Browsing Tag

mother killed her daughter

ନିଜ ୪୦ ଦିନର ପିଲାକୁ ୧୪ ମହଲାରୁ ଫୋପାଡି ମାରିଦେଲା ମା’

ମା’ ସାଜିଲା ରାକ୍ଷସୀ । ଜନ୍ମ ଦେଇଥିବା ମା’ ନିଜ ପିଲାର ଜୀବନ ନେଇଯାଇଛି । ୪୦ ଦିନର ପିଲାକୁ ୧୪ ମହଲାରୁ ଫୋପାଡି ଦେଇ ମାରିଛି ମା’ । ମୁମ୍ବାଇରେ ଏଭଳି ଘଟଣା ଘଟିଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଖବର ମୁତାବକ, ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଭିନ୍ନକ୍ଷମ ମହିଳା ଜଣକ ନିଜର ୪୦…

ହତ୍ୟା କରି ସାବତ ଝିଅକୁ ପୋଡ଼ି ଦେଲା ମା, ପ୍ରମାଣ ଲୁଚାଇବା ପାଇଁ ମଶାଣିକୁ ଧୋଇଦେଲା ବାପା

ଗୋପ (କେନ୍ୟୁଜ): ପୁରୀ ଜିଲ୍ଲା ଗୋପ ବ୍ଳକ ବିଜିପୁର ଗାଁରେ ଘଟିଛି ଏକ ଲୋମଟାଙ୍କୁରା ଘଟଣା । ସାନ ଝିଅକୁ ମାରି ମଶାଣିରେ ପୋଡିଦେଲେ ସାବତ ମାଆ ଓ ମାମୁଁ । ନିଜ ବାପା, ସାବତ ମାଆ ଓ ମାମୁଁଙ୍କ ବିରୋଧରେ ଏଭଳି ଅଭିଯୋଗ ଆଣିଛନ୍ତିି ମୃତକଙ୍କ ବଡ ଭଉଣୀ ରଶ୍ମିତା ମହରଣା । ମୃତକ ବିଜିପୁର ଗାଁର…

ମା ନା ରାକ୍ଷସୀ? ୪ ମହଲରୁ ନିଜ ୪ବର୍ଷର ଶିଶୁ କନ୍ୟାକୁ ତଳକୁ ଫିଙ୍ଗି ଦେଇ ମାରିଦେଲେ ମହିଳା

ବେଙ୍ଗାଳୁରୁ(କେନ୍ୟୁଜ୍ ) ଆଜି ବେଙ୍ଗାଳୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଜଣେ ମା ନିଜ ୪ ବର୍ଷର ଝିଅକୁ ଏକ ଅପର୍ଟମେଣ୍ଟର ୪ ମହଲାରୁ ତଳକୁ ଫିଙ୍ଗି ଦେବା ଫଳରେ ଶିଶୁଟିର ମୃତ୍ୟୁ ହୋଇଛି । ଏହି ଘଟଣାରେ ଉକ୍ତ ମହିଳା ଜଣଙ୍କ ପୋଲିସ ଦ୍ୱାରା ଗିରଫ ହୋଇଛନ୍ତି । ମିଳିଥିବା…

ମାନସିକ ବିକୃତ ଝିଅକୁ ହତ୍ୟା କଲା ନିର୍ଦ୍ଦୟୀ ମା’, ପୋଷ୍ଟମର୍ଟମ ରିପୋର୍ଟରୁ ବାହାରିଲା ଏହି ଭୟାନକ ସତ

ମୁମ୍ବାଇ: ଝିଅକୁ ମାରିଲା ନିର୍ଦ୍ଦୟୀ ମା’। ମୁମ୍ବାଇ ଅନ୍ଧେରୀରେ ୧୯ ବର୍ଷୀୟା ମାନସିକ ବିକୃତ ଝିଅକୁ ହତ୍ୟା କଲା ମା’। ହତ୍ୟା କରିବା ପରେ ଏହାକୁ ଆତ୍ମହତ୍ୟା ରୂପ ଦେଇଥିଲା। ମାତ୍ର ପୋଷ୍ଟମର୍ଟମ ରିପୋର୍ଟର ବାହାରିଲା ସତ। ଝିଅ ମାନସିକ ବିକୃତ ଥିବାରୁ ତା’ର ଯତ୍ନ ନେଇ ବିରକ୍ତ ହୋଇଯାଇଥିଲେ…

ମା’ ସାଜିଲା ଡାହାଣୀ: ନବଜାତ ଝିଅକୁ ଜୀଅନ୍ତା ମାରିବାକୁ ଉଦ୍ୟମ ବେଳେ ବଞ୍ଚାଇଲେ ପଡ଼ୋଶୀ

ଦୁନିଆରେ ବୋଧେ ଏମିତି କୌଣସି ମା’ ନାହିଁ ଯିଏ ନିଜ ପିଲାଙ୍କୁ ସ୍ନେହ କରୁନଥିବ କି ଭଲ ପାଉନଥିବ। ପିଲା ଉପରକୁ ବିପଦ ଆସିଲେ ମା’ ତା ସାମ୍ନାରେ ପାଚେରି ହୋଇ ଠିଆ ହୁଏ। ଛୁଆର ସବୁଠୁ ବଡ଼ ସାହସ ହୋଇଥାଏ ମା’। କିନ୍ତୁ ବିହାରର ଲଖୀସରାୟ ଅଞ୍ଚଳରେ ଜଣେ ମା’ ନିଜ ଜନ୍ମ କଲା ପିଲାକୁ ମାରିବାକୁ…

ନୃଶଂସ ସାବତ ମାଆ, ତିନି ବର୍ଷର ଶିଶୁ କନ୍ୟାକୁ ତଣ୍ଟି ଚିପି କଲା ହତ୍ୟା

କଳାହାଣ୍ଡି (କେନ୍ୟୁଜ୍) : ନୃଶଂସ ମାଆ। ତିନି ବର୍ଷର ଶିଶୁ କନ୍ୟାକୁ ତଣ୍ଟି ଚିପି ହତ୍ୟା ଅଭିଯୋଗ। କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଲାଖପଦର ଗାଁରେ ଏହି ଅଘଟଣ ଘଟିଛି। ମୃତ ଶିଶୁ ନନ୍ଦିନୀ ସାହୁ। ଗତକାଲି ସନ୍ଧ୍ୟାରେ ନନ୍ଦିନୀ ଖେଳିସାରି ଘରକୁ ଫେରିଥିଲା। ହେଲେ କୌଣସି କାରଣକୁ ନେଇ ସାବତ…