ରାଜଧାନୀରେ ଅମାନିଆ ମଶା: ବଡ଼ଗଡ଼ରେ କରୁଛନ୍ତି ଉତ୍ପାତ, ସାନ୍ଦ୍ରତା ୧୬୦ ପାର୍
ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ଅମାନିଆ ମଶା। ମାନୁନାହାନ୍ତି ବାଡବତା। ବିଭିନ୍ନ ସ୍ଥାନରେ ବଢି ଚାଲିଛି ଏହି ମଶା ମାନଙ୍କର ପ୍ରାର୍ଦୁଭାବ । ଏହି ଲିଷ୍ଟରେ ସବୁଠୁ ଆଗରେ ରାଜଧାନୀର ବଡ଼ଗଡ଼ ଅଞ୍ଚଳ। ଏହି ଅଞ୍ଚଳ ବାସୀଙ୍କୁ ଏମିତି କଲବଲ କରୁଛନ୍ତି ମଶା, ନା ଟିକେ ଶାନ୍ତିରେ ଲୋକେ ଶୋଇ…