Browsing Tag

mousumi adhibesan

ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ

ଭୁବନେଶ୍ବର (କେନ୍ୟୁଜ୍) : ବିଧାନସଭା ମୌସୁମୀ ଅଧିବେଶନର ଆଜି ତୃତୀୟ ଦିନ । ଗୃହରେ ଆଗତ ହେବ ବିଧାନ ପରିଷଦ ସଂକଳ୍ପ । ତେଲେଙ୍ଗାନା ଢାଞ୍ଚାରେ ଓଡ଼ିଶାରେ ଗଠନ ହେବ ବିଧାନ ପରିଷଦ । ଏନେଇ ଗଠିତ କମିଟି ମହାରାଷ୍ଟ୍ର, କର୍ଣ୍ଣାଟକ, ବିହାର ଓ ତେଲେଙ୍ଗାନା ଗସ୍ତ କରି ଅନୁଧ୍ୟାନ କରିଥିଲା । ବିଧାନ…

ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ

ଭୁବନେଶ୍ବର (କେନ୍ୟୁଜ୍) : ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ଗୃହରେ ଆଗତ ହେବ ଅତିରିକ୍ତ ବଜେଟ । ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଅତିରିକ୍ତ ବଜେଟ ଉପସ୍ଥାପନ କରିବେ । ଏହି ଅତିରିକ୍ତ ବଜେଟର ଆକାର ୧୨ ହଜାର ୭ ଶହ ୬୮ କୋଟି ଟଙ୍କା । କିଛି ଅସମ୍ପୂର୍ଣ୍ଣ ପ୍ରକଳ୍ପକୁ…

ବିଧାନସଭା ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର (କେନ୍ୟୁଜ୍) : ବିଧାନସଭା ମୌସୁମୀ ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି । ବିଧାନସଭା ସମେତ ଲୋୟର ପିଏମଜିରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ୩୨ପ୍ଲାଟୁନ୍ ଫୋର୍ସ, ୫ଜଣ ଅତିରିକ୍ତ ଡିସିପି, ୧୨ଜଣ ଏସିପି ର‍୍ୟାଙ୍କର ଅଫିସର, ୮୫ଜଣ ଆଇଆଇସି ଓ ଏସଆଇ ଓ ୨ପ୍ଲାଟୁନ୍ ଏସଓଜି…

ଆଜିଠୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ମୌସୁମୀ ଅଧିବେଶନ

ଭୁବନେଶ୍ବର (କେନ୍ୟୁଜ୍) : ଆଜିଠୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ମୌସୁମୀ ଅଧିବେଶନ । ବିଭିନ୍ନ ପ୍ରସଙ୍ଗକୁ ନେଇ ଏଥର ସରଗରମ ରହିବ ଗୃହ। ଆଜି ପ୍ରଥମ ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାର ବାଜପେୟୀ, ପୂର୍ବତନ ବାଚସ୍ପତି ସୋମନାଥ ଚାଟାର୍ଜୀ, ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ…

ଆସନ୍ତାକାଲିଠୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ମୌସୁମୀ ଅଧିବେଶନ : ଅାଜି ବସିବ ବିଧାୟକ ଦଳ ବୈଠକ

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତାକାଲିଠୁ ଆରମ୍ଭ ହେବ ପଞ୍ଚଦଶ ବିଧାନସଭାର ମୌସୁମୀ ଅଧିବେଶନ । ଆଜି ବିରୋଧୀ କଂଗ୍ରେସ, ବିଜେପି ଓ ବିଜେଡି ପକ୍ଷରୁ ପୃଥକ ପୃଥକ ଭାବେ ବିଧାୟକ ଦଳ ବୈଠକ ବସି ପ୍ରସ୍ତୁତ ହେବ ରଣନୀତି । କଂଗ୍ରେସ ଚାଷୀ ସମସ୍ୟା, ଲୋକାୟୁକ୍ତ ନିଯୁକ୍ତି, ପିସି କାରବାର, ବେକାରୀ…

ସେପ୍ଟେମ୍ବର ୪ରୁ ମୌସୁମୀ ଅଧିବେଶନ

ଭୁବନେଶ୍ବର : ସେପ୍ଟେମ୍ବର ୪ରୁ ମୌସୁମୀ ଅଧିବେଶନ। ଅଧିବେଶନ ୨୦ ତାରିଖ ପର୍ୟ୍ୟନ୍ତ ଚାଲିବ। ଅଧିବେଶନରେ ମୋଟ ୧୧ଟି କାର୍ୟ୍ୟ ଦିବସ ରହିଛି। ୧୭ରେ ଆସିବ ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍‌ । ମୌସୁମୀ ଅଧିବେଶନକୁ ରାଜ୍ୟପାଳ ଅନୁମୋଦନ କରିଛନ୍ତି।

ଆସନ୍ତାକାଲିଠାରୁ ସଂସଦ ମୌସୁମୀ ଅଧିବେଶନ : ଆଜି ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତାକାଲିଠାରୁ ସଂସଦ ମୌସୁମୀ ଅଧିବେଶନ। ଗୃହକାର୍ୟ୍ୟକୁ ସୁରୁଖୁରୁରେ ଚଳାଇବା ନେଇ, ଆଜି ସରକାର ଓ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି। ତା ପୂର୍ବରୁ ରଣନୀତି ପ୍ରସ୍ତୁତ କରିବାକୁ ଏକାଠି ହୋଇଥିଲେ ୧୩ଟି ବିରୋଧୀ ଦଳ। ନିଯୁକ୍ତି ସୁଯୋଗ, ଗୁଜବରୁ ଲୋକଙ୍କୁ ପିଟିପିଟି ହତ୍ୟା,…

ବିରୋଧୀଙ୍କ ରଣନୀତି: ଦିନକ ପରେ ସଂସଦର ମୌସୁମୀ ଅଧିବେଶନ

ଭୂୁବନେଶ୍ବର: ଦିନକ ପରେ ସଂସଦର ମୌସୁମୀ ଅଧିବେଶନ। ରଣନୀତି ପ୍ରସ୍ତୁତ ନେଇ ଆଜି ଏକାଠି ହେବେ ବିରୋଧୀ। ସଂଧ୍ୟାରେ ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ ପାଲ୍ଲାମେଣ୍ଟ ସ୍ଥିତ କାର୍ୟ୍ୟାଳରେ ବୈଠକ ହେବ। କଂଗ୍ରେସ ସମେତ ବିରୋଧୀ ଦଳଙ୍କ ମେଳି ହେବ। ମୁଖ୍ୟ ଫୋକସ ରହିବ ରାଜ୍ୟସଭା…