Below header
Browsing Tag

murder

କୋରାପୁଟ ଦେଓଘାଟିରେ ଅଘଟଣ, ବଡ଼ଭାଇର ଆକ୍ରମଣରେ ସାନଭାଇ ମୃତ

କୋରାପୁଟ(କେନ୍ୟୁଜ୍): ବଡ଼ଭାଇର ଆକ୍ରମଣରେ ସାନଭାଇର ମୃତ୍ୟୁ। କୋରାପୁଟ ସଦର ଥାନା ଦେଓଘାଟି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ଘଟିଛି। ପାରିବାରିକ କଳହରୁ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି। ସଦର ଥାନା ପୋଲିସ ବଡଭାଇକୁ ଅଟକ ରଖି ପଚରା ଉଚରା କରୁଛି।

କେନ୍ଦୁଝର : ଟାଙ୍ଗିଆରେ ହାଣି ଦୁଇ ଭାଇଙ୍କୁ ନିର୍ମମ ହତ୍ୟା

କେନ୍ଦୁଝର(କେନ୍ୟୁଜ୍) : କେନ୍ଦୁଝରରେ ଡବଲ୍ ମର୍ଡର। ଟାଙ୍ଗିଆରେ ହାଣି ଦୁଇ ଭାଇଙ୍କୁ ନିର୍ମମ ହତ୍ୟା। ଝୁମ୍ପୁରା ବ୍ଲକ୍ ଅନ୍ତର୍ଗତ କାଶିଆ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି। ମୃତକମାନେ ଗାଁର ସମରା ନାଏକ ଓ ତାଙ୍କ ସାନ ଭାଇ କରମୁ ନାଏକ। ନିଶାସକ୍ତ ଅବସ୍ଥାରେ ଗାଁର ଉଦ୍ଧବ ନାଏକ ଆଜି ପ୍ରଥମେ…

ନର ରୁପି ରାକ୍ଷାସ, ପିତା ମାତା ଋଣ ସୁଝି ନ ପାରିବାରୁ ଅଢ଼େଇ ବର୍ଷ ଝିଅକୁ ହତ୍ୟା କରି ବାହାର କଲେ ଆଖି

ଉତ୍ତରପ୍ରଦେଶର ଅଲ୍ଲିଗଡ ଜିଲ୍ଲାରେ ଏକ ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି। ଏକ ଅଢ଼େଇବର୍ଷ ଶିଶୁର ତଣ୍ଟି ଚିପି ହତ୍ୟା କରାଯିବା ପରେ ତାହାର ଆଖି ବାହାର କରାଯାଇଛି। ଶିଶୁର କେବଳ ଏତିକି ଭୁଲ ରହିଥିଲା କି ତାହାର ପିତାମାତା ୧୦ ହଜାର ଟଙ୍କାର ନେଇଥିବା ଋଣକୁ ସଠିକ୍ ସମୟରେ ସୁଝି…

କଳିଯୁଗର ସତ୍ୟବାନ, ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ

ଦେବଗଡ଼ (କେନ୍ୟୁଜ୍) : ସ୍ୱାମୀର ଟାଙ୍ଗିଆ ଚୋଟରେ ଗଲା ସ୍ତ୍ରୀର ଜୀବନ । ୩ବର୍ଷର ଶିଶୁକୁ ଧରି ଫେରାର ହୋଇଯାଇଛି ସ୍ୱାମୀ । ଦେବଗଡ଼ ଜିଲ୍ଲା ବାରକୋଟ ଥାନା କାଦୋପଡା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗାଁର ମନୋଜ କୁମ୍ଭାର ମଦ ପିଇ ସ୍ତ୍ରୀ ଲକ୍ଷ୍ମୀ କୁମ୍ଭାରଙ୍କ ସହ ଅନେକ ସମୟରେ ଝଗଡ଼ା…

ଝିଅର ବିବାହରେ ଗୀତ ଗାଉଥିଲେ ପିତା, ଆଖି ପିଛୁଳାକେ ଚାଲିଗଲା ଜୀବନ

ପ୍ରତ୍ୟେକ ପିତାଙ୍କର ସ୍ବପ୍ନ ରହିଥାଏ ନିଜ ଝିଅର ବିବାହ ଖୁବ ଧୁମଧାମରେ କରିବେ। ଏମିତି ସ୍ବପ୍ନ ନେଇ ବଞ୍ଚିଥିବା ଜଣେ ପିତାକୁ କଣ ଜଣାଥିଲା କି ନିଜ ଝିଅର ବିବାହର ପୂର୍ବ ଦିନ ତାଙ୍କର ଶେଷ ଦିନ ହୋଇଯିବ। ଏପରି ଏକ ଘଟଣା ଦେଖିବାକୁ ମିଳିଛି କେରଳର କୋଲମ୍ ଜିଲ୍ଲାରେ। ନିଜ ଝିଅର ସଂଙ୍ଗୀତରେ…

ମୟୂରଭଞ୍ଜ : ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ମୟୂରଭଞ୍ଜ : ପରକୀୟା ପ୍ରୀତିର କରୁଣ ପରିଣତି । ଠେଙ୍ଗାରେ ପିଟି ପିଟି ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ମୟୂରଭଞ୍ଜ ସଦର ଥାନା ମାଧବପୁର ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା ।

ଯାଜପୁର : ଧର୍ମଶାଳା ଥାନା ଦେଉଳି ପାହାଡ଼ରୁ ମୃତଦେହ ମିଳିବା ଘଟଣା, ଅଭିଯୁକ୍ତ ଗିରଫ

ଯାଜପୁରର ଧର୍ମଶାଳା ଥାନା ଦେଉଳି ପାହାଡ଼ରୁ ମା'ର ମୃତଦେହ ସହ ମୁମୂର୍ଷୁ ଅବସ୍ଥାରେ ଝିଅ ଉଦ୍ଧାର ଘଟଣାରେ ପୋଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି । ତେବେ ମୁଖ୍ୟ ଅଭିଯୁକ୍ତ ଏଯାଏଁ ଧରାପଡ଼ିନାହିଁ । ଗତ ୨ତାରିଖ ଦିନ ଦେଉଳି ଗାଁର କୃଷ୍ଣଚନ୍ଦ୍ର ସାମଲଙ୍କ ଝିଅକୁ ମୁଖ୍ୟ ଅଭିଯୁକ୍ତ ଓ ତାର ସହଯୋଗୀ…

କେନ୍ଦୁଝର : ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା

କେନ୍ଦୁଝର : ଘସିପୁରା ଥାନା କୋଳିମାଟି ପଞ୍ଚାୟତ କନ୍ତୋ ଗାଁରେ ଅଭାବନୀୟ ଘଟଣା । ପ୍ରେମ ସମ୍ପର୍କକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା କରାଯାଇଥିବା ସୁଚନା ମିଳିଛି । ମୃତ ଯୁବକ ଜଣକ ହେଲେ ବିଦ୍ୟାଧର ମୁଣ୍ଡା । ରାମଚନ୍ଦ୍ରପୁର ଗାଁର ଅର୍ଜୁନ ମୁଣ୍ଡାଙ୍କ ଭଉଣୀ ଟିକିରା ଗାଁରେ ନିଜ ଭିଣୋଇଙ୍କ…

ପବିତ୍ର ସଂପର୍କରେ ପାପର ଛିଟା ! ସ୍ତ୍ରୀର ମୃତ୍ୟୁ ପରେ ୮ବର୍ଷର ଝିଅ ସହ ବାପା କରୁଥିଲା ଦୁଷ୍କର୍ମ

ଗୁରୁଗ୍ରାମ : ରାଜଧାନୀ ଦିଲ୍ଲୀର ଗୁରୁଗ୍ରାମ ଅଞ୍ଚଳର ପଟୋଦୀରେ ମାନବିକତାକୁ ଲହୁଲୋହାଣ କରିବା ଭଳି ଏକ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି ସ୍ତ୍ରୀର ମୃତ୍ୟୁ ପରେ ଅନେକ ମାସ ହେବ ନିଜ ୮ ବର୍ଷର ଝିଅ ସହ ଦୁଷ୍କର୍ମ କରି ଆସୁଥିଲେ। ଏବେ ତାଙ୍କ ପଡ଼ିଶାରେ ରହୁଥିବା ଦୁଇ ଯୁବତୀ ଏହି ଘଟଣା…

୮ବର୍ଷ ନାବାଳକର ପ୍ରତିଶୋଧ, ଦେଢ଼ବର୍ଷ ଶିଶୁକୁ ପାଣିରେ ବୁଡାଇ କଲା ହତ୍ୟା

ଦୁନିଆରେ ଘଟୁଥିବା ଅଘଟଣ ଏବଂ ଦୁର୍ଘଟଣା ବେଳେବେଳେ ମନୁଷ୍ୟର ଚିନ୍ତାଧାରାକୁ ମଧ୍ୟ ଆଘାତ ପହଞ୍ଚାଇଥାଏ। ଠିକ୍ ସେହିପରି ଲୋମହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ଦକ୍ଷିଣ ଦିଲ୍ଲୀ ଫତେହପୁର ଅଞ୍ଚଳର ଏକ ଛୋଟ ଗ୍ରାମରେ। କୋମଳ ଭାବନାତ୍ମକ ବୟସରେ ଏକ ୮ବର୍ଷର ନାବାଳକ ପ୍ରତିଶୋଧ ନେବା ପାଇଁ…

ବିବାହର ଦୁଇ ଦିନ ପରେ ସ୍ତ୍ରୀକୁ ହତ୍ୟା କରି ନିଜକୁ ଗୁଳିମାରିଲେ ସ୍ବାମୀ

ରାୱଲପେଣ୍ଡି : ପାକିସ୍ତାନର ପଞ୍ଜାବ ପ୍ରାନ୍ତର ରାୱଲପେଣ୍ଡି ଜିଲ୍ଲାରେ ଜଣେ ବ୍ୟକ୍ତି ବିବାହର ମାତ୍ର ଦୁଇ ଦିନ ମଧ୍ୟରେ ନିଜ ସ୍ତ୍ରୀକୁ ହତ୍ୟା କରିବା ପରେ ନିଜକୁ ଗୁଳିମାରି ଦେଇଛନ୍ତି। ଘଟଣାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଏନେଇ କୌଣସି…

ଛେଳି ମୁଣ୍ଡ ସାଙ୍ଗରେ କଟିଲା ଭାଇର ମୁଣ୍ଡ, ପଢ଼ନ୍ତୁ ପୂରା ଘଟଣା

ସୁନ୍ଦରଗଡ(କେନ୍ୟୁଜ୍) : ଗତକାଲି ସଂଧ୍ୟା ସମୟରେ ସୁନ୍ଦରଗଡ ଜିଲ୍ଲାର ବରକାନି ଗାଁରେ ଏକ ବାହାଘର ଭୋଜିର ପ୍ରସ୍ତୁତି ହେଉଥିଲା। ଏହି ସମୟରେ ଗୋଟିଏ ଛେଳି ମୁଣ୍ଡ ପାଇଁ ବଡ ଭାଇସାନ ଭାଇର ବେକ ହାଣି ଦେଇଛି। ଘଟଣାଅନୁଯାୟୀ, ଭୋଜି ପାଇଁ ଛେଳି କଟା ହେଉଥିବା ବେଳେ ଛେଳି ମୁଣ୍ଡ ପାଇଁ ଦୁଇ…