ମୁକେଶ ଅମ୍ବାନୀ ବୋହୂକୁ ଉପହାର ଦେଲେ ଦୁନିଆର ସବୁଠୁ ଦାମୀ ହାର, ଚର୍ଚ୍ଚାରେ ଶ୍ଲୋକା ମେହେତାଙ୍କ ହୀରା ନେକ୍ଲେସ
ଦୁନିଆର ସବୁଠାରୁ ଧନୀ ପରିବାର ମଧ୍ୟରେ ସାମିଲ ମୁକେଶ ଅମ୍ବାନୀଙ୍କ ପରିବାର ଅତ୍ୟନ୍ତ ବିଳାସପୂର୍ଣ୍ଣ ଜୀବନ ଜିଅଁନ୍ତି। ଅମ୍ବାନୀ ପରିବାରର ଫଙ୍କସନ, ପାର୍ଟି ଏବଂ ଅନ୍ୟାନ୍ୟ ଇଭେଣ୍ଟ୍ ଉପରେ ଥାଏ ସାରା ବିଶ୍ୱର ନଜର। ଏବେ ଅମ୍ବାନୀ ପରିବାରର ବୋହୂ ଶ୍ଲୋକା ମେହେତାଙ୍କ ହୀରା ନେକ୍ଲେସ…