Below header
Browsing Tag

murder

ନିଜର ୩ ପିଲାଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ମା’, ମଧ୍ୟପ୍ରଦେଶରେ ଘଟିଛି ଏହି ଅଭାବନୀୟ ଘଟଣା

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି । ମଧ୍ୟପ୍ରଦେଶର ସାଗରରେ ଜଣେ ମହିଳା ନିଜର ୩ ପିଲାଙ୍କୁ ହତ୍ୟା କରି ନିଜେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ପ୍ରଥମେ ନିଜର ୩ ପିଲାଙ୍କୁ ମାରିବା ପରେ ପରେ ନିଜ ବେକରେ ଦଉଡ଼ି ଦେଇ ଆତ୍ମହତ୍ୟା କରିଥିବା ପୋଲିସ୍…

ସମାଧାନ ପାଇଁ ଆସିଥିଲେ କିନ୍ତୁ ଘଟିଗଲା କିଛି ଏପରି, ବାପା ଆଗରେ ପୁଅକୁ ମାରିଦେଲେ ଦୁର୍ବୃତ୍ତ

ଭୁବନେଶ୍ବର (କେନ୍ୟୁଜ୍) : ବାପା ଆଗରେ ପୁଅକୁ ମାରିଦେଲେ ଦୁର୍ବୃତ୍ତ। ବିଳମ୍ବିତ ରାତିରେ କୋଣାର୍କ ଅସ୍ତରଙ୍ଗ ଥାନା ଆଳସାହିର ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଦିଲୀପ ସ୍ୱାଇଁ। ସମାଧାନ ପାଇଁ ଆସିଥିବା କିଛି ଦୁର୍ବୃତ୍ତଙ୍କ ଆକ୍ରମଣରେ ବାପା ଓ ପୁଅ ଦୁଇ ଜଣ ଗୁରୁତର ଆହତ…

କେନ୍ଦ୍ରାପଡା: ଘରେ ମାଂସ ରନ୍ଧା ଡେରି ହେବାରୁ ପୁଅର ଉଗ୍ର ରୂପ, କାଠ ଫାଳିଆରେ ବାପାକୁ ପିଟି ହତ୍ୟା

କେନ୍ଦ୍ରାପଡା(କେନ୍ୟୁଜ୍): ପୁଅର ମାଡରେ ବାପା ମୃତ । କେନ୍ଦ୍ରାପଡା ସଦର ଥାନା ଗୁଲନଗର ଗାଁର ପୁଅ ଜଗବନ୍ଧୁ ସେଠି ନିଶାସକ୍ତ ଅବସ୍ଥାରେ କାଠ ଫାଳିଆରେ ବାଡେଇବାରୁ ବାପା ଘନଶ୍ୟାମ ସେଠିଙ୍କର ମୃତ୍ୟୁ ହୋଇଛି । ଘରେ ମାଂସ ରନ୍ଧା ଡେରି ହେବାରୁ ବାପା ଓ ପୁଅଙ୍କ ମଧ୍ୟରେ ବଚସା ହୋଇ ପରେ ଉଗ୍ର…

କେନ୍ଦୁଝର: ପାରିବାରିକ କଳହର ଭୟଙ୍କର ପରିଣତି, ଭାଇକୁ ହାଣିଲା ଭାଇ

କେନ୍ଦୁଝର(କେନ୍ୟୁଜ୍): ଭାଇକୁ ହାଣିଲା ଭାଇ। ପାରିବାରିକ କଳହର ଭୟଙ୍କର ପରିଣତି। କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ରେବଣା ସାହିରେ ସାନଭାଇକୁ ବଡଭାଇ ଅତି ନିର୍ମମ ଭାବେ ଟାଙ୍ଗିଆରେ ହାଣି ହତ୍ୟା କରିଛି। ମିଳିଥିବା ସୂଚନା ଅନୁଯାୟୀ, ବଡଭାଇ ରେପ ମୁର୍ମୁ ତିଆରି କରିଥିବା ଏକ ନୂଆ ଘରର…

କେନ୍ଦ୍ରାପଡ଼ା: ମାର୍ଶାଘାଇ ହାତିଆରେ ଔଷଧ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣା, ଆଉ ୩ ଅଭିଯୁକ୍ତ ଗିରଫ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ହାତିଆରେ ଔଷଧ ବ୍ୟବସାୟୀଙ୍କୁ ଗୁଳିମାଡ଼ ଘଟଣାରେ ଆଉ ୩ ଜଣ ଗିରଫ। ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମାର୍ଶାଘାଇ ପୋଲିସ। ସେମାନଙ୍କ ନିକଟରୁ ଜବତ ହୋଇଛି ବନ୍ଧୁକ, ବହୁ ମାରଣାସ୍ତ୍ର, ମୋବାଇଲ୍‌ ଫୋନ୍‌ ଓ ବାଇକ୍‌। ଏପର୍ଯ୍ୟନ୍ତ…

ପୂର୍ବତନ ପ୍ରେମିକାଙ୍କୁ ହତ୍ୟା କରି ସୁଟ୍‌କେଶରେ ପ୍ୟାକ୍‌ କରିଦେଲେ ଡେଣ୍ଟିଷ୍ଟ୍‍, କାର୍‌କୁ ଧକ୍କା କରାଇ ନିଜେ କଲେ…

ଜଣେ ଡେଣ୍ଟିଷ୍ଟ୍‍ ତାଙ୍କ ପୂର୍ବତନ ପ୍ରେମିକାଙ୍କୁ ହତ୍ୟା କରିବା ପରେ ମୃତଦେହକୁ ପ୍ୟାକ୍‌ କରିଦେଲେ ଏକ ସୁଟ୍‌କେଶରେ। ଆଉ ଏହାପରେ ତାଙ୍କୁ ଖୋଜିବାର ନାଟକ ରଚିଲେ। ସୁଦୂର ସିଡ୍‌ନୀରେ ଘଟିଥିବା ଏମିତି ଏକ ଘଟଣା ଏବେ ସାମ୍ନାକୁ ଆସିଛି। ପ୍ରବାସୀ ଭାରତୀୟ ୩୨ ବର୍ଷୀୟା ପ୍ରୀଥି ରେଡ୍ଡୀଙ୍କୁ…

କେନ୍ଦୁଝର: ଗୁଣି ଗାରେଡି ସନ୍ଦେହକୁ କେନ୍ଦ୍ର କରି ମାଇଁକୁ ହତ୍ୟା କଲା ଭଣଜା

କେନ୍ଦୁଝର(କେନ୍ୟୁଜ୍): ଗୁଣି ଗାରେଡି ସନ୍ଦେହରେ ମାଇଁକୁ ହତ୍ୟା କଲା ଭଣଜା । ଆନନ୍ଦପୁର ବ୍ଳକ ଗୟଳମୁଣ୍ଡା ପଞ୍ଚାୟତ କନ୍ତଳା ଗାଁରେ ଗୁଣିଗାରେଡି ସନ୍ଦେହରେ ହତ୍ୟା କରାଯାଇଛି । ଖବର ପାଇ ଆନନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ଭଣଜାକୁ ଗିରଫ କରି ତଦନ୍ତ…

ସମ୍ବଲପୁର ଯୁଯୁମରାରେ ନୃଶଂସ ହତ୍ୟାକାଣ୍ଡ, ଗୋଟିଏ ପରିବାରର ଦୁଇ ଭାଇଙ୍କୁ ଗୋଡାଇ ଗୋଡାଇ ହାଣିଲେ ଲୋକେ

ସମ୍ବଲପୁର(କେନ୍ୟୁଜ୍): ସୀମା ଟପିଲା ନୃଶଂସତା । ସମ୍ବଲପୁରରେ ଯୁଯୁମରାରେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ଗାଁ ଦାଣ୍ଡରେ ଗୋଡାଇ ଗୋଡାଇ ୨ଜଣଙ୍କୁ ହାଣିଲେ ଦୁର୍ବୃତ୍ତ । ଭଣ୍ଡାରିମାଲ ଗାଁରେ ଗୋଟିଏ ପରିବାରର ଦୁଇ ଭାଇଙ୍କ ମୃତ୍ୟୁ ହୋଇଛି । ଅନ୍ୟ ତିନି ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ।…

ପୁଣିଥରେ ଆରମ୍ଭ ହେଲା ସମ୍ବଲପୁରର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡର ତଦନ୍ତ

ସମ୍ବଲପୁର: ପୁଣିଥରେ ଆରମ୍ଭ ହେଲା ସମ୍ବଲପୁରର ବହୁଚର୍ଚ୍ଚିତ ଜୟଶ୍ରୀ ମିଶ୍ର ହତ୍ୟାକାଣ୍ଡର ତଦନ୍ତ। କ୍ରାଇମବ୍ରାଞ୍ଚର ନିର୍ଦ୍ଦେଶରେ ବୁର୍ଲା ମେଡିକାଲ କଲେଜର ଏଫଏମଟି ବିଭାଗ, ଡିଏଫଏସଏଲ ଓ ପୋଲିସ ମିଳିତ ଭାବେ ତଦନ୍ତ ଆରମ୍ଭ କରିଛନ୍ତି। ସାନସିଂହାରୀ ଗ୍ରାମ ନିକଟରେ ମୃତଦେହ ପୋତା ଯାଇଥିବା…

ପାଲଲହଡ଼ା: ପୂର୍ବ ଶତ୍ରୁତାରୁ ବିଧବା ମହିଳାଙ୍କୁ ହତ୍ୟା

ପାଲଲହଡ଼ା: ପୂର୍ବ ଶତ୍ରୁତାରୁ ବିଧବା ମହିଳାଙ୍କୁ ହତ୍ୟା । ପାଲଲହଡ଼ା ଥାନା ବସୁଆଁ ପଞ୍ଚାୟତର ସୋଲଡ଼ା ଗାଁରେ ଘଟିଛି ଲୋମହର୍ଷକ ହତ୍ୟାକାଣ୍ଡ। ପୂର୍ବ ଶତ୍ରୁତାରୁ ଆଦିବାସୀ ସଂପ୍ରଦାୟର ବିଧବା ମହିଳା ଗୁବାଇ କୁଙ୍କାଲଙ୍କର ସେହି ଗ୍ରାମର ସୁବେଦାର ସୋରେନଙ୍କ ସହ ପାଟିତୁଣ୍ଡ ହୋଇଥିଲା।…

ଶିକାରୀ ଗୁଳିରେ ନିଜେ ଶିକାରୀ ମୃତ, ଭଉଣୀ ଆଣିଲେ ହତ୍ୟା ଅଭିଯୋଗ

କଳାହାଣ୍ଡି (କେନ୍ୟୁଜ୍) : ଶିକାରୀ ଗୁଳିରେ ନିଜେ ଶିକାରୀ ମୃତ । କଳାହାଣ୍ଡି କେସିଙ୍ଗା ଥାନା ବଜରଗଡ ଜଙ୍ଗଲରେ ଘଟିଛି ଏପରି ଘଟଣା । ଗତ ୧୦ ତାରିଖରେ ରାଇନୁପଦର ଗାଁର ୯ ଜଣ ବାରହା ଶୀକାର ପାଇଁ ନିକସ୍ଥ ଜଙ୍ଗଲକୁ ଯାଇଥିଲେ । ସେଠାରେ ଶୀକାର ସମୟରେ ହଠାତ୍ ଏକ ଗୁଳି ଆସି ରାଜୁ ମାଝିଙ୍କ…

ନୀଳଗିରି:ଟଙ୍କା ଦେବାକୁ ନେଇ ଯୁବକଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ

ନୀଳଗିରି(କେନ୍ୟୁଜ୍): ଯୁବକଙ୍କୁ ପିଟି ପିଟି ମାରି ଦେଇଥିବା ଅଭିଯୋଗ । ନୀଳଗିରି ଥାନା ବାଘମରା ଅଞ୍ଚଳରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକଙ୍କ ନାଁ ବାବୁରାମ ସିଂ । ବାବୁରାମଙ୍କ ମାଆ ବାଲେଶ୍ୱର ଜେଲର ବିଚାରଧୀନ କଏଦୀ ଅଛନ୍ତି । ସେ କାମ କରି ବୁଧୁ ସିଂ ନାମକ ଜଣେ ବ୍ୟକ୍ତିଙ୍କ…