Browsing Tag

Monkeypox

ସବୁ ରାଜ୍ୟମାନଙ୍କୁ ଜାରି ହେଲା ମଙ୍କିପକ୍ସ ଗାଇଡଲାଇନ୍, ମଣିଷ ପାଖରୁ ମଣିଷକୁ ସଂକ୍ରମିତ ହେଉଛି ଏହି ରୋଗ

ରାଜ୍ୟଙ୍କୁ ଜାରି ହେଲା ମଙ୍କିପକ୍ସ ଗାଇଡଲାଇନ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମକିପକ୍ସ ସହ ଲଢେଇ ପାଇଁ ଗାଇଡଲାଇନ ଜାରି କରିଛନ୍ତି । ସବୁ ରାଜ୍ୟମାନଙ୍କୁ ଗାଇଡଲାଇନ ଜାରି ହୋଇଛି । ଲକ୍ଷଣ କଣ, ଟେଷ୍ଟିଂ କିପରି ହେବ, ରୋଗୀଙ୍କୁ କିପରି ଚିକିତ୍ସା କରିବେ ସେ ନେଇ ଗାଇଡଲାଇନରେ ଉଲେଖ୍ଯ…

ମଙ୍କିପକ୍ସ ଯାଞ୍ଚ ପାଇଁ ଲଞ୍ଚ୍‌ ହେଲା ନୂଆ RT-PCR କିଟ୍‌, ଘରେ ବସି କରିପାରିବେ ନିଜର ଟେଷ୍ଟ୍‍

ବିଶ୍ୱରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବା ମଙ୍କିପକ୍ସ ରୋଗ ସାଧାରଣ ଜନତା ଏବଂ ସରକାରଙ୍କ ଚିନ୍ତା ବଢ଼ାଇ ଦେଲାଣି। ଭାରତରେ ଯଦିଓ ଏ ପର୍ଯ୍ୟନ୍ତ ଏହି ରୋଗର କୌଣସି ମାମଲା ସାମ୍ନାକୁ ଆସିନାହିଁ, କିନ୍ତୁ ସରକାର ଏଥିରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ଏହାରି ଭିତରେ ଏକ…

୧୫ ଦେଶରେ ମାଡ଼ି ଗଲାଣି ମଙ୍କିପକ୍ସ! ସାରା ବିଶ୍ୱରେ ୨୧୯ ମାମଲା; ରୋଗକୁ ହାଲୁକା ନ ନେବାକୁ କହିଲା WHO

କରୋନା ଭାଇରସ୍‌ ମହାମାରୀ ଭିତରେ ଏବେ ମଙ୍କିପକ୍ସର ବିପଦ ବଢ଼ିବାରେ ଲାଗିଛି। ମାତ୍ର ୧୫ ଦିନ ମଧ୍ୟରେ ଏହି ରୋଗ ୧୫ଟି ଦେଶରେ ବ୍ୟାପି ଗଲାଣି। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ ଓ ଆଫ୍ରିକାରେ ମଙ୍କିପକ୍ସ ଦ୍ରୁତ ଗତିରେ ମାଡ଼ି ଚାଲିଛି। ୟୁରୋପୀୟ ୟୁନିଅନ ଡିଜିଜ୍‌ ଏଜେନ୍ସିର ତଥ୍ୟ…

ସାରା ବିଶ୍ୱକୁ ଡରାଉଛି ମଙ୍କିପକ୍ସ: ୧୯ ଦେଶରେ ୧୩୧ ରୋଗୀ ଚିହ୍ନଟ

ସାରା ବିଶ୍ୱକୁ ଡରାଉଛି ମଙ୍କିପକ୍ସ । ୧୯ ଦେଶରେ ୧୩୧ ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇଛନ୍ତି । ସେହିପରି ଆଉ ୧୦୬ରୁ ଅଧିକ ଲୋକ ସଂକ୍ରମିତ ଥିବା ସନ୍ଦେହ କରାଯାଉଛି । ସେମାନଙ୍କ ନମୁନା ପରୀକ୍ଷା ପାଇଁ ପଠାଯାଇଛି। ମଙ୍କିପକ୍ସ ଅସ୍ୱାଭାବିକ ଭାବେ ବ୍ୟାପୁଥିଲେ ବି ଏହାକୁ ନିୟନ୍ତ୍ରଣ କରାଯାଇ…

ମଙ୍କିପକ୍ସରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ଯୌନ ସମ୍ବନ୍ଧ ଜରୁରୀ! ଟିକାକରଣକୁ ନେଇ ଏମିତି ଚେତାବନୀ ଜାରି କଲା WHO

ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ମାମଲା ସାମ୍ନାକୁ ଆସିବା ପରେ ତତ୍ପର ହୋଇଉଠିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO)। WHO ନିକଟରେ ନୂଆ ଚେତାବନୀ ଜାରି କରି କହିଛି ଯେ ମଙ୍କିପକ୍ସର ବିସ୍ତାରକୁ ରୋକିବା ପାଇଁ କରୋନା ଭଳି ଟିକାକରଣ ଅଭିଯାନର ଆବଶ୍ୟକତା ନାହିଁ, ବରଂ ସୁରକ୍ଷିତ ଯୌନ ସମ୍ବନ୍ଧ…

୧୬ ଦେଶକୁ ବ୍ୟାପିଲା ମଙ୍କିପକ୍ସ: ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ୟୁରୋପରେ ରେଡ ଆଲର୍ଟ ଜାରି

କେନ୍ୟୁଜ୍(ବ୍ୟୁରୋ): ୧୬ ଦେଶକୁ ବ୍ୟାପିଲା ମଙ୍କିପକ୍ସ। ମଙ୍କପକ୍ସ ସଂକ୍ରମଣକୁ ନେଇ ବିଶ୍ୱବ୍ୟାପୀ ଭୟର ବାତାବରଣ ସୃଷ୍ଟି ହୋଇଛି। ୧୫ ଦିନ ମଧ୍ୟରେ ଏହା ୧୬ଟି ଦେଶକୁ ବ୍ୟାପିଲାଣି। ଆକ୍ରାନ୍ତ ସଂଖ୍ୟା ବଢୁଥିବାରୁ ୟୁରୋପରେ ରେଡ ଆଲର୍ଟ ଜାରି ହୋଇଛି। ଏହାର ମୁକାବିଲା ପାଇଁ ଯଥାଶୀଘ୍ର…

ଯୌନ ସମ୍ପର୍କ ରଖିବା ଯୋଗୁ ବି ବ୍ୟାପିପାରେ ‘ମଙ୍କିପକ୍ସ’ ଭାଇରସ୍‌, ଚେତାବନୀ ଦେଲେ ବିଶେଷଜ୍ଞ

ବର୍ତ୍ତମାନ ଦୁନିଆ ଯେତିକି ଯେତିକି ଆଗକୁ ଯାଉଛି, ସେତିକି ନୂଆ ତଥା ଅଦ୍ଭୁତ ରୋଗ ସାମ୍ନାକୁ ଆସୁଛନ୍ତି। ଏବେ ସାରା ବିଶ୍ୱରେ କରୋନା ସଙ୍କଟ ଟିକେ ଥମିଥିବା ବେଳେ ଏବେ ନୂଆ ବିପଦ ଭାବେ ଉଭା ହୋଇଛି ମଙ୍କିପକ୍ସ। ଏହି ରୋଗ ଏବେ ଧୀରେ ଧୀରେ ସବୁ ଦେଶକୁ ନିଜ କବ୍‌ଜାକୁ ନେବାରେ ଲାଗିଛି। ଇଂଲଣ୍ଡ…

ୟୁରୋପରେ ଉଗ୍ର ରୂପ ନେଲା ମଙ୍କି ପକ୍ସ ! ମହାମାରୀ ଘୋଷଣା ନେଇ WHOର ବୈଠକରେ ଚର୍ଚ୍ଚା

ନୂଆଦିଲ୍ଲୀ : ମାଡ଼ି ଚାଲିଛି ମଙ୍କି ପକ୍ସ। ବିଭିନ୍ନ ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କଲାଣି ଭୂତାଣୁ । ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ରୋଗ କାୟାବିସ୍ତାର କରିବାରେ ଲାଗିଛି । ୟୁରୋପରେ ଏହି ସଂକ୍ରମଣର ସ୍ଥିତ ଉଦ୍‌ବେଗଜନକ । ଏଠାରେ ପ୍ରଥମ ଥର ପାଇଁ ରେକର୍ଡ ସଂଖ୍ୟାରେ ମଙ୍କିପକ୍ସ ମାମଲା…

ମାଡ଼ୁଛି ମଙ୍କିପକ୍ସ ଭାଇରସ୍, ଜରୁରୀ ବୈଠକ ଡକାଇଲା WHO! ସମଲିଙ୍ଗୀ ପୁରୁଷଙ୍କ ପାଇଁ ଅଧିକ ବିପଦ…

ମାଡୁଛି ମଙ୍କିପକ୍ସ ଭାଇରସ୍। କରୋନା ପରେ ନୂଆ ପ୍ରକାର ଭୂତାଣୁକୁ ନେଇ ସମସ୍ତଙ୍କ ମନରେ ଛନକା। ବିଭିନ୍ନ ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କଲାଣି ମଙ୍କିପକ୍ସ ଭୂତାଣୁ। ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ରୋଗ କୟାବିସ୍ତାର କରୁଛି। ବ୍ରିଟେନ୍ ଓ ଆମେରିକା ପରେ ଫ୍ରାନ୍ସ, ଇଟାଲୀ, ସ୍ୱିଡେନ୍, କାନାଡା,…

ଇଂଲଣ୍ଡରେ ବ୍ୟାପିଲା ମଙ୍କିପକ୍ସ ରୋଗ, ମାଙ୍କଡ଼ଙ୍କଠାରୁ ହୋଇଥାଏ ସଂକ୍ରମଣ, ଇନଫେକ୍ସନ ରୋକିବାକୁ ସରକାର ତତ୍ପର

କରୋନା ଭାଇରସ ସଂକ୍ରମଣ ସହ ସାରା ବିଶ୍ୱ ଜୁଝି ହେଉଥିବା ବେଳେ ଇଂଲଣ୍ଡର ନର୍ଥ ୱେଲସରୁ ମଙ୍କିପକ୍ସର ଦୁଇଟି ମାମଲା ସାମ୍ନାକୁ ଆସିଛି। ଏ ନେଇ ସ୍ଥାନୀୟ ଜଣେ ପବ୍ଲିକ ହେଲଥ ଅଫିସର ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ଗୋଟିଏ ହିଁ ପରିବାରର ଦୁଇଜଣ ସଦସ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି।…