Below header
Browsing Tag

murder

ଗୋବରୀ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର, ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ

ଗୋବରୀ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର। କଟକ ଜିଲ୍ଲା ମାହାଙ୍ଗା ଥାନା ପାଇକରାପୁର ପଞ୍ଚାୟତର ବ୍ରାହ୍ମଣ ମଣିଜୋରୀ ଗାଁ ନିକଟ ନଦୀରୁ ମହିଳାଙ୍କ ମୃତଦେହ ଉଦ୍ଧାର କଲା କୁଆଁପାଳ ଜମକଳ ବାହିନୀ। ପରେ ମାହାଙ୍ଗା ପୋଲିସ ତଦନ୍ତ ଆରମ୍ଭ କରିଛି। ମୃତ ମହିଳାଜଣକ ହରପ୍ରିୟା ସାହୁ ବୋଲି ଚିହ୍ନଟ…

କରଞ୍ଜିଆରେ ଜଘନ୍ୟ ହତ୍ୟାକାଣ୍ଡ, ପାଟୁଲିଡିହା ଗାଁ ପଡ଼ିଆରୁ ମିଳିଲା ମହିଳାଙ୍କ କଟା ମୁଣ୍ଡ

କରଞ୍ଜିଆ: କରଞ୍ଜିଆରେ ଜଘନ୍ୟ ହତ୍ୟାକାଣ୍ଡ । ପାଟୁଲିଡିହା ଗାଁ ପଡ଼ିଆରୁ ମିଳିଲା ଜିରାମଣି ସଏଙ୍କ କଟା ମୁଣ୍ଡ । ସେହିପରି ତାଙ୍କ ଘର ବାଡ଼ିରୁ ଗଣ୍ଡି ଜବତ କରାଯାଇଛି । ପୋଲିସ ମୃତଦେହ ଉଦ୍ଧାର କରିବା ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଦୁର୍ବୃତ୍ତମାନେ ମହିଳାଙ୍କୁ ହତ୍ୟା କରିବା ପରେ…

ପୋଲିସ ମାରିଥିଲା ଏନକାଉଣ୍ଟରରେ, ୨ବର୍ଷ ପରେ କୋର୍ଟ ଦେଲେ ଆଜୀବନ କାରାଦଣ୍ଡ

କୁଖ୍ୟାତ ଗ୍ୟାଙ୍ଗଷ୍ଟାର ଆନନ୍ଦପାଲ । ଯାହାର ନାମ ଶୁଣିଲା ମାତ୍ରେ ଥରହର ହେଉଥିଲା ପୁରା ରାଜସ୍ଥାନ। ମୁଣ୍ଡ ଉପରେ ସରକାର ଘେଷଣା କରିଥିଲେ ୫ ଲକ୍ଷ ଟଙ୍କାର ପୁରଷ୍କାର। କିନ୍ତୁ ଧରିବା ପାଇଁ କାହାର ସାହସ ନଥିଲା। କାରଣ ଆନନ୍ଦପାଲ ଥିଲା ଦୁର୍ଦାନ୍ତ ଅପରାଧୀ। ଦିନ ଦ୍ୱପ୍ରହରରେ ଫିଲ୍ମ…

ମହାକାଳପଡ଼ା ଘଣ୍ଟିଖାଲ ଗାଁରେ ପୂର୍ବ ଶତୃତାକୁ ନେଇ ଜଣଙ୍କୁ ହତ୍ୟା

ଚୌଦ୍ୱାର: ପୂର୍ବ ଶତୃତାକୁ ନେଇ ହତ୍ୟାକାଣ୍ଡ। ଚୌଦ୍ୱାର ଥାନା ମହାକାଳପଡ଼ା ଘଣ୍ଟିଖାଲ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ଗୋଲଖ ପ୍ରଧାନ। ଗୋଲଖ ନିଜ ଝିଅ ଘର ନିଧିପୁରରୁ ଫେରୁଥିବାବେଳେ ଘଣ୍ଟିଖାଲ ନିକଟରେ ସଂଘବଦ୍ଧ ଭାବେ ଆକ୍ରମଣ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ…

ନବରଙ୍ଗପୁର: ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଅତି ବୀଭତ୍ସ ଭାବରେ ହତ୍ୟା କଲା ସ୍ୱାମୀ

ନବରଙ୍ଗପୁର : ପତ୍ନୀ ହନ୍ତା। ସ୍ତ୍ରୀକୁ ଟାଙ୍ଗିଆରେ ହାଣି ଅତି ବୀଭତ୍ସ ଭାବରେ ହତ୍ୟା କଲା ସ୍ୱାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ସରାଗୁଡ଼ା ଗାଁରେ। ମୃତକଙ୍କ ନାଁ ମନାଇ ଭତରା। ତାଙ୍କ ସ୍ୱାମୀ ମଙ୍ଗୁ ଭତରା ତାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା…

ମୋହନା: ଶୋଇଥିବା ଅବସ୍ଥାରେ ବାପାକୁ ପଥରରେ ଛେଚି ହତ୍ୟାକଲା ନୃଶଂସ ପୁଅ

ମୋହନା : ନୃଶଂସ ପୁଅ ଘଟାଇଲା ବୀଭତ୍ସ ହତ୍ୟାକାଣ୍ଡ। ଶୋଇଥିବା ଅବସ୍ଥାରେ ବାପାକୁ ପଥରରେ ଛେଚି ହତ୍ୟାକଲା । ଗଜପତି ଜିଲ୍ଲା ମୋହନା ବ୍ଲକ ଲୁଡୁଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ମୃତକ ଜଗନ୍ନାଥ କାର୍ଯ୍ୟି। ଅଭିଯୁକ୍ତ ପୁଅ କେଶବ କାର୍ଯ୍ୟି ହତ୍ୟାକାଣ୍ଡ ଘଟାଇ ଫେରାର ହୋଇଯାଇଛି। ଜଗନ୍ନାଥ…

ଲାଞ୍ଚ ନଦେବାରୁ ଠିକାଦାରଙ୍କୁ ଜୀବନ୍ତ ପୋଡି ହତ୍ୟା କଲେ ଦୁର୍ବୃତ୍ତ, ଜାଣନ୍ତୁ କେଉଁଠି ଘଟିଛି ଏହି ଘଟଣା

ଗୋପାଳଗଞ୍ଜ: ବିହାରରେ ଅପରାଧୀମାନେ ଦିନକୁ ଦିନ ସୀମା ଲଙ୍ଘିବାକୁ ଲାଗିଲେଣି । ଆଉ ଏକ ନୂଆ ମାମଲା ଗୋପାଳଗଞ୍ଜ ଜିଲ୍ଲାରୁ ଆସିଛି । ଯେଉଁଠାରେ ଅପରାଧୀମାନେ ଗଣ୍ଡକ ପ୍ରୋଜେକ୍ଟ କାର୍ଯ୍ୟାଳୟରେ ପଶି ଜଣେ ଠିକାଦାରଙ୍କୁ ଜୀବନ୍ତ ପୋଡି ହତ୍ୟା କରିଛନ୍ତି। ପୋଲିସ୍ ଏନେଇ ଏକ ମାମଲା ରୁଜୁ କରି…

ଅସ୍ତରଙ୍ଗ: ପବିତ୍ର ସମ୍ପର୍କରେ ରକ୍ତର ଛିଟା, ହତ୍ୟା ପରେ ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଗଲା ସ୍ୱାମୀ

ଅସ୍ତରଙ୍ଗ (କେନ୍ୟୁଜ୍): ନୃଶଂସ ସ୍ୱାମୀର ବର୍ବରକାଣ୍ଡ। ସ୍ତ୍ରୀର ଗଣ୍ଡିରୁ ମୁଣ୍ଡକୁ ଅଲଗା କରିଦେଲା ସ୍ୱାମୀ। ହତ୍ୟା ପରେ ସ୍ତ୍ରୀର କଟାମୁଣ୍ଡ ଧରି ଥାନାରେ ସ୍ୱାମୀର ଆତ୍ମସମର୍ପଣ। ଅସ୍ତରଙ୍ଗ ରାଇବେରୁହାଁ ଗାଁରେ ଏହି ନୃଶଂସ ହତ୍ୟାକାଣ୍ଡ ଘଟିଛି। ଚରିତ୍ରକୁ ସନ୍ଦେହ କରି ସ୍ତ୍ରୀକୁ ହତ୍ୟା…

ମହଙ୍ଗା ପଡ଼ିଲା ପ୍ରେମ: ପ୍ରେମିକା ଆଗରେ ଗଛରେ ବାନ୍ଧି ଯୁବକଙ୍କୁ ପିଟି ମାରିଦେଲେ ଝିଅର ପରିବାର ଲୋକେ

କେନାଲ କୂଳରେ ବସି ଭାବ ଦିଆନିଆ ହେଉଥିଲେ ପ୍ରେମୀଯୁଗଳ। ହେଲେ ଏହି ଦ୍‌ଶ୍ୟ ପଡ଼ିଯାଇଥିଲା ଝିଅର ପରିବାର ଲୋକଙ୍କ ନଜରରେ। ଆଉ ତା’ ପରେ ଝିଅର ପରିବାର ଲୋକେ ଯୁବକଙ୍କୁ କାବୁ କରି ଅତି ନିର୍ଦ୍ଦୟ ଭାବେ ପିଟିଥିଲେ। ଏତିକିରେ ରାଗ ଶାନ୍ତ ହୋଇ ନ ଥିଲା ସେମାନଙ୍କର, ଦରମରା ଅବସ୍ଥାରେ ତାଙ୍କୁ…

ବାଲେଶ୍ୱର: ଯାତ୍ରାପାର୍ଟି କଳାକାରଙ୍କୁ ନିର୍ମମ ହତ୍ୟା

ବାଲେଶ୍ୱର (କେନ୍ୟୁଜ୍): ଯାତ୍ରାପାର୍ଟି ହାସ୍ୟ କଳାକାରଙ୍କୁ ନିର୍ମମ ହତ୍ୟା। ବାଲେଶ୍ୱର ଜିଲ୍ଲା ଭୋଗରାଇ ଥାନାର ଜୟରାମପୁର ଗାଁରେ ଘଟିଛି ଏହି ହତ୍ୟାକାଣ୍ଡ। ଶୁଭଲକ୍ଷ୍ମୀ ନାମକ ଯାତ୍ରାପାର୍ଟିରେ ହାସ୍ୟ କଳାକାର ଭାବେ ଅଭିନୟ କରୁଥିବା ତ୍ରିଲୋଚନ ରଣଜିତଙ୍କୁ ବିଳମ୍ବିତ ରାତିରେ ଭୋଗରାଇ…

କେନ୍ଦୁଝର: ନିଖୋଜ ଥିବା ଛବି ସାହୁଙ୍କ ମୃତ ଦେହ ଉଦ୍ଧାର

କେନ୍ଦୁଝର(କେନ୍ୟୁଜ୍): କେନ୍ଦୁଝର ଚମ୍ପୁଆରୁ ନିଖୋଜ ଥିବା ଛବି ସାହୁଙ୍କ ମୃତ ଦେହ ଉଦ୍ଧାର। ଛବି ସାହୁ ଚମ୍ପୁଆରେ ରହି ସୁପରଭାଇଜର ଭାବେ କାମ କରୁଥିଲେ । ଗତ ୧୪ ତାରିଖ ରାତିରେ ତାଙ୍କୁ ମାଲ ଦେବାକୁ କହି ସଂଜୟ ସାହୁ ଘରୁ ଡାକି ନେଇଥିଲେ । ଏହାପରଠୁ ତାଙ୍କର ଖୋଜଖବର ନଥିଲା । ସେ ନିଖୋଜ…

ଝାରସୁଗୁଡ଼ାରେ ଠିକାଦାରକୁ ପଥରରେ ଛେଚି ହତ୍ୟା, ପାଉଣାକୁ ନେଇ ବଚସା ହେବା ପରେ ହତ୍ୟା ସନ୍ଦେହ

ଠିକାଦାରକୁ ପଥରରେ ଛେଚି ହତ୍ୟା। ଝାରସୁଗୁଡ଼ା ସହରର ଏକତାଲିର ଏକ ଭଡ଼ା ଘରୁ ଠିକାଦାରଙ୍କ ମୃତଦେହ ଉଦ୍ଧାର। ୩୨ବର୍ଷିୟ ଠିକାଦାର ଫାସିଦୁଲ ରେହମାନଙ୍କୁ ପଥରରେ ଛେଚି ହତ୍ୟା କରଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି। ଦୀର୍ଘ ଦିନ ଧରି ଫାସିଦୁଲ ସେଠାରେ ରହି ଆସୁଥିଲା। ତାଙ୍କ ସହ…