Browsing Tag

nana patekar

‘ମୋର କିଛି ହୋଇଗଲେ, ଏଥିପାଇଁ ଦାୟୀ ରହିବେ ନାନା ପାଟେକର’…ଏମିତି କହି ସମସ୍ତଙ୍କୁ ସ୍ତବ୍ଧ କରିଦେଲେ ତନୁଶ୍ରୀ ଦତ୍ତା

‘ଆଶିକ୍‌ ବନାୟା ଆପ୍‌ନେ’ ଫେମ୍‌ ତନୁଶ୍ରୀ ଦତ୍ତା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ୨୦୧୮ରେ ତନୁଶ୍ରୀ MeToo ଆରମ୍ଭ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। MeToo ଜରିଆରେ ତନୁଶ୍ରୀ ନାନା ପାଟେକରଙ୍କ ବିରୋଧରେ ଯୌନ ଉତ୍ପୀଡ଼ନର ଅଭିଯୋଗ ଆଣିଥିଲେ। ଆଉ ଏବେ ଅଭିନେତ୍ରୀଙ୍କ ନୂଆ ପୋଷ୍ଟ୍‍ ସବୁଠି…

କରୋନା ବିପକ୍ଷ ଲଢ଼େଇରେ ଆଗକୁ ଆସିଲେ ନାନା ପାଟେକର, ଦେଲେ ଏତେ କୋଟି ଟଙ୍କା

ଚୀନର ବୁହାନ ସହରରୁ ବ୍ୟାପିବା ଆରମ୍ଭ କରିଥିବା କରୋନା ଭାଇରସ ଏବେ ୧୯୯ ଟି ଦେଶରେ କାୟା ବିସ୍ତାର କରିସାରିଲାଣି। ଏହି ଭାଇରସ ଯୋଗୁ ଲୋକ ଯେଉଁ ପରିମାଣରେ ସଂକ୍ରମିତ ହେଉଛନ୍ତି ସେହି ପରିମାଣରେ ମୃତ୍ୟୁବରଣ ମଧ୍ୟ କରୁଛନ୍ତି। ଭାରତରେ ଏବେ ଯାଏଁ କରୋନାରେ ୧୦୦୦ରୁ ଊର୍ଦ୍ଧ୍ଵ ଲୋକ ଆକ୍ରାନ୍ତ…

ଏବେ ନାନା ଖୋଲିଲେ ମୁହଁ, CINTAAକୁ ପଠାଇଲେ ଅଭିଯୋଗର ଜବାବ୍

ମୁମ୍ବାଇ : ନାନା ପାଟେକରଙ୍କ ବିରୋଧରେ ତନୁଶ୍ରୀ ଦତ୍ତାଙ୍କ ଯୌନ ନର୍ଯାତନା ଅଭିଯୋଗ ମାମଲାରେ ଜବାବ ରଖିଲେ ନାନା । ସିନେ ଆଣ୍ଡ ଟେଲିଭିଜନ୍‌ ଆଟିଷ୍ଟ ଆସୋସିଏସନ୍‌କୁ ଜବାବ ପଠାଇଛନ୍ତି ନାନା ପାଟେକର । ସେ କହିଛନ୍ତି, ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗ ମିଥ୍ୟା ଓ ଭିତ୍ତିହୀନ ।…

ବଢିପାରେ ଅଭିନେତା ନାନା ପାଟେକରଙ୍କ ଅଡୁଆ : ଅଭିଯୋଗ କଲେ ତନୁଶ୍ରୀ ଦତ୍ତା

ବଢିପାରେ ଅଭିନେତା ନାନା ପାଟେକରଙ୍କ ଅଡୁଆ । ଥାନାରେ ପହଞ୍ଚିଲା ନାନା ମାମଲା । ଅଦସାଚରଣ କରିଥିବା ନେଇ ନାନା ପାଟେକରଙ୍କ ନାଁରେ ଥାନାରେ ଅଭିଯୋଗ କରିଛନ୍ତି ତନୁଶ୍ରୀ ଦତ୍ତା । ଫିଲ୍ମ ‘ହର୍ଣ୍ଣ ଓକେ ପ୍ଲିଜ୍’ର ନିର୍ଦ୍ଦେଶକ, ପ୍ରଯୋଜକ ଓ କୋରିଓଗ୍ରାଫରଙ୍କ ବିରୋଧରେ ମଧ୍ୟ ସେ ମାମଲା ରୁଜୁ…

ତନୁଶ୍ରୀଙ୍କୁ ନେଇ ଚାଞ୍ଚଲ୍ଯକର ଖୁଲାସା କଲେ ଡ୍ରାମା କୁଇନ୍, ପଢ଼ନ୍ତୁ କଣ କହିଲେ ରାକ୍ଷୀ   

ମୁମ୍ବାଇ : ଅଭିନେତ୍ରୀ ତନୁଶ୍ରୀ ଦତ୍ତା ଏବେ କିଛି ଦିନ ହେବ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ୧୦ ବର୍ଷ ପୂର୍ବେ ଆସିଥିବା ଫିଲ୍ମ ହର୍ନ ଓକେ ପ୍ଲିଜର ସୁଟିଂ ସମୟରେ ଅଭିନେତା ନାନା ପାଟେକର ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ଆଣିଥିଲେ ତନୁଶ୍ରୀ। ଏପରିକି ସେ ଯେତେବେଳେ ନାନା ପାଟେକରଙ୍କ…

ନାୟିକାମାନଙ୍କୁ ସୁଟିଂ ସେଟରେ ପିଟନ୍ତି ନାନା ପାଟେକର ! କାହାର ଏପରି ବୟାନରେ ଦୋହଲିଯାଇଛି ବଲିଉଡ୍ ?

ବିଗ୍ ବସରେ ହେବାକୁ ଯାଉଛି ଏକ ଟୁଇଷ୍ଟ୍ । ୱାଇଲ୍ଡ କାର୍ଡରେ ଏଣ୍ଟ୍ରି କରିପାରନ୍ତି ତନୁଶ୍ରୀ ଦତ୍ତ ଏବଂ ଭଉଣୀ ଇଶିତା ଦତ୍ତ । ତେବେ ଏହି ଦୁଇ ଜଣ କେବେ ବିଗ୍ ବସରେ ପ୍ରତିଯୋଗୀ ହୋଇ ଏଣ୍ଟି କରିବେ ତାହା ପର କଥା । କିନ୍ତୁ ତନୁଶ୍ରୀଙ୍କ ଗୋଟିଏ ବୟାନ୍ ଏବେ ଚର୍ଚ୍ଚାର ବିଷୟ ହୋଇଛି ।…

ନାନା ପାଟେକରଙ୍କ ପାଇଁ ବଲିଉଡକୁ ବାଏ ବାଏ କହିଥିଲେ ତନୁଶ୍ରୀ, ଅଶାଳୀନ ଭାବରେ ଛୁଇଁବାକୁ ଚେଷ୍ଟା କରିଥିଲେ ଏହି…

ବହୁ ଚର୍ଚ୍ଚିତ ରିୟଲିଟି ସୋ ବିଗ୍ ବସରେ ନଜର ଆସି ପାରନ୍ତି ତନୁଶ୍ରୀ ଦତ୍ତ । ଆଶିକ୍ ବନାୟା ଆପନେ , ଚକଲେଟ୍ ଏବଂ ଢୋଲ୍ ଫିଲ୍କରୁ ଚର୍ଚ୍ଚାକୁ ଆସିଥିବା ତନୁଶ୍ରୀ ପ୍ରାୟ ଦୁଇ ମାସ ହେବ ଅଛନ୍ତି ଭାରତରେ । ତେବେ ସିନେମା ଆଶିକ୍ ବନାୟା ଆପନେରୁ ରାତାରାତି ଖୁବ୍ ଚର୍ଚ୍ଚା ସାଉଁଟି ଥିବା ତନୁଶ୍ରୀ…