Browsing Tag

mohammad mokim

ଓଆରଏଚଡିସି ମାମଲାରେ ଅନ୍ତରୀଣ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ମୋକିମ

ଓଆରଏଚଡିସି ମାମଲାରେ ଅନ୍ତରୀଣ ସୁରକ୍ଷା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହମ୍ମଦ ମୋକିମ। ଏକ ମାସର ଅନ୍ତରୀଣ ସୁରକ୍ଷା ମାଗିଲେ କଂଗ୍ରେସ ନେତା ମହମ୍ମଦ ମୋକିମ। ଭିଜିଲାନ୍ସ ସ୍ୱତନ୍ତ୍ର କୋର୍ଟଙ୍କ ରାୟକୁ କାଏମ ରଖିଛନ୍ତି ହାଇକୋର୍ଟ। ଓଆରଏଚଡିସି ଦୁର୍ନୀତି ମାମଲାରେ ୩ ବର୍ଷର ସଶ୍ରମ…

ବହିସ୍କୃତ ପରେ ମୋକିମଙ୍କ ପ୍ରତିକ୍ରିୟା: ପିସିସି ସଭାପତି ଏକ ପାଖିଆ ରିପୋର୍ଟ ଦିଲ୍ଲୀକୁ ପଠାଇଲେ ଏହା ଶୁଭ ସଂକେତ…

ଭୁବନେଶ୍ବର(କେନ୍ୟୁଜ୍):  ଦଳ ବିରୋଧୀ କାର୍ଯ୍ୟ ପାଇଁ କଂଗ୍ରେସ ରୁ ନିଲମ୍ବନ ପରେ ଅସନ୍ତୋଷ ଝାଡିଲେ ବିଧାୟକ ମହମ୍ମଦ ମୋକିମ। AICC ଆମକୁ ଉତ୍ତର ମାଗିଥିଲା ସେ ଉତ୍ତର ସନ୍ତୋଷଜନକ ନଥିଲା ଆମେ ନିଲମ୍ବନ ହେଇଛୁ। ଦଳ ବିରୁଦ୍ଧରେ ଆମେ କୌଣସି ଟିପ୍ପଣୀ ଦେଇନାହୁଁ। ଦଳକୁ କ୍ଷତି କରିବା ଭଳି…

ହାଇକୋର୍ଟରେ ବିଧାୟକ ମହମ୍ମଦ ମୋକିମଙ୍କ ମାମଲାରେ ଶୁଣାଣି ଶେଷ, ରାୟ ସଂରକ୍ଷିତ ରଖିଲେ ହାଇକୋର୍ଟ

ହାଇକୋର୍ଟରେ ବିଧାୟକ ମହମ୍ମଦ ମୋକିମଙ୍କ ମାମଲାରେ ଶୁଣାଣି ଶେଷ । ରାୟ ସଂରକ୍ଷିତ । ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟଙ୍କ ଦଣ୍ଡାଦେଶ ଉପରେ ହାଇକୋର୍ଟ ରହିତାଦେଶ ଦେବାକୁ ଆବେଦନ କରିଛନ୍ତି ମୋକିମ । ଓଡ଼ିଶା ରୁରାଲ ହାଉସିଂ ଡେଭଲପମେଣ୍ଟ କର୍ପୋରେସନ ବା ଓଆରଏଚଡିସି ଋଣ ମାମଲାରେ…

କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ବିଧାୟକ ମହମ୍ମଦ ମୋକିମ

ଭୁବନେଶ୍ୱର(କେନ୍ୟୁଜ୍): କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ବିଧାୟକ ମହମ୍ମଦ ମୋକିମ । ପିସିସି ସଭାପତିଙ୍କୁ ନିଜ ଜବାବ ପଠାଇଛନ୍ତି ମହମ୍ମଦ ମୋକିମ । ତେବେ ଜବାବରେ କ’ଣ ଲେଖିଛନ୍ତି ତାହା ଜଣାପଡ଼ିନାହିଁ । ଦଳ ପକ୍ଷରୁ ପରବର୍ତ୍ତୀ କୌଣସି ସୂଚନା ଆସିନାହିଁ। ଖୁବଶୀଘ୍ର ତାଙ୍କ ଜବାବ…

ବାରବାଟି ବିଧାୟକ ମହମ୍ମଦ ମୋକିମଙ୍କ ଘରେ ରାଜ୍ୟପାଳ, କଟକର ସମସ୍ୟା ଲିଖିତ ଜଣାଇବାକୁ ଦେଲେ ପରାମର୍ଶ

କଟକ(କେନ୍ୟୁଜ୍): ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ବାରବାଟି କଟକ ବିଧାୟକ ମହମ୍ମଦ ମୋକିମଙ୍କ ଘରକୁ ଯାଇଛନ୍ତି। ବିଧାୟକ ମହମ୍ମଦ ମୋକିମ ଓ ତାଙ୍କ ପରିବାର ଵର୍ଗଙ୍କୁ ରାଜ୍ୟପାଳ ଭେଟିବା ସହ ଦୀର୍ଘ ସମୟ ଧରି କଟକ ସହରର ଭଲମନ୍ଦ ବିଷୟରେ…

ପୁଣି କଂଗ୍ରେସ କେଁ, ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‌

କେନ୍ୟୁଜ୍(ବ୍ୟୁରୋ):  ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‌। ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‌ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଦୁଇ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ…

ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‌: ଦୁଇ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ

କଟକ(କେନ୍ୟୁଜ୍): ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‌। ବାରବାଟୀ-କଟକ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ କାରଣ ଦର୍ଶାଅ ନୋଟିସ୍‌ ପଠାଇଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ଦୁଇ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବାରୁ…

କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଦିଆଯିବ କାରଣ ଦର୍ଶାଅ ନୋଟିସ୍‌: ପିସିସି ସଭାପତି

ଭୁବନେଶ୍ୱର(କେନ୍ୟୁଜ୍): କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଦିଆଯିବ କାରଣ ଦର୍ଶାଅ ନୋଟିସ୍‌ । ଠିକ୍‌ ସମୟରେ ଠିକ୍‌ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ମୋକିମଙ୍କ କାର୍ଯ୍ୟ ସମ୍ପର୍କରେ ହାଇକମାଣ୍ଡଙ୍କୁ ଜଣାଇଛୁ । ଆମ ଭିତରେ କିଛି ମତଭେଦ ନଥିଲା ।…