞ୍ଚଳର ଜଣେ ବୃଦ୍ଧ ନିଖୋଜ ହୋଇଛନ୍ତି । ବାଙ୍କୀ ଦେବୀ ଦ୍ୱାର ନିକଟରେ ସ୍ନାନ କରିବା ବେଳେ ସେ ଭାସି ଯାଇଥିବା ଅନୁମାନ କରାଯାଉଛି । ନିଖୋଜ ବୃଦ୍ଧ ହେଲେ ୭୦ ବର୍ଷୀୟ ଅମରେନ୍ଦ୍ର ଦାସ ।…

ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏଗ୍ରିକଲଚର ମ୍ୟାନେଜର ନିଖୋଜ

ବରଗଡ଼(କେନ୍ୟୁଜ୍): ବ୍ୟାଙ୍କ କର୍ମଚାରୀ ନିଖୋଜ। ନିଖୋଜ କର୍ମଚାରୀ ବରଗଡ଼ ଜିଲ୍ଲା ବରପାଲି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଏଗ୍ରିକଲଚର ମ୍ୟାନେଜର ଦିବ୍ୟ ରଞ୍ଜନ ମିଶ୍ର। ବଲାଙ୍ଗିର-ସମ୍ବଲପୁର NH-୨୬ରେ ଚେରୁପାଲି ଅଂଗନଦୀ ବ୍ରିଜ ଉପରୁ ତାଙ୍କ ବାଇକ୍‌, ବ୍ୟାଗ୍‌, ହେଲମେଟ୍‌ ମିଳିିଥିବାବେଳେ…