Browsing Tag

murder

ଉତ୍ତର ପ୍ରଦେଶରେ ଗୁଳିକାଣ୍ଡ : ଜମି ଚାଷକୁ ବିରୋଧ କରିବାରୁ ୯ ଗ୍ରାମବାସୀଙ୍କୁ ଗୁଳି କରି ହତ୍ୟା

ଚାଷ ଜମିକୁ ନେଇ ପୂର୍ବ ଉତ୍ତର ପ୍ରଦେଶର ସୋନଭଦ୍ର ଜିଲା ଉଭା ଗାଁରେ ଘଟିଛି ଏକ ଜଘନ୍ୟ ଗୁଳିକାଣ୍ଡ। ଏଥିରେ ୩ ମହିଳାଙ୍କ ସମେତ ୯ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣାରେ ଆଉ ୧୯ ଜଣ ବ୍ୟକ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ପୋଲିସ ୨ଜଣଙ୍କୁ ଗିରଫ କରିଛି। ସୋନଭଦ୍ର ପୋଲିସ…

ଯୁବକଙ୍କୁ ହତ୍ୟା, ଶ୍ୱଶୁର ଘର ଲୋକେ ହତ୍ୟା କରିଥିବା ଅଭିଯୋଗ

କେନ୍ଦୁଝର (କେନ୍ୟୁଜ୍) : ଯୁବକଙ୍କୁ ହତ୍ୟା ଅଭିଯୋଗରେ କେନ୍ଦୁଝର ଫକିରପୁରରେ ଉତ୍ତେଜନା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଫକିରପୁରରେ ଶଶୁର ଘର ଲୋକେ ଜ୍ୱାଇଁକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଗାଁର ମଣ୍ଟିନ ଦାଶ ତାଙ୍କ ସ୍ତ୍ରୀକୁ ନେଇ ଭଉଣୀ ଘରକୁ ଯାଇଥିଲେ । ଫେରିବା ବାଟରେ…

ଆଠଗଡ଼: ଜନ୍ମକଲା ମାକୁ ଟାଙ୍ଗିଆରେ ହାଣି ହତ୍ୟାକଲା ନୃଶଂସ ପୁଅ

ଆଠଗଡ଼(କେନ୍ୟୁଜ୍) : ଜନ୍ମକଲା ମାକୁ ହତ୍ୟାକଲା ନୃଶଂସ ପୁଅ। ଆଠଗଡ଼ କଖଡ଼ି ବଜାର ସାହିରେ ଘଟିଛି ଲୋମହର୍ଷକ ହତ୍ୟାକାଣ୍ଡ। ଗତକାଲି ରାତିରେ ଘରୋଇ କଳିକୁ କେନ୍ଦ୍ର କରି ପ୍ରକାଶ ପ୍ରଧାନ ତାଙ୍କ ମା'ସାବିତ୍ରୀ ପ୍ରଧାନଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଛି। ଗୁରୁତର ଅବସ୍ଥାରେ ସାବିତ୍ରୀଙ୍କୁ ଆଠଗଡ଼…

କେନ୍ଦୁଝର : ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ଅଭିଯୁକ୍ତଙ୍କ ଥାନାରେ ଆତ୍ମସମର୍ପଣ

କେନ୍ଦୁଝର : ଗୁଣିଗାରେଡି ସନ୍ଦେହରେ ବୀଭତ୍ସକାଣ୍ଡ । କେନ୍ଦୁଝର ଜିଲ୍ଲା ସଦର ଥାନା ସେଣ୍ଡକାପ ଗାଁରେ ଗୁଣିଗାରେଡି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ଦୀନବନ୍ଧୁ ମୁଣ୍ଡା ବୋଲି ଜଣାପଡ଼ିଛି। ଦୀନବନ୍ଧୁଙ୍କୁ ହତ୍ୟା କରିଥିବା ଅଭିଯୁକ୍ତମାନେ ସଦର ଥାନାରେ ଆତ୍ମସମର୍ପଣ…

କେନ୍ଦ୍ରାପଡ଼ା : ଜମିବାଡ଼ି ବିବାଦକୁ କେନ୍ଦ୍ର କରି ହତ୍ୟାକାଣ୍ଡ, ଜଣେ ମୃତ

କେନ୍ଦ୍ରାପଡ଼ା(କେନ୍ୟୁଜ୍): ଜମିବାଡ଼ି ବିବାଦକୁ ନେଇ ହତ୍ୟାକାଣ୍ଡରେ ଜଣେ ମୃତ। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ସହିରା ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ରାମଚନ୍ଦ୍ର ଜେନା। ଏହି ଘଟଣାକୁ ନେଇ ସହିରା ଗାଁରେ ଚାପା ଉତ୍ତେଜନା ଦେଖାଦେଇଥିଲା। ଦୀର୍ଘ ଦିନ ହେବ ସହିରା ଗାଁର…

ନୂଆପଡା: ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ନୂଆପଡା(କେନ୍ୟୁଜ୍): ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ । ନୂଆପଡା ଜିଲ୍ଲା ଖଡିଆଳ କେନ୍ଦୁପାଟି ଗାଁ ଝାରବାହାଲ ପଡାରେ ଘଟିଛି ଘଟଣା । ମୃତକ ଜଣଙ୍କ ହେଲେ ନକୁଳ ବନଛୋର । ହତ୍ୟା ପରେ ପୁଅ ପୂର୍ଣ୍ଣ ବନଛୋର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡିଛିି । ଗତ ବିଳମ୍ବିତ ରାତିରେ କୌଣସି କାରଣକୁ…

ଟିଣ୍ଡର ଜରିଆରେ ଡେଟରେ ଯାଇଥିଲେ ମହିଳା, ପରେ ୧୪ ଖଣ୍ଡରେ ମିଳିଲା ଶବ

ଆମେରିକାର ନେବ୍ରାସ୍କୋରେ ଘଟିଥିବା ଏକ ହତ୍ୟାକାଣ୍ଡ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଠାରେ ଜଣେ ମହିଳା ଟିଣ୍ଡର ଜରିଆରେ ଡେଟରେ ଯାଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କର ୧୪ ଖଣ୍ଡ ବିଶିଷ୍ଟ ଶବ ମିଳିଥିଲା। ଏହି ମାମଲାରେ ଅଭିଯୁକ୍ତ ଜଣଙ୍କ କୋର୍ଟରେ ଅଦ୍ଭୁତ ବୟାନ ପ୍ରଦାନ କରିଛନ୍ତି।…

ନିର୍ମାଣଧୀନ କୋଠାରୁ ପଡ଼ି ଶ୍ରମିକଙ୍କ ମୃତ୍ୟୁ, କ୍ଷତିପୂରଣ ଦାବୀରେ ଶ୍ରମ କାର୍ଯ୍ୟଳୟ ସମ୍ମୁଖରେ ଶବ ରଖି ଘେରାଓ କଲେ…

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ବଡ଼ ବଜାର ଥାନା ଅନ୍ତର୍ଗତ ହରିହର ନଗର ଦ୍ୱିତୀୟ ଲାଇନରେ ଏକ ନିର୍ମାଣଧୀନ କୋଠାରୁ ପଡ଼ି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ହେଲେ କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଟିକରପଡ଼ା ଗାଁର ସୁଶାନ୍ତ ସେଠୀ । ଗତ କାଲି ସଂଧ୍ୟାରେ ନରେଶ କୁମାର…

ଏ କି ସନ୍ତାନ ପ୍ରେମ ? ୧୬ ବର୍ଷର ନାବାଳିକାକୁ ହତ୍ୟା କରିବା ପରେ ବ୍ୟାଗରେ ଭର୍ତ୍ତି କରି ଗଙ୍ଗାରେ ଫିଙ୍ଗିଲେ ମା-ବାପା

କୋଲକତା : ମାଲଦା ପୋଲସି ଏକ ଦମ୍ପତିଙ୍କୁ ନିଜ ୧୬ ବର୍ଷର ନାବାଳକା ଝିଅକୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ କରିଛି। ପୋଲିସ ସୂଚନା ଅନୁଯାୟୀ, ମା-ବାପା ଝିଅକୁ ଏଥିପାଇଁ ହତ୍ୟା କରିଥିଲେ କାରଣ ସେ ଗୋଟିଏ ପୁଅ ସହ ପ୍ରେମ ସଂପର୍କରେ ରହିଥିଲା। ତେବେ ଘଟଣାଟି ମହେନ୍ଦ୍ରଟୋଲା ଗ୍ରାମରେ ଶୁକ୍ରବାର…

ଯାଜପୁର : ଢାବା ମାଲିକଙ୍କୁ ଗଳା କାଟି ହତ୍ୟା, କାରଣ ଅସ୍ପଷ୍ଟ

ଯାଜପୁର ରୋଡ ( କେ ନ୍ୟୁଜ) : ଢ଼ାବା ମାଲିକଙ୍କୁ ଗଳାକାଟି ନିର୍ମମ ହତ୍ୟା। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଲଗ୍ନ ମୃତଦେହ ଉଦ୍ଧାର। ଯାଜପୁର ଜିଲ୍ଲା ପାଣିକୋଇଲି ବଜାରରେ ଘଟିଛି ବର୍ବର ହତ୍ୟାକାଣ୍ଡ। ମୃତକ ଜଣକ ପାଣିକୋଇଲି ଗାଁର ରବିନ୍ଦ୍ର ସାହୁ ବୋଲି ଚିହ୍ନଟ ହୋଇଛି। ରବିନ୍ଦ୍ର ପାଣିକୋଇଲି…

ବଲାଙ୍ଗିର: ଏକତରଫା ପ୍ରେମକୁ ବିରୋଧ କରି ଅନ୍ୟତ୍ର ବିବାହ କରିଦେବାରୁ ଝିଅର ଭାଇକୁ ହତ୍ୟା କଲା ପାଗଳ ପ୍ରେମିକ

ବଲାଙ୍ଗିର(କେନ୍ୟୁଜ୍) : ବଲାଙ୍ଗିର ପୁଇଁନ୍ତଳା ଥାନା ଆମଖିମୁଣ୍ଡା ଗାଁରେ ଯୁବକଙ୍କୁ ହତ୍ୟା । ମୃତକ ବରଗଡ଼ କୁଟୁରପାଲି ଗାଁର ଗୋବର୍ଦ୍ଧନ ଗିରି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ବେଲବାହାଳି ଗାଁର ବିକାଶ ସନ୍ୟାସୀ ଓ ଅଗରୁ ସନ୍ୟାସୀ । ଗୋବର୍ଦ୍ଧନଙ୍କ…

ବୌଦ୍ଧ: ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ପିଉସୀକୁ ଗଳାକାଟି ହତ୍ୟା କଲା ପୁତୁରା

ବୌଦ୍ଧ(କେନ୍ୟୁଜ୍): ସମ୍ପର୍କରେ ରକ୍ତର ଛିଟା । ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ପିଉସୀକୁ ଗଳାକାଟି ହତ୍ୟା କଲା ପୁତୁରା। ବୌଦ୍ଧ ଜିଲ୍ଲା କଣ୍ଟାମାଲ ଥାନା ଆଶ୍ରେ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଗତକାଲି ବିଳମ୍ବିତ ରାତିରେ ପିଉସୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା ପୁତୁରା। ତେବେ…