ବଢିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କର ଦେୟ, ଉପକୃତ ହେବେ ୧ ଲକ୍ଷ ୨୬ ହଜାର କର୍ମକର୍ତ୍ତା
ଭୁବନେଶ୍ୱର : ବଢିଲା ମିଶନ ଶକ୍ତି କର୍ମକର୍ତ୍ତାଙ୍କର ଦେୟ । ଗ୍ରାମପଞ୍ଚାୟତ, ବ୍ଲକସ୍ତରୀୟ ଫେଡେରେସନ କର୍ମୀଙ୍କ ଦେୟ ପରିମାଣ ୫୦୦ ଟଙ୍କା ବୃଦ୍ଧି କରିଛନ୍ତି ମୁଖ୍ୟମନ୍ତ୍ରୀ। ଏଥିରେ ଉପକୃତ ହେବେ ୧ଲକ୍ଷ ୨୬ହଜାର ୧୦ଜଣ କର୍ମକର୍ତ୍ତା। ୨୦୨୩ ଅକ୍ଟୋବରରୁ ପିଛିଲା ଭାବେ ଲାଗୁ ହେବ ।…