Browsing Tag

murder

ବିଲ ମଝିରୁ ଠାବ ହେଲା ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ

ସୋର (କେନ୍ୟୁଜ): ବିଲମଝିରୁ ଠାବ ହେଲା ଯୁବକଙ୍କ ମୃତଦେହ। ତାଙ୍କୁ ହତ୍ୟା କରାଯାଇଥିବାର ସନ୍ଦେହ କରାଯାଉଛି। ମୃତକ ଧୀରଜ ଜେନା ବୋଲି ଜଣାଯାଇଛି। ବିହାର ରାଜ୍ୟର ରାଜମିସ୍ତ୍ରୀ ଧୀରଜ ଜେନା ସୋର ଥାନା ମଧୁସୂଦନପୁର ପଂଚାୟତ ଖଜିଡିହା ଗାଁରେ ରହି ଆସୁଥିଲେ। ଯୁବ ରାଜମିସ୍ତ୍ରୀଙ୍କୁ କେହି…

ଭିନ୍ନକ୍ଷମ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର

ବ୍ରହ୍ମପୁର (କେନ୍ୟୁଜ): କେ.ନୂଆଗାଁ ଥାନା ଚୌଧୁରୀ ଟିକରପଡା ଗାଁରେ ଆଜି ଏକ ଭିନ୍ନକ୍ଷମ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରିଛି ପୋଲିସ। ସୂଚନା ଅନୁଯାୟୀ ଏହି ଗାଁର ବାସୁ ସାହୁଙ୍କ ଭିନ୍ନକ୍ଷମ ଝିଅ ବିଷ୍ଣୁପ୍ରିୟା ୮ ତାରିଖରେ ନିଖୋଜ ଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ନ ମିଳିବାରୁ ଥାନାରେ…

ଯୌତୁକ ପାଇଁ ସ୍ତ୍ରୀକୁ ହତ୍ୟା କରିଥିଲା ନୃଶଂସ ସ୍ବାମୀ, ପତ୍ନୀହନ୍ତାକୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଲେ କୋର୍ଟ

କଣ୍ଟାବାଞ୍ଜି (କେନ୍ୟୁଜ): ସ୍ତ୍ରୀର ହତ୍ୟାକାରୀ ସ୍ୱାମୀକୁ ଆଜୀବନ ସଜା। ଯୌତୁକ ପାଇଁ ସ୍ତ୍ରୀ କୁ ହତ୍ୟା କରିଥିବା ଅଭିଯୋଗରେ କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗାଁର ସ୍ୱାମୀ ଜୟରାମ ମାଝୀ କୁ ଆଜୀବନ କାରାଦଣ୍ଡ ରାୟ ଦେଲେ କଣ୍ଟାବାଞ୍ଜି ଏଡିଜେ କୋର୍ଟ । କଣ୍ଟାବାଞ୍ଜି ଅତିରିକ୍ତ ଦୌରାଜଜ…

ବ୍ରହ୍ମପୁରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ପତ୍ନୀ ଆଣିଲେ ହତ୍ୟା ଅଭିଯୋଗ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁରରେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ । ବଡ଼ବଜାର ଥାନା ତୃପ୍ତିନଗର ତୃତୀୟ ଲାଇନରେ ଯୁବକଙ୍କ ମୃତ୍ୟୁ । ଗତକାଲି ବିଳମ୍ବିତ ରାତିରେ ଜଣେ ଯୁବକଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି । ମୃତ ଯୁବକ ହେଲେ ରଞ୍ଜିତ ପାତ୍ର । ରଞ୍ଜିତଙ୍କୁ ହତ୍ୟା କରାଯାଇଥିବା ନେଇ…

ଇଏ ସ୍ୱାମୀ ନ ପିଶାଚ: ହତ୍ୟା ପରେ ସ୍ତ୍ରୀକୁ ପୋତି ଦେଲା, ମାଟି ଖୋଳି ଉଦ୍ଧାର ହେଲା ମୃତଦେହ

ଯୋଡ଼ା(କେନ୍ୟୁଜ୍): ହତ୍ୟା ପରେ ସ୍ତ୍ରୀକୁ ପୋତି ଦେଇଥିବା ଅଭିଯୋଗ । ମାଟି ଖୋଳି ଉଦ୍ଧାର କରାଗଲା ମୃତଦେହ । କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଭାଗଲପୁର ମୁଣ୍ଡାସାହିରେ ଏହି ଘଟଣା ଘଟିଛି । ମୃତକ ହେଲେ ବୁଧୁନି ମୁଣ୍ଡା । ଅଭିଯୋଗ ହୋଇଛି, ବୁଧୁନିଙ୍କୁ ସ୍ୱାମୀ ରାମ ସିଂ ମାରି ପୋତି ଦେଇଛନ୍ତି ।…

ଯାଆ ପାଇଁ ଗଲା ଯାଆର ଜୀବନ, ସ୍ୱାମୀର ଅନୈତିକ ସମ୍ପର୍କ ଥିବା ସନ୍ଦେହରେ ହତ୍ୟାକାଣ୍ଡ

ମୟୂରଭଞ୍ଜ(କେନ୍ୟୁଜ୍): ଅନୈତିକ ସମ୍ପର୍କକୁ ନେଇ ହତ୍ୟାକାଣ୍ଡ । ମହିଳାଙ୍କ ଠେଙ୍ଗାମାଡ଼ରେ ମହିଳା ମୃତ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ନେଦାମ ଗାଁରେ । ସୂଚନା ମୁତାବକ, ଗାଁରେ ରହୁଥିବା ଜଣେ ବିଧବା ମହିଳାଙ୍କ ସହ ଗଜେନ୍ଦ୍ର ଭକ୍ତାଙ୍କ ଅନୈତିକ ସମ୍ପର୍କ ଥିବା ସନ୍ଦେହରେ…

ହତ୍ୟାର ୧୪ ଦିନ ପରେ ମିଳିଲା ସ୍କୁଟି, ହତ୍ୟାକାରୀର ପତ୍ତା ପାଉନି ପୋଲିସ୍

ଆନନ୍ଦପୁର (କେନ୍ୟୁଜ) : ହତ୍ୟାକାଣ୍ଡର ୧୪ ଦିନ ପରେ ମଧ୍ୟ ପୋଲିସ୍ ହାତ ଖାଲି ହେଲେ ହତ୍ୟାକାରୀ ନେଇ ଯାଇଥିବା ସ୍କୁଟିକୁ ଉଦ୍ଧାର କରିଛି ପୋଲିସ୍। ନଭେମ୍ବର ମାସ ୧୪ ତାରିଖରେ ନନ୍ଦିପଦା ଥାନା ନିକଟରେ ଭଡ଼ାଘରେ ରହୁଥିବା ଢେଙ୍କା ଉଚ୍ଚ ବିଦ୍ୟାଳୟର ଗଣିତ ଶିକ୍ଷକ ଅନିରୁଦ୍ଧ ସ୍ବାଇଁଙ୍କୁ କେହି…

ଚନ୍ଦକା ପାଇକପୁର ପାହାଡ଼ ନିକଟରେ ବୀଭତ୍ସ ହତ୍ୟା

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀ ଉପକଣ୍ଠରେ ବିଭତ୍ସ ହତ୍ୟାକାଣ୍ଡ। ଚନ୍ଦକା ଥାନା ପାଇକପୁର ପାହାଡ଼ ପାଖରେ ଜଣେ ବ୍ଯକ୍ତିଙ୍କୁ ହତ୍ୟା। ପାହାଡ଼ ତଳେ ପଡିଛି ମୃତଦେହ। ମୁହଁକୁ ପଥରରେ ଛେଚି ଥିବା ସନ୍ଦେହ କରାଯାଉଛି। ମୃତ ବ୍ୟକ୍ତି ଜଣକ ହେଲେ ବଂଶୀଧର। ସେ ହାଇସ୍କୁଲର ପିଅନ ବୋଲି ଜଣା ପଡିଛି।…

ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା!

ଖୋର୍ଦ୍ଧା (କେନ୍ୟୁଜ୍): ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ହତ୍ୟା ଅଭିଯୋଗ। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ସଦର ଥାନା ଅନ୍ତର୍ଗତ ଶରଧାପୁର ଗାଁରେ। ମୃତକ ହେଉଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ରନାଥ ବଳିୟାରସିଂ। ଅଭିଯୋଗ ଅନୁସାରେ, ଗତ…

ପାରିବାରିକ କଳହକୁ ନେଇ ହତ୍ୟା: ବାପାକୁ ହାଣିଲେ ଦୁଇ ପୁଅ ଓ ମାଆ

ବ୍ରହ୍ମପୁର(କେନ୍ୟୁଜ୍): ପାରିବାରିକ କଳହରୁ ବୀଭତ୍ସ ହତ୍ୟା ଅଭିଯୋଗ । ବାପାକୁ ହାଣିଲେ ଦୁଇ ପୁଅ ଓ ମାଆ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ତୋଟା ଗାଁରେ ଏହି ଘଟଣା ଘଟିଛି। ଗତକାଲି ରାତି ସାଢ଼େ ୧୦ଟାରେ ତୋଟା ଗାଁ ଶ୍ମଶାନ ନିକଟରେ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଜଣେ ବ୍ୟକ୍ତିଙ୍କ ମୃତଦେହ…

ସଂପର୍କରେ ଲାଗିଲା ରକ୍ତର ଛିଟା: ବଡ଼ ଭାଇର ଛୁରାମାଡ଼ରେ ଚାଲିଗଲା ସାନ ଭାଇର ଜୀବନ

କଟକ (କେନ୍ୟୁଜ): କଟକରେ ହତ୍ୟା। ଦରଘା ବଜାର ଥାନା ଅଞ୍ଚଳର, ବାଉଁସ ଗଳିରେ ଆଜି ସକାଳୁ ସକାଳୁ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ବଡ଼ ଭାଇର ଛୁରା ମାଡ଼ରେ ସାନ ଭାଇର ମୃତ୍ୟୁ ଘଟିଛି। ଘଟଣା ପଛରେ ପାରିବାରିକ କଳହ ଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଂଚି…

ବନ୍ଦ ଘରୁ ଆସିଲା ଦୁର୍ଗନ୍ଧ, କବାଟ ଖୋଲି ଦେଖିଲେ ତ ପଡିଛି ଗୋଟିଏ ପରିବାରର ୪ ମୃତଦେହ

ବରଗଡ (କେନ୍ୟୁଜ) : କେଡ଼େ ସୁନ୍ଦର ପରିବାର ଟିଏ । ବାପ ମା, ପୁଅ ଝିଅ ମିଶି ଚାରି ଜଣ । ହସଖୁସିରେ ସଂସାର ଚାଲିଥିଲା । ହେଲେ ଇଏ କଣ ହେଲା ? ସେମାନଙ୍କ ନିଶ୍ୱାସ ବନ୍ଦ ହୋଇଗଲା ଗୋଟିଏ ଦିନରେ । ବନ୍ଦ ଘର ଭିତରୁ ଆସୁଥିଲା ଦୁର୍ଗନ୍ଧ। ହଠାତ୍ କେହି କିଛି ବୁଝିପାରିଲେନି ବନ୍ଦ ଘର ଭିତରୁ ଏମିତି…