ଦୁଇ ଦିନ ପରେ ପୌର ପରୀକ୍ଷା: ଆସନ୍ତାକାଲି ସରିବ ପ୍ରଚାର, ଖରାକୁ ଖାତିର ନକରି ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି…
ଭୁବନେଶ୍ବର(କେନ୍ୟୁଜ୍): ଦୁଇ ଦିନ ପରେ ପୌର ପରୀକ୍ଷା। ଆସନ୍ତାକାଲି ସରିବ ପ୍ରଚାର। ଖରାକୁ ଖାତିର ନକରି ନେତା ଓ ସମର୍ଥକଙ୍କ ଗହଣରେ ଭୋଟରଙ୍କ ନିକଟରେ ପହଞ୍ଚୁଛନ୍ତି ପ୍ରାର୍ଥୀ । ସହରର ଗଳିକନ୍ଦିରେ ବୁଲୁଛି କ୍ୟାମ୍ପେନ ଗାଡ଼ି । କେଉଁଠି ରୋଡ୍ ସୋ ଓ ବାଇକ ରାଲି ତ ଆଉ କେଉଁଠି ସଭାରେ…