ବାଇକ୍ ଓ କୁଲର କିଣିବାର ନିଶା ବାପାକୁ କରିଦେଲା ଅନ୍ଧ! ୧.୧୦ ଲକ୍ଷ ଟଙ୍କାରେ ବିକିଦେଲା ନିଜ ଦୁଇ ମାସର ଶିଶୁକନ୍ୟା…
ମହାରାଷ୍ଟ୍ରର ନାଗପୁରରୁ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବାପା ନିଜ ସଉକକୁ ପୂରା କରିବା ପାଇଁ ନିଜର ହିଁ ୨ ମାସର ଶିଶୁକନ୍ୟାକୁ ବିକ୍ରି କରି ଦେଇଛି। ଝିଅ ବିକ୍ରି ବଦଳରେ ତାଙ୍କୁ ୧.୧୦ ଲକ୍ଷ ଟଙ୍କା ମିଳିଛି। ସେ ଏହି ପଇସାରେ ନୂଆ ବାଇକ୍, ଫର୍ନିଚର, କୁଲର ଓ ସ୍ପୀକର…