Browsing Tag

mobile loot

ପୋଲିସ ଘରେ ଲୁଚିଲା ଚୋର, ଗାଁ ଲୋକେ କହିଲେ ଚୋରକୁ ଆଶ୍ରୟ ଦେଉଛନ୍ତି ହାବିଲ୍‌ଦାର୍‌

ବଲାଙ୍ଗୀର: ପୋଲିସ୍‌କୁ ଦେଖି ଚୋର ଦୌଡ଼ି ପଳାଇବା କିମ୍ବା ଲୁଚିଯିବା ଏକଥା ସମସ୍ତେ ଜାଣନ୍ତି । କିନ୍ତୁ କେବେ କଣ ଆପଣ ଶୁଣିଛନ୍ତି ପୋଲିସ ଘରେ ଚୋର ଲୁଚିବା କଥା । ହଁ ଆଜ୍ଞା, ପୋଲିସ ଘରୁ ଚୋରକୁ ଉଦ୍ଧାର କରିଛି ପୋଲିସ । ଏକଥା ଶୁଣି ହୁଏତ ଆପଣଙ୍କୁ ଝଟ୍‌କା ଲାଗ ୁ ଥାଇପାରେ କିନ୍ତୁ ଏଭଳି…

ଝିରପାଣି ଥାନା ଅଞ୍ଚଳରେ ମୋବାଇଲ ଦୋକାନରେ ଲୁଟ୍, ସମସ୍ତ ଦୃଶ୍ୟ ସିସିଟିଭିରେ କଏଦ୍‌

ଝିରପାଣି : ମାତିଛନ୍ତି ଲୁଟେରା। ଟିକିଏ ଏହି ଦୃଶ୍ୟ ଦେଖନ୍ତୁ କିଭଳି ଚୋରି କରୁଛନ୍ତି ମୋବାଇଲ୍‌ । ଝିରପାଣି ଥାନା ଅଞ୍ଚଳରେ ଏକ ନୁଆ ମୋବାଇଲ ଦୋକାନରେ ଲୁଟ୍ ହୋଇଛି । ଦୋକାନରୁ ପ୍ରାୟ ୯୭ଟି ମୂଲ୍ୟବାନ ମୋବାଇଲ ସହ ୭ଟି ଆଇଫୋନ ଲୁଟି ନେଇଛନ୍ତି ଲୁଟେରା। ଲୁଟ୍‌ ସମୟର ସମସ୍ତ ଦୃଶ୍ୟ…

ରାଜଧାନୀରେ ମାତିଛନ୍ତି ସ୍ମାର୍ଟ ଲୁଟେରା: ମୋ ବସ ଯାତ୍ରୀଙ୍କ ଠାରୁ ଲୁଟୁଛନ୍ତି ମୋବାଇଲ

ଭୁବନେଶ୍ବର (କେନ୍ୟୁଜ୍): ମୋ ବସ୍ ଯାତ୍ରୀମାନଙ୍କୁ କରୁଛନ୍ତି ଟାର୍ଗେଟ।ଭଦ୍ର ବେଶରେ ସୁଟ ବୁଟ ପିନ୍ଧି ବସରେ ଆସୁଛନ୍ତି, ଲୁଟି ନେଇଛନ୍ତି ଦାମୀ ମୋବାଇଲ । ମୋ ବସର ୧୮ ନମ୍ବର ବସ ଯାତ୍ରୀଙ୍କ ଠାରୁ ଦୁଇଟି ଦାମୀ ମୋବାଇଲ ଲୁଟ୍ ହୋଇଛି।ଗୋଟିଏ ଫାୟାର ଷ୍ଟେସନ ଛକ ଓ ଜୟଦେବ ବିହାର ଛକରୁ ପକେଟ୍…

ଦୋକାନର କାନ୍ଥ ଭାଙ୍ଗି ଲକ୍ଷାଧିକ ଟଙ୍କାର ମୋବାଇଲ୍ ଲୁଟି ନେଲେ ଦୁର୍ବୃତ୍ତ

ଘଟଗାଁ(କେନ୍ଯୁଜ୍): କେନ୍ଦୁଝର ପାଟଣା ବଜାରର ଏକ ମୋବାଇଲ ଦୋକାନରୁ ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ହୋଇଛି। ଗତକାଲି ବିଳମ୍ବିତ ରାତିରେ ମୋବାଇଲ ଦୋକାନର କାନ୍ଥ ଭାଙ୍ଗି ବହୁ ଦାମୀ ମୋବାଇଲ ଚୋରି କରିନେଇଯାଇଛନ୍ତି ଦୁର୍ବୃତ୍ତ । ତେବେ ଆଜି ସକାଳେ ଦୋକାନ ମାଲିକ ଦୋକାନ ଖୋଲିବା ବେଳେ…

ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ର‍୍ୟାକେଟର ପର୍ଦ୍ଦାଫାସ କଲା ରାୟଗଡା ଗୁଣପୁର ପୋଲିସ୍ , ୫ ଗିରଫ

ରାୟଗଡା: ଲକ୍ଷାଧିକ ଟଙ୍କାର ମୋବାଇଲ ଚୋରି ର‍୍ୟାକେଟର ପର୍ଦ୍ଦାଫାସ କରିଛି ରାୟଗଡା ଗୁଣପୁର ପୋଲିସ । । ୧୨ଟି ଦାମୀ ମୋବାଇଲ ଜବତ ସହ ୫ ଜଣଙ୍କୁ ଗିରଫ କରିଛି । ଗତବର୍ଷ ଅକ୍ଟୋବର ୨୦ ତାରିଖରେ ପୁରୁଣା ଗୁଣପୁର ଛକଠାରେ ରହିଥିବା ରାମନାଥ ପାଣିଗ୍ରାହୀଙ୍କ ମୋବାଇଲ ଦୋକାନରେ ଚୋରି ହୋଇଥିଲା…

କରୋନାରେ ବି ମାତିଛନ୍ତି ଚୋର, ମୋବଇଲ ଚୋରି କରିବାବେଳେ ଧରାପଡିଲେ ଯୁବତୀ

କରୋନା ସମୟରେ ବି ମାତିଛନ୍ତି ଚୋର। ଘରେ ବସି କଳାକନା ବୁଲାଇବାକୁ କରୁଛନ୍ତି ଯୋଜନା। ମୋବଇଲ ଚୋରି କରିବାକୁ ଆସି ଘର ଭିତରେ ପଶିଲେ ଯୁବତୀ। କିନ୍ତୁ ଚୋରି କରିବାବେଳେ ଧରାପଡିଗଲେ ଯୁବତୀ ଜଣଙ୍କ। ସୂଚନା ମୁତାବକ ଭୁବନେଶ୍ୱର ନୟାପଲ୍ଲୀ ଆଇଆରସି ଭିଲେଜର ଏନ୪ ୨୯୨ପ୍ଲଟରେ ଭଡାରେ ରହୁଥିଲେ ହରିହର…