Browsing Tag

mukesh ambani

ଅନନ୍ତ-ରାଧିକାଙ୍କ ପ୍ରି ୱେଡିଂ ସମାରୋହ, ମୁକେଶ ଅମ୍ବାନୀଙ୍କୁ ନଚାଇଲେ ରିହାନା

ଅମ୍ବାନୀ ପରିବାରର ଛୋଟ ପୁଅ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବକୁ ନେଇ ଚାରିଆଡେ ଖୁବ୍‌ ଚର୍ଚ୍ଚା । ପ୍ରି ୱେଡିଂ ସମାରୋହ ଆରମ୍ଭ ହୋଇଯାଇଛି । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଦୀପିକା-ରଣବୀର ଠାରୁ ଆରମ୍ଭ କରି ଶାହରୁଖ ଏବଂ ସୈଫଙ୍କ…

‘ରାମ’ ନାମରେ ସଜେଇ ହେଲା ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ, ମନ ମୋହୁଛି ଭିଡିଓ

ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣପ୍ରତିଷ୍ଠାକୁ ନେଇ ସାରା ଦେଶରେ ଉତ୍ସାହ ଲାଗି ରହିଛି । ଆଉ ଦେଶର ପ୍ରମୁଖ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଘର ଆଣ୍ଟିଲିଆ ମଧ୍ୟ ପ୍ରଭୁ ରାମଙ୍କ ନାମରେ ସଜେଇ ହୋଇଛି । ଆଣ୍ଟିଲିଆ ଜୟ ଶ୍ରୀ ରାମ ଏବଂ ଆଲୋକରେ ଦୀପ ସହିତ ସଜେଇ ହୋଇଛି । ରାମ ମନ୍ଦିରର ସମ୍ମାନକୁ…

ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ, ତେଲେଙ୍ଗାନାରୁ ଧରିଲା ପୋଲିସ

ଦେଶର ସବୁଠାରୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ । ଇ-ମେଲରେ ଧମକ ଦେଉଥିବା ମାମଲାରେ ମୁମ୍ବାଇ ପୋଲିସ ଅଭିଯୁକ୍ତକୁ ତେଲେଙ୍ଗାନାରୁ ଗିରଫ କରିଛି । ଗିରଫ ହୋଇଥିବା ୧୯ ବର୍ଷୀୟ ଯୁବକଙ୍କ ନାମ ଗଣେଶ ରମେଶ ବନପାରଧି । ଅଭିଯୁକ୍ତ ଜଣକ ଶାଦାବ ଖାନ ନାମରେ…

ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ମିଳିଲା ତୃତୀୟ ହତ୍ୟା ଧମକ, ୨୦ କୋଟିରୁ ୪୦୦ କୋଟି ଦାବି

ଏସିଆର ସବୁଠାରୁ ଧନୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜର ମାଲିକ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ୩ ଥର ହତ୍ୟା ଧମକ । ୩ ଦିନରେ ୩ ଥର ହତ୍ୟା ଧମକ ମିଳିଥିବା ସୂଚନା ମିଳିଛି । ଗୋଟିଏ ଇ-ମେଲ୍ ଆଇଡିରୁ ହତ୍ୟା ଧମକ ମିଳିଛି । ୪୦୦ କୋଟି ଟଙ୍କା ଦେବାକୁ ଇ-ମେଲ୍ ରେ ଧମକ ଦିଆଯାଇଛି । ଅଜ୍ଞାତ…

ପୁଣି ମୁକେଶ ଅମ୍ବାନୀଙ୍କୁ ମାରିବାକୁ ଧମକପୂର୍ଣ୍ଣ ଇମେଲ, ଏଥିର ୨୦ ନୁହେଁ ୨୦୦ କୋଟି ଦାବି

ଦେଶର ସବୁଠୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ପୁଣି ହତ୍ୟା ଧମକ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଅଫିସିଆଲ ଇ-ମେଲରେ ହତ୍ୟା ଧମକ ମିଳିଛି । କିନ୍ତୁ ଏଥର ୨୦ କୋଟି ନୁହେଁ ୨୦୦କୋଟି ଟଙ୍କା ନ ଦେଲେ ହତ୍ୟା କରିବାକୁ ଇ-ମେଲରେ ଧମକ ଦିଆଯାଇଛି । ପୁଣି ଧମକ ସମାନ…

ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ, ୨୦ କୋଟି ନ ଦେଲେ…

ଦେଶର ସବୁଠୁ ବଡ ଶିଳ୍ପପତି ମୁକେଶ ଅମ୍ବାନୀଙ୍କୁ ହତ୍ୟା ଧମକ । ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କୁ ଅଫିସିଆଲ ଇ-ମେଲରେ ହତ୍ୟା ଧମକ ମିଳିଛି । ୨୦ କୋଟି ନ ଦେଲେ ହତ୍ୟା କରିବାକୁ ଇ-ମେଲରେ ଧମକ ଦିଆଯାଇଛି । ଏନେଇ ମୁମ୍ବାଇର ଗାମଦେବୀ ଥାନାରେ ମାମଲା ରୁଜୁ ହୋଇଛି ।…

ମିଡିଆ ରାଇଟ୍ସରୁ ଜବରଦସ୍ତ ଆୟ କରିବ ବିସିସିଆଇ, ଡିଜିଟାଲ ଏବଂ ଟିଭି ରାଇଟ୍ସକୁ ୫,୯୬୬ କୋଟି ଟଙ୍କାରେ କିଣିଛି…

ଏସିଆ କପରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍‌ ପାଇଁ ଫ୍ୟାନ୍ସ ଚାହିଁଛନ୍ତି । ଏସିଆ କପ୍‌ ପରେ ବିଶ୍ୱକପ ୨୦୨୩ ଆରମ୍ଭ ହେବ । ଭାରତରେ ଖେଳାଯିବାକୁ ଥିବା ବିଶ୍ୱକପ ପାଇଁ ବିସିସିଆଇ ଇଣ୍ଟରନ୍ୟାସନାଲ କ୍ରିକେଟ ମ୍ୟାଚ୍‌ ପ୍ରସାରଣ ପାଇଁ ଟିଭି ଏବଂ ଡିଜିଟାଲ ରାଇଟ୍ସ ଘୋଷଣା କରିଛି ।…

ରିଲାଏନ୍ସର ୪୬ତମ AGM: ଇସ୍ତଫା ଦେଲେ ନୀତା ଅମ୍ବାନୀ, ବୋର୍ଡରେ ସାମିଲ ହେଲେ ଇଶା, ଆକାଶ ଓ ଅନନ୍ତ

ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍‌ର ୪୬ତମ ଏଜିଏମ୍‌ରେ ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କମ୍ପାନୀ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ ଲିମିଟେଡ୍ ବୋର୍ଡରେ ଇଶା ଅମ୍ବାନୀ, ଆକାଶ ଅମ୍ବାନୀ ଓ ଅନନ୍ତ…

ରାମ ଚରଣଙ୍କ ଝିଅ ପାଇଁ ସୁନାର ପଲଙ୍କ ପଠାଇଲେ ଅମ୍ବାନୀ ପରିବାର, ମୂଲ୍ୟ ୧ କୋଟି ଟଙ୍କା!

ସୁପରହିଟ୍ ଫିଲ୍ମ 'ଆର୍‌ଆର୍‌ଆର୍‌’ ଅଭିନେତା ରାମ ଚରଣ ନିକଟରେ ବାପା ହୋଇଛନ୍ତି। ଦୀର୍ଘ ଦିନର ପ୍ରତୀକ୍ଷା ପରେ ରାମ ଚରଣ ଓ ତାଙ୍କ ପତ୍ନୀ ଉପାସନା କାମିନେନି ସେମାନଙ୍କ ପ୍ରଥମ ସନ୍ତାନକୁ ସ୍ୱାଗତ କରିଛନ୍ତି। ଏବେ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କପଲ୍‌ଙ୍କ ନହ୍ନିପରୀ କୌଣସି ସାଧାରଣ ପଲଙ୍କ…

କେତେ ପଢ଼ିଛନ୍ତି ଇଶା ଅମ୍ବାନୀ; କେତେ କୋଟି ଟଙ୍କାର ମାଲିକାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

(କେନ୍ୟୁଜ ବ୍ୟୁରୋ): ଇଶା ଅମ୍ବାନୀ ଜଣେ ପ୍ରତିଷ୍ଠିତ ମହିଳା ଭାବେ ବେଶ ପରିଚିତ । ବ୍ୟବସାୟିକ ଦୃଷ୍ଟିରୁ ଇଶା ଅମ୍ବାନୀ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି । ସେ ହେଉଛନ୍ତି ଭାରତର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ଝିଅ । ଇଶା…

Bloomberg ଧନୀ ତାଲିକା: ପୁଣି ଜୁକରବର୍ଗଙ୍କୁ ପଛରେ ପକାଇଲେ ମୁକେଶ ଅମ୍ବାନୀ, ୨ଟି ସ୍ଥାନ ଖସିଲେ ଗୌତମ ଅଦାନୀ

ଦୁନିଆର ଟପ୍‌ ଅରବପତି (ବିଲିୟନେୟର୍ସ) ତାଲିକାରେ ଏକ ବୃହତ୍‌ ପରିବର୍ତ୍ତନ ଦେଖିବାକୁ ମିଳିଛି। ଏଠାରେ ଆଉ ଜଣେ ଭାରତୀୟ ଉଦ୍ଦ୍ୟୋଗପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରୀଜ୍‌ର ଚେୟାରମ୍ୟାନ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ବୃଦ୍ଧି ପାଇଛି। ସେ ଫେସ୍‌ବୁକର ମାର୍କ ଜୁକରବର୍ଗଙ୍କୁ ପଛରେ ପକାଇ…

ମୁକେଶ ଅମ୍ବାନୀ ପୁରୁଣା କର୍ମଚାରୀଙ୍କୁ ଉପହାର କଲେ ୧୫୦୦ କୋଟିର ୨୨ ମହଲା କୋଠା! ଜାଣନ୍ତୁ କିଏ ଏହି ଖାସ୍‌ ବ୍ୟକ୍ତି

ରିଲାଏନ୍ସ ଇଣ୍ଡଷ୍ଟ୍ରୀର ଚେୟାରମ୍ୟାନ୍ ତଥା ଏସିଆର ସବୁଠୁ ଧନୀ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପାଖରେ କେବଳ ବଡ଼ ବ୍ୟାଙ୍କ ବାଲାନ୍ସ ନାହିଁ, ବରଂ ତାଙ୍କର ବିଶାଳ ହୃଦୟ ମଧ୍ୟ ରହିଛି। କର୍ମଚାରୀଙ୍କୁ ସାହାଯ୍ୟ କରିବା ପାଇଁ ସର୍ବଦା ଛିଡ଼ା ହେଉଥିବା ମୁକେଶ ଅମ୍ବାନୀ ନିକଟରେ ନିଜର ଜଣେ ପୁରୁଣା…